ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସାହର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା…
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏଥିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ…
ଭାରତର ବିଜୟରେ ଶତମୁଖ ବିସିସିଆଇ: ଖେଳାଳିଙ୍କ ପାଇଁ ଘୋଷଣା କଲା ପୁରସ୍କାର
ବ୍ରିସବେନ୍, ୧୯।୧: ବ୍ରିସ୍ବେନ୍ର ଗାବା ଷ୍ଟାଡିୟମରେ ଅଷ୍ଟ୍ରଲିଆକୁ ପରାସ୍ତ କରି ଭାରତୀୟ ଚାଖିଛି ବିଜୟର ସ୍ବାଦ। ଯୁବ କ୍ରgିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ୨-୧ରେ ଜିତି ଇତିହାସ ସୃଷ୍ଟି କରିଛି। ଭାରତର ଏହି ଐତିହାସିକ ବିଜୟରେ ବିସିସିଆଇ ମଧ୍ୟ ବହୁତ…
ବ୍ରିସବେନ୍ରେ ପ୍ରଥମଥର ପାଇଁ ଉଡିଲା ତ୍ରିରଙ୍ଗା
ବ୍ରିସ୍ବେନ୍,୧୯।୧: ବ୍ରିସବେନ୍ର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟର ସ୍ବାଦ ଚାଖିଛି ଭାରତ। ଯୁବ କ୍ରିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍ରେ ଐତିହାସିକ ବିଜୟ ଲାଭ କରିଛି। ପ୍ରଥମଥର ପାଇଁ ଗାବାରେ ଭାରତ ବିଜୟ ହାସଲ କରିଛି।…
ଧୋନୀଙ୍କୁ ପଛରେ ପକାଇ ରେକର୍ଡ କଲେ ପନ୍ତ
ବ୍ରିସ୍ବେନ୍, ୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ତେବେ ରିଷଭ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ରିଷଭ ବ୍ରିସବେନ ଟେଷ୍ଟର ଦ୍ୱିତୀୟ…
୭୦ ବର୍ଷ ରେକର୍ଡ ଭାଙ୍ଗିଦେଲା ଭାରତ
ବ୍ରିସ୍ବେନ୍,୧୯।୧: ବ୍ରିସବେନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତୃତୀୟଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଇଛି। ଏହାପୂର୍ବରୁ…
କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ
ବ୍ରିସ୍ବେନ୍,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍ ପରେ ରିଷଭ ପନ୍ତଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଭାରତ ସିରିଜ୍ ୨-୧ରେ ଜିତିଛି। ଅନେକ…
ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ପ୍ରଶଂସକଙ୍କୁ ଜବାବ୍ ଦେଇଥିଲେ ପାକିସ୍ତାନୀ କ୍ରିକେଟର
ନୂଆଦିଲ୍ଲୀ, ୧୯।୧: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସବୁବେଳେ ଶକ୍ତ ପ୍ରତିଯୋଗିତା ହୋଇଥାଏ। ଏହି ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। କାରଣ ଭାରତ-ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳ ପ୍ରେମିମାନେ ଉପସ୍ଥିତ ହୋଇଥାନ୍ତି। ଉଭୟ ଦଳର ଖେଳାଳିଙ୍କ…
୫୦ ବର୍ଷ ରେକର୍ଡ ଭାଙ୍ଗିଲେ ଶୁବମନ, ରଚିଲେ ଇତିହାସ
ବ୍ରିସବେନ୍,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଶେଷ ଟେଷ୍ଟର ଶେଷ ଦିନରେ ଶବମନ ଗିଲ ଚମତ୍କାର ଖେଳିଥିଲେ। ୨୧ ବର୍ଷୀୟ ଯୁବ ଓପନର୍ ପୁଣି ଥରେ ଏଠାରେ ଏକ ସଫଳ ଇନିଂସ ଖେଳିଥିଲେ। ଗିଲ ମଧ୍ୟ ତାଙ୍କ ଇନିଂସ ସମୟରେ…
ସିରିଜ୍ ଡ୍ର ରହିଲେ ଅଷ୍ଟ୍ରେଲିଆ ପାଇଁ ଲଜ୍ଜାଜନକ ପରାଜୟ ଭଳି ହେବ: ରିକି ପଣ୍ଟିଂ
ବ୍ରିସବେନ୍,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଯେଉଁ ରିକି ପଣ୍ଟିଂ ଅଷ୍ଟ୍ରେଲିଆର ବିଜୟର ୪-୦ ଦାବି କରୁଥିଲେ। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆର ୨୦୦ରନ ପୂର୍ବରୁ ଅଲଆଉଟ୍ ବିଷୟରେ କହୁଥିବା ରିକି ପଣ୍ଟିଙ୍ଗ ଏବେ…
ବାପା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ପିତାଙ୍କୁ ହରାଇବାର ୩ମାସ ପରେ ନିଜେ ପିତା ହୋଇଛନ୍ତି କ୍ରିକେଟର୍ ମନଦୀପ ସିଂ। ତାଙ୍କ ସ୍ତ୍ରୀ ଜଗଦୀପ ଜଶଓ୍ବାଲ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ସୋସିଆଲ ମିଡିଆରେ ନିଜେ ଏକଥା ସୂଚନା ଦେଇଛନ୍ତି। ଏହି ଖଉସି ଖବର ଦେଇ ମନଦୀପ ଲେଖିଛନ୍ତି,…
କାନ୍ଦିଲେ ସିରାଜ୍, କହିଲେ ଯଦି ଆଜି ମୋ ପିତା ଜୀବିତ ଥାନ୍ତେ…
ବ୍ରିସବେନ୍,୧୯।୧: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଇନିଂସରେ ୫ଟି ଉଇକେଟ ନେବା ପରେ ମହମ୍ମଦ ସିରାଜ ଭାବପ୍ରବଣ ହୋଇଛନ୍ତି। ନିଜ ଭାବନା ପ୍ରକାଶ କରିବା ତାଙ୍କ ପାଇଁ ସହଜ ନ ଥିଲା। ସିରାଜ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ…
Archives


