ଖେଳ

କ୍ରିକେଟ ପ୍ରଶଂସକଙ୍କୁ ଜୋରଦାର୍‌ ଝଟକା: ବିନା ଦର୍ଶକରେ ଖେଳାଯିବ ଇଂଲଣ୍ଡ ବିପକ୍ଷ ବାକି ଟି୨୦ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍‌ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବହୁଳ ମାତ୍ରାରେ ଦର୍ଶକ ପହଞ୍ଚିଥିଲେ। କରୋନା ସଂକ୍ରମଣ ମଧ୍ୟରେ ପ୍ରଥମ ଥର…

ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର

ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ ଜୀବନକୁ ବାଜି ଲଗାଇଥାନ୍ତି। କିନ୍ତୁ ଏମିତି ଜଣେ ଖେଳାଳି ଥିଲେ ଯିଏକି ଏହି ୨…

ଦୀପିକାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍‌ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍‌ର ଦ୍ୱିତୀୟ ମୁକାବିଲାରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୩ଟି ମ୍ୟାଚ୍‌ରେ ସମୁଦାୟ ୨୭…

ମୋଦି ସରକାରଙ୍କୁ ଘେରିଲେ ଦିଗ୍‌ବିଜୟ: କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ମନା, କିନ୍ତୁ କୁମ୍ଭ ମେଳା ଆସିବାକୁ ଅନୁମତି

ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି ଯୋଗୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍‌ର ଶେଷ ୩ଟି…

ପୁରୁଷ କ୍ରିକେଟର୍‌ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍‌ର

ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ ଷ୍ଟାଫ ଭାବେ ନିଯୁକ୍ତ କରିଛି। ସେ ନୂଆ ସିଜନରେ ପୁରୁଷ ଦଳ କୋଚିଂ ଦେବେ।…

ତେନ୍ଦୁଲକରଙ୍କ ଝିଅ ସାରା ସୋସିଆଲ ମିଡିଆରେ ଲୋକପ୍ରିୟ, ଜଷ୍ଟିନ ବିବରଙ୍କ ବଡ଼ ପ୍ରଶଂସକ

ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବିଷୟରେ…

ଆଜି ବିଶ୍ୱ କ୍ରିକେଟର ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ଘଟିଥିଲା

ମାର୍ଚ୍ଚ ୧୬ ବିଶ୍ୱ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। କ୍ରିକେଟ ଭାରତରେ ଏକ ଧର୍ମ ଭାବରେ ବିବେଚନା କରାଯାଏ। ସଚିନ ତେନ୍ଦୁଲକର କ୍ରିକେଟର୍‌ ଜଣେ ଭଗବାନଠାରୁ କମ ନୁହଁନ୍ତି। ମାର୍ଚ୍ଚ ୧୬, ୨୦୧୨ ସଚିନ ମିରପୁରର ଶେର-ଇ-ବଙ୍ଗାଲ ଷ୍ଟାଡିୟମରେ ବାଂଲାଦେଶ…

ଇଶାନ କିଷନଙ୍କ ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ଶରୀରରେ ରକ୍ତ ବୋଳି ହୋଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ, ଜାଣନ୍ତୁ କାହିଁକି

ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟରେ ଇଶାନ କିଷନଙ୍କ ବଡ ଭୂମିକା ଥିଲା। ଇଷାନ ଡେବ୍ୟୁ ମ୍ୟାଚରେ…

ଜାତୀୟ ସବ୍‌ଜୁନିୟର ମହିଳା ହକି: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ସିମଡେଗାଠାରେ ଚାଲିଥିବା ୧୧ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଓଡ଼ିଶା ୫-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଦୀପିକା ବାର୍‌ଓ୍ବା ୩୭…

ଓଡ଼ିଶା ଓମେନ୍ସ ଫୁଟବଲ ଲିଗ୍‌ : ରେଲ୍‌ଓ୍ବେ, କ୍ରୀଡ଼ା ଛାତ୍ରାବାସ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ)ର ରବିବାର ଅନୁଷ୍ଠିତ ୩ଟି ମ୍ୟାଚରେ ଇଷ୍ଟକୋଷ୍ଟ ରେଲ୍‌ଓ୍ବେ, ସ୍ପୋଟର୍‌ସ ହଷ୍ଟେଲ ଓ ରାଇଜିଂ ଷ୍ଟୁଡେଣ୍ଟ…

ରାଜ୍ୟ ଜୁନିୟର କୁସ୍ତି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କୁସ୍ତି ଆସୋସିଏଶନ ଆନୁକୂଲ୍ୟରେ କଟକର ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଜୁନିୟର ଏବଂ କ୍ୟାଡେଟ୍‌ ବାଳକ ଫ୍ରିଷ୍ଟାଇଲ କୁସ୍ତି ପ୍ରତିଯୋଗିତା ସୋମବାର ଆରମ୍ଭ ହୋଇଛି। ଜୁନିୟର ବିଭାଗରେ ୧୮ରୁ ୨୦ ବର୍ଷ ବର୍ଗରେ ୫୭,…

ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ମିଷ୍ଟର ଓଡ଼ିଶା ୨୦୨୧

ଭୁବନେଶ୍ୱର, ୧୬ା୩ (ସ୍ପୋଟର୍‌ସ ବ୍ୟୁରୋ)-ରଶ୍ମି ରଞ୍ଜନ ସାହୁ ମିଷ୍ଟର ଓଡ଼ିଶା ୨୦୨୧ ବିବେଚିତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱର ବଡିବିଲ୍‌ଡିଂ ଆସୋସିଏଶନ ଏବଂ ଶ୍ରୀଶ୍ରୀ ଲିଙ୍ଗରାଜ ସେନାର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ୧୮ତମ ସିନିୟର ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଚାଲିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?