ଖେଳ

କୋଚ୍‌ଙ୍କ ଉପସ୍ଥିତି ସାଥୀ ଖେଳାଳିଙ୍କ ବେକ ଟାଣିଲେ ସିରାଜ୍‌, ଆଉ ତା’ପରେ

ଚେନ୍ନାଇ,୯।୨:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଚତୁର୍ଥ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଭାରତୀୟ ଡ୍ରେସିଂ ରୁମ୍‌ର ବୋଲି ଜଣାପଡିଛି। କୋଚ ରବି ଶାସ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ବୋଲର୍‌ ମହମ୍ମଦ…

କିଏ ଜିତିବ ବାଜି: ଶେଷ ଦିନରେ ଇତିହାସ ରଚିପାରେ ଭାରତ

ଚେନ୍ନାଇ,୯।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ ଜିତିବା ପାଇଁ ଭାରତକୁ ୩୮୧ ରନ ଏବଂ ଇଂଲଣ୍ଡକୁ ୯ ଉଇକେଟ ଦରକାର। ତେବେ…

ଏହି ପ୍ରସିଦ୍ଧ କିକେଟ୍‌ରଙ୍କ ଘରୁ ଚୋରି

ମେଲବୋର୍ନ, ୯।୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ମେଲବୋର୍ନ ଘରୁ ଚୋରି ହୋଇଛି। ଚୋରମାନେ ପଣ୍ଟିଙ୍କ ଘରେ ରଖାଯାଇଥିବା କାର ଚୋରି କରି ନେଇଥିଲେ। ଚୋରି କାରକୁ ଖୋଜିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶେଷରେ ପୋଲିସ…

ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ: ବିଜୟ ସହ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର,୯।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁଠାରେ ସୋମବାରଠାରୁ ୩ୟ ନଗେଶ ଟ୍ରଫି ଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ମଧ୍ୟପ୍ରଦେଶକୁ ୧୩୯ ରନରେ ହରାଇ ଅଭିଯାନ ଆରମ୍ଭ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନକୁଳ…

ବିବିସି ପୁରସ୍କାର ଦୌଡ଼ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୯ା୨(ପି.ଟି.)-ଚଳିତବର୍ଷର ବିବିିସି ‘ଇଣ୍ଡିଆନ୍‌ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିସ କରାଯାଇଛି। ତନ୍ମଧ୍ୟରେ ଏସିଆନ ଗେମ୍ସ ୧୦୦ମିଟର ରୌପ୍ୟ ବିଜୟିନୀ ଓଡ଼ିଶାର ଦୂତୀ ଚାନ୍ଦଙ୍କ ନାମ ରହିଛି। ଅନ୍ୟମାନେ ହେଲେ ଭାରତୀୟ ମହିଳା…

ମୁମ୍ବାଇ-ଗୋଆ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୯ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ମୁମ୍ବାଇ ସିଟି ଏଫ୍‌ସି ଓ ଏଫ୍‌ସି ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୩ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବଣ୍ଟୁଆରା…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୯ା୨ (ଏପି)-ଫାଷ୍ଟ ବୋଲର ହସନ ଅଲୀଙ୍କ ପ୍ରଥମ ଟେଷ୍ଟ ୧୦ ଉଇକେଟ ସଫଳତା ସହାୟତାରେ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନ ୯୫ ରନରେ ବିଜୟ ହାସଲ କରିଛି। ଏଥିସହିତ ୧୮ ବର୍ଷରେ ଭ୍ରମଣକାରୀ…

ପନ୍ତଙ୍କୁ ସ୍ବତନ୍ତ୍ର ପୁରସ୍କାର

ଦୁବାଇ, ୮ା୨- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସୋମବାର ପ୍ରଥମ ଖେଳାଳି ଭାବେ ଚଳିତ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ସମ୍ମାନ ପାଇଛନ୍ତି। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ ଯୋଗୁ ତାଙ୍କୁ…

ଟେଷ୍ଟରେ ୩୦୦ ଉଇକେଟ ପୂରଣ କଲେ ଈଶାନ୍ତ

ଚେନ୍ନାଇ, ୮ା୨- ଭେଟେରାନ ପେସର ଈଶାନ୍ତ ଶର୍ମା ସୋମବାର କିମ୍ବଦନ୍ତୀ ଭାରତୀୟ ବୋଲରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡାନ ଲରେନ୍ସଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ…

ଚେନ୍ନାଇ ଟେଷ୍ଟ ଜିତିବା ଭାରତ ପାଇଁ କଷ୍ଟକର

ଚେନ୍ନାଇ, ୮ା୨- ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ଜିତିବା ପାଇଁ ଆହୁରି ୩୮୧ ରନ୍‌ ଦରକାର। ଟିମ୍‌ ଇଣ୍ଡିଆ ହାତରେ ୯ଟି ଦ୍ୱିତୀୟ ଇନିଂସ ଉଇକେଟ ରହିଛି। ଅନ୍ତିମ ଦିନରେ ଏତେ ବଡ଼…

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପୂର୍ବତନ କ୍ରିକେଟର

ବ୍ରିଜଟାଉନ, ୮।୨: ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ଇଜ୍ରା ମୋସଲିଙ୍କର ଶନିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସକାଳେ ମୋସଲି ରାଜପଥରେ ସାଇକେଲ ଚଲାଉଥିବା ବେଳେ ବ୍ରିଜଟାଉନର ଖ୍ରୀଷ୍ଟଚର୍ଚ ନିକଟରେ ଏକ ଦ୍ରୁତ…

୧୧୪ ବର୍ଷ ପରେ କ୍ରିକେଟ୍‌ରେ ଏମିତି କାରନାମା କଲେ ଅଶ୍ୱିନ୍‌

ଚେନ୍ନାଇ,୮।୨:ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ସ୍ପିନର ଭାବେ   ଇନିଂସର ପ୍ରଥମ ବଲରେ ଉଇକେଟ ନେଇଛନ୍ତି। ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଓପନର୍‌ ରୋରୀ ବର୍ନସଙ୍କ ଉଇକେଟ ନେଇଥିଲେ। ଜଣେ ସ୍ପିନର ଇନିଂସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri