Posted inଖେଳ

୩ ପରାଜୟକୁ ନେଇ ନିରାଶ ‘ହିଟ୍‌ମ୍ୟାନ୍‌’: ବ୍ୟାଟ୍ସମ୍ୟାନଙ୍କ ଦୋଷ ଦେଇ କହିଲେ…

ଚେନ୍ନାଇ, ୨୪।୪: ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ଠାରୁ ୯ ଉଇକେଟରେ ପରାଜିତ ହୋଇଛି। କ୍ରମାଗତ ୩ଟି ପରାଜୟ ପରେ ବିଜୟପଥକୁ ଫେରିଥିବା ଯୋଗୁ ପଞ୍ଜାବ ଟିମ୍‌ ବେଶ ଉତ୍ସାହିତ ନଜର ଆସିଥିଲେ। ଅପରପକ୍ଷେ ରୋହିତ ପ୍ରତିକ୍ରିୟା ରଖି ଦଳ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ଏବଂ ବ୍ୟାଟିଂ ପାଇଁ ପିଚ୍‌ କଷ୍ଟସାଧ୍ୟ ନ ଥିବା କହିଛନ୍ତି।

ଯଦି ଗୋଟିଏ ଦଳ ଟି୨୦ରେ ୧୫୦-୧୬୦ ସ୍କୋର କରିଥାଏ, ସେତେବେଳେ ମ୍ୟାଚ୍‌ ଜିତିବାର ଆଶା ଥାଏ। ହେଲେ ଦଳ ଗତ ଦୁଇଟି ମ୍ୟାଚ୍‌ରେ ଆମେ ଏହା କରିବାରେ ବିଫଳ ହୋଇଛୁ। ପଞ୍ଜାବ ବୋଲରମାନେ ପାଓ୍ବାର ପ୍ଲେ ସମୟରେ ଭଲ ବୋଲିଂ କରିଥିଲେ। ଈଶାନ କିଷନଙ୍କ ସହ ମିଶି ବଡ଼ ଶଟ୍‌ ଲଗାଇବାକୁ ଚେଷ୍ଟା କରିଥିଲୁ। ହେଲେ ସଫଳ ହେଲୁନାହିଁ। ଆମକୁ କଠିନ ପରିସ୍ଥିତିରେ ଭଲ ବ୍ୟାଟିଂ ଓ ବୋଲିଂ ବିଷୟକୁ ନେଇ ବୁଝିବାକୁ ହେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ରୋହିତଙ୍କ ଟିମ୍‌ ୧୩୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏଥିସହ ଦଳ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି। ସେହିଭଳି ମୁମ୍ବାଇ ୪ର୍ଥ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାସାଙ୍ଗେ ଶନି, ରାହୁ-କେତୁଙ୍କ ବକ୍ରୀ ଚଳନ: ଏହି ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଥିବା ବେଳେ ଆସନ୍ତା ଡିସେମ୍ବର ୧୧ ତାରିଖରେ…

ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଲେ ରିଙ୍କୁ ସିଂହ; ଏହି ସାଂସଦଙ୍କ ହାତ ଧରିବେ କ୍ରିକେଟର

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ବ୍ୟାଟର ରିଙ୍କୁ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ, ରିଙ୍କୁ ଉତ୍ତର ପ୍ରଦେଶର…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଭୟଭୀତ ହୋଇଗଲେ ରବୀନ୍ଦ୍ର ଜାଡେଜା: କହିଲେ, ମୋ ଘୋଡ଼ା ବି…

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ନେଟ୍ସରେ ଘଣ୍ଟା ଘଣ୍ଟା ଧରି…

ଗିଲ୍‌ କଲେ ବଡ଼ ଘୋଷଣା, ୪ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯିବ। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ନଭେମ୍ବର ୧୯ ତାରିଖରୁ ହେବ।…

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

ଶତକ ମାରିବା ପରେ ପକେଟରୁ ଚିଠି ବାହାର କଲେ ଏହି କ୍ରିକେଟର: ଚିଠି ପଢିଲେ ହୋଇଯିବେ ଭାବବିହ୍ବଳ

ଜୋହାନ୍ସବର୍ଗ,୧୭।୧୧: କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ନିଜ ଅନନ୍ୟ ଅନ୍ଦାଜରେ ଶତକ ପାଳନ କରିଥାନ୍ତି। କିନ୍ତୁ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର ଲିଟନ ଦାସ ଏଥର ନିଜ ଶତକକୁ…

IPL ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପରିବର୍ତ୍ତନ! ICC ପ୍ରସ୍ତୁତ କରିଛି ବିଶାଳ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଆଇପିଏଲ (IPL) ସମ୍ବନ୍ଧୀୟ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ନିଶ୍ଚିତ ଭାବରେ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିବ। ବିଶ୍ୱର ସବୁଠାରୁ ବଡ଼ ଟି-୨୦…

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?