ନିଆରା ରେକର୍ଡ ହାସଲ କଲେ ଏହି କ୍ରିକେଟର୍
ଚେନ୍ନାଇ,୮।୨:ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଦେଖିବାକୁ ମିଳୁଛି। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସାମ୍ନାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଇଂଲଣ୍ଡ…
ସୁନ୍ଦରଙ୍କ ଚମତ୍କାର ଇନିଂସ: ଭାରତ ପ୍ରଥମ ଇନିଂସରେ ୩୩୭ ରନ୍ରେ ଅଲଆଉଟ୍
ଚେନ୍ନାଇ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ଇଂଲଣ୍ଡର ପ୍ରଥମ ଇନିଂଶ ସ୍କୋର ୫୭୮ ରନ୍ ଜବାବରେ ଭାରତ ୩୩୭ ରନ୍ କରିବାରେ ସମର୍ଥ ହୋଇଛି। ଏଥିସହ…
ସ୍ତ୍ରୀଙ୍କ ସହ ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଲେ ୟୁଜବେନ୍ଦ୍ର: ପ୍ରଶଂସକ କହିଲେ ଏମିତି…
ଗୋଟିଏ ପଟେ ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ କୋରାଓଗ୍ରାଫର-ୟୁଟ୍ୟୁବ୍ର ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ବାଙ୍ଗାଲୁରୁରେ ବୁଲୁଛନ୍ତି। ଏହି ଅବସରରେ ୟୁଜବେନ୍ଦ୍ର ସ୍ତ୍ରୀ ଧନଶ୍ରୀଙ୍କ ସହ…
ବିରାଟ କୋହଲିଙ୍କୁ ନେଇ ଚିନ୍ତାରେ ଭାରତୀୟ ଦଳ
ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସୀୟ ଏବଂ ଟି -୨୦ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ -୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି। ଘରୋଇ ପଡିଆରେ ତାଙ୍କର ସର୍ବାଧିକ ଆଭରେଜ୍ ରହିଛି। ତେବେ ବିରାଟ କୋହଲିଙ୍କ ଫର୍ମ…
ଲୋକଙ୍କୁ ସାହାଯ୍ୟ ମାଗିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି
ଚେନ୍ନାଇ,୮।୨: ରବିବାର ଉତ୍ତରାଖଣ୍ଡର ଚାମୋଲି ଜିଲାରେ ନନ୍ଦାଦେବୀ ଗ୍ଲେସିୟର ଫାଟିବାରୁ ଋଷିଗଙ୍ଗା ଉପତ୍ୟକାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଶ୍ରମିକ ନିଖୋଜ ଅଛନ୍ତି। ଭାରତୀୟ…
ମୃତ୍ୟୁକୁ ହରାଇଥିବା କ୍ରିକେଟର୍ ରଚିଲେ ଇତିହାସ
ଚଟ୍ଟୋଗ୍ରାମ,୮।୨: ବାଂଲାଦେଶର ଚଟ୍ଟୋଗ୍ରାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍ ଘରୋଇ ଦଳକୁ ୩ ଉଇକେଟ୍ରେ ପରାସ୍ତ କରିଛି। ଏହି ବିଜୟ ଓ୍ବେଷ୍ଟଇଣ୍ଡିଜ୍ ପାଇଁ ଖାସ୍ ଥିଲା। ବାଂଲାଦେଶ ଓ୍ବେଷ୍ଟଇଣ୍ଡିଜ୍କୁ ୩୯୫ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହି ଲକ୍ଷ୍ୟକୁ ପିଛା କରିବା…
ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଖାସ୍ ଦିନ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ବିଶାଳ ୫୭୮ ରନ୍ ସ୍କୋର ଛିଡା କରିଛି। ଏହାର ଜବାବରେ ଭାରତ ତୃତୀୟ ଦିନ ଖେଳ ଶେଷ…
ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ରେ ଅଧିନାୟକ ଦାୟିତ୍ୱ ତୁଲାଇ ଥିବା ଆଜାରୁଦ୍ଦିନ ନିଜ କ୍ୟାରିୟର ଅନେକ ରେକର୍ଡ ହାସଲ କରିଛନ୍ତି। ୧୯୬୦, ଫେବୃୟାରୀ…
ରୋମାଞ୍ଚକ ମୋଡ଼ରେ ଦ୍ୱିତୀୟ ଟେଷ୍ଟ, ଟାର୍ଗେଟ ୩୭୦: ଦକ୍ଷିଣ ଆଫ୍ରିକା ୧୨୭/୧
ରାଓ୍ବଲପିଣ୍ଡି,୮।୨: ପାକିସ୍ତାନ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୧୧୪.୩ ଓଭରରେ ୨୭୨ ରନ୍ କରି ଅଲ୍ଆଉଟ ହୋଇଥିଲା। ଜବାବରେ ଦକ୍ଷିଣ…
ପୂର୍ବତନ ହେଭିଓ୍ବେଟ୍ ଚାମ୍ପିୟନ ସ୍ପିଙ୍କ୍ସଙ୍କ ପରଲୋକ
ଲାସ୍ ଭେଗାସ, ୮ା୨ (ଏପି)-ପୂର୍ବତନ ହେଭିଓ୍ବେଟ୍ ଚାମ୍ପିୟନ ଲିଅନ୍ ସ୍ପିଙ୍କ୍ସଙ୍କ ପରଲୋକ ହୋଇଛି। ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସେ ଅଲିମ୍ପିକ ସ୍ବର୍ଣ୍ଣ ଜିତିଥିଲେ। ସେ ତାଙ୍କ ୮ମ ପ୍ରଫେସନାଲ ଫାଇଟ୍ରେ ମହମ୍ମଦ ଅଲୀଙ୍କୁ ପରାସ୍ତ କରି ହେଭିଓ୍ବେଟ ଟାଇଟଲ ହାସଲ…
ପ୍ରଥମ ଟେଷ୍ଟ: ପଦାର୍ପଣରେ ମେୟର୍ସଙ୍କ ଅପରାଜିତ ଦ୍ୱିଶତକ, ଓ୍ବେଷ୍ଟଇଣ୍ଡିଜର ଚମତ୍କାର ବିଜୟ
ଚଟ୍ଟୋଗ୍ରାମ, ୮।୨: ଓ୍ବେଷ୍ଟଇଣ୍ଡିଜ ମିଡ୍ଲଅର୍ଡର ବ୍ୟାଟ୍ସମ୍ୟାନ କାଇଲ ମେୟର୍ସ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ଦ୍ୱିଶତକ ହାସଲ କରି ଦଳକୁ ଅବିଶ୍ୱସନୀୟ ବିଜୟ ପ୍ରଦାନ କରିଛନ୍ତି। ମେୟର୍ସଙ୍କ ୨୧୦ ରନର ଅପରାଜିତ ଦ୍ୱିଶତକୀୟ ଇନିଂସ…
କ୍ରିକେଟ ଖେଳ ଭଳି ପାରିବାରିକ ଜୀବନ ବି ରହିଛି ଅନିଶ୍ଚିତ…
ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସୋମବାର ୫୮ ବର୍ଷ ପୂରଣ ହୋଇଛି। ୧୯୬୩ ଫେବୃୟାରୀ ୮ରେ ସେ ହାଇଦ୍ରାବାଦ୍ରେ ଜନ୍ମଗ୍ରହଣ କରିଥିଲେ। ସେ ୯୯ ଟେଷ୍ଟ ମ୍ୟାଚ ଖେଳି ୧୪୭ ଇନିଂସିରୁ ୬୨୧୫ ରନ ସଂଗ୍ରହ କରିଥିଲେ।…
Archives


