Posted inଖେଳ

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୨୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶନିବାର ୧୮ ତମ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ। ଫଳରେ ନାଇଟ ରାଇଡର୍ସ ବ୍ୟାଟିଂ କରିବ।
ସୂଚନା ଯୋଗ୍ୟ କୋଲକାତା ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଏବଂ ୩ଟି ପରାଜୟ ସହ ୨ ପଏଣ୍ଟ ପାଇ ଷଷ୍ଟ ସ୍ଥାନରେ ରହିଛି। ସେହିପରି ସମାନ ସଂଖ୍ୟକ ମ୍ୟାଚ ଖେଳି ରାଜସ୍ଥାନ ଗୋଟିଏ ବିଜୟ ଏବଂ ୩ଟି ପରାଜୟ ସହ ୨ ପଏଣ୍ଟ ପାଇଲେ ମଧ୍ୟ ରନ୍‌ ରେଟ୍‌ ଦୃଷ୍ଟିକୋଣରୁ ଅଷ୍ଟମ ତଥା ଟେବୁଲର ଅନ୍ତିମ ସ୍ଥାନରେ ରହିଛିି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପରାଜୟ ଟିମ୍‌ର ଭୁଲ ନୁହେଁ: ପୂର୍ବତନ ମନ୍ତ୍ରୀ

ଇସଲାମାବାଦ,୨୯ ।୮: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୟାଦ ଅହମ୍ମଦ ଚୌଧୁରୀ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏସିଆ କପ ଟୁର୍ନାମେଣ୍ଟରେ ଭାରତଠାରୁ...

ବିଶ୍ୱରେ କେଉଁ ସ୍ଥାନରେ କରିଛନ୍ତି ଶତକ, ତାହା ଦେଖାଇବା ପାଇଁ ଦେହରେ ବିଶ୍ୱ ମ୍ୟାପ ଟାଟୁ

ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସଫଳତାକୁ ସର୍ବଦା ମନେ ରଖିବା ପାଇଁ ଦେହରେ ବିଶ୍ୱ ମ୍ୟାପ୍‌ ଟାଟୁ କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାଇଲିସ୍‌ ବ୍ୟାଟ୍ସମ୍ୟାନ କେଭିନ ପିଟରସନ।...

ଦଳରେ କରାଯାଇଥିଲା ଅଣଦେଖା: ଗୋଟିଏ ଓଭରରେ ୨ ଆଇପିଏଲ୍‌ ଅଧିନାୟକଙ୍କ ଉଇକେଟ ନେଇ ଚର୍ଚ୍ଚାରେ ହେଜଲଉଡ୍‌

ସିଡନୀ,୨୭।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଏକଦିବସୀୟ ସିିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ଏଥିରେ କଙ୍ଗାରୁ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରି ଭାରତ ସମ୍ମୁଖରେ ୩୭୫ ରନ୍‌ର...

ଏହି ଭାରତୀୟ ଖେଳାଳିଙ୍କୁ ଦେଖି ଥରହର ପାକିସ୍ତାନ: ଟି-୨୦ ବିଶ୍ୱକପ୍‌ ସାବ୍ୟସ୍ତ ହୋଇପାରନ୍ତି ‘ଡେଞ୍ଜର ମ୍ୟାନ୍‌’

ଇସଲାମାବାଦ୍‌,୨୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଉଦଘାଟନୀ ମ୍ୟାଚ ଖେଳିବ। ଜଣେ...

ବିରାଟ କୋହଲିଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ଅଷ୍ଟ୍ରେଲିୟ ଖେଳାଳି: ଟିମ୍‌ ପୈନ୍‌

ସିଡନୀ,୧୪।୧୧: ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍‌ ଖେଳାଯିବ। ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି...

ମାତ୍ର ୪ ବଲ୍‌ ଖେଳି ଇତିହାସ ରଚିଲେ ଏହି ଖେଳାଳି

ଦୁବାଇ,୫।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୦ର ପ୍ରତି ମ୍ୟାଚ୍‌ କିଛି ନା କିଛି ରେକର୍ଡ ସୃଷ୍ଟି ହେବା ସହ ଭାଙ୍ଗୁଛି। ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କୃନାଲ...

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ...

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ହାଇଦ୍ରାବାଦ,୨୬।୯: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ବିରାଟ କୋହଲି ୬୩ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ସହ...

Advertisement
Archives

Model This Week