ଖେଳ

ମ୍ୟାକ୍ସଓ୍ବେଲ ହେବେ ବାଙ୍ଗାଲୋରର ମୁଖ୍ୟ ଅସ୍ତ୍ର: ହେସନ

ନୂଆଦିଲ୍ଲୀ,୧।୪(ପି.ଟି.): ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଆଗାମୀ ସଂସ୍କରଣରେ ସେ ଦଳର ମୁଖ୍ୟ ଅସ୍ତ୍ର ହେବେ ବୋଲି ଆରସିବି ଡାଇରେକ୍ଟର ଅଫ୍‌ କ୍ରିକେଟ ମାଇକ ହେସନ…

ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର: ଦଳକୁ ଫେରିବେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଖୁସି ଖବର ମିଳିଛି। ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଦଳକୁ ଫେରିବେ ବୋଲି ଜଣାପଡିଛି। ଭାରତ ବିପକ୍ଷ ଏକଦିବସୀୟ ସିରିଜ ପୂର୍ବରୁ ଇଂଲଣ୍ଡ ବୋଲର୍‌ ଜୋଫ୍ରା ଆର୍ଚର ସ୍ବଦେଶ ଫେରି ଥିଲେ। ସେଠାରେ ତାଙ୍କ…

ହରଭଜନ ସ୍ପିନ୍‌ ବିଭାଗକୁ ଦୃଢ କରିବେ: ମୋର୍ଗାନ

କୋଲକାତା,୧।୪(ପି.ଟି.): ଅଭିଜ୍ଞ ଅଫ୍‌ ସ୍ପିନର ହରଭଜନ ସିଂ ଏଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ତରଫରୁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ହରଭଜନ ସାମିଲ ହେବା ପରେ ଦଳର ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ ହୋଇପାରିବ ବୋଲି କେକେଆର ଅଧିନାୟକ ଇଅନ ମୋର୍ଗାନ…

ପଟିଆଲା, ବେଙ୍ଗାଲୁରୁ ସାଇରେ ୩୦ ପଜିଟିଭ୍‌: ତାଲିକାରେ ଅଲିମ୍ପିକ୍ସ ଖେଳାଳି ନାହାନ୍ତି

ନୂଆଦିଲ୍ଲୀ,୧।୪(ପି.ଟି.): ପଟିଆଲା ଓ ବେଙ୍ଗାଲୁରୁସ୍ଥିତ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ରେ ୩୦ ଜଣ କ୍ରୀଡ଼ାବିତ୍‌ ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡ଼ିଛି। ଏ ନେଇ ୭୪୧ ଜଣଙ୍କର ଟେଷ୍ଟ କରାଯାଇଥିଲା। ତେବେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା…

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା: ଏହି ଖେଳାଳି ଟୁର୍ନାମେଣ୍ଟରୁ ପ୍ରତ୍ୟାହାର କଲେ ନାଁ

ଚେନ୍ନାଇ,୧।୪: କ୍ରିକେଟରଙ୍କ ପାଇଁ ବାୟୋ ବବଲର ପରିବେଶ ସହଜ ନୁହେଁ । ଖେଳାଳିମାନେ ଗୋଟିଏ ସିରିଜରୁ ଅନ୍ୟ ସିରିଜକୁ ବିନା ବିରତିରେ ଯାଉଛନ୍ତି। ଏପରି ପରିସ୍ଥିତିରେ ଖେଲାଳିଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥା ବହୁତ ପ୍ରଭାବିତ ହେଉଛି। ବାୟୋ ବବୁଲ ଭୟ…

ପ୍ରମୋଦ ଭଗତଙ୍କ ଟ୍ରିପଲ ବିଜୟ

ଭୁବନେଶ୍ୱର, ୧।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ପ୍ରମୋଦ ଭଗତ ଟ୍ରିପଲ ବିଜୟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଗ୍ରୁପ୍‌ ‘ଏ’ ଏସଏଲ-୩ ଗାଟେଗୋରି ପୁରୁଷ…

ବନ୍ଦ କୋଠରୀରେ ଏମିତି କାମ କରୁଛନ୍ତି ନବବିବାହିତ କ୍ରିକେଟର୍‌‌

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ପ୍ରଥମ ଥର ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ବୁମରା ଆଇପିଏଲ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ଆଇପିଏଲର…

ସ୍ପିନ୍‌ ବିଭାଗକୁ ଶକ୍ତିଶାଳୀ କରିବେ ହରଭଜନ: ମୋର୍ଗାନ

କୋଲକାତା,୩୧।୩: ଅଭିଜ୍ଞ ଅଫ୍‌ ସ୍ପିନର ହରଭଜନ ସିଂ ଏଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ତରଫରୁ ଖେଳିବାକୁ ଯାଉଛନ୍ତି। ହରଭଜନ ସାମିଲ ହେବା ପରେ ଦଳର ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ ହୋଇପାରିବ ବୋଲି କେକେଆର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି।…

ଆର୍‌ସିବିର ମୁଖ୍ୟ ଅସ୍ତ୍ର ମ୍ୟାକ୍ସଓ୍ବେଲ

ନୂଆଦିଲ୍ଲୀ,୩୧।୩: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଆଗାମୀ ସଂସ୍କରଣରେ ସେ ଦଳର ମୁଖ୍ୟ ଅସ୍ତ୍ର ହେବେ ବୋଲି ଆରସିବି ଡାଇରେକ୍ଟର ଅଫ୍‌ କ୍ରିକେଟ ମାଇକ ହେସନ…

ଆଇପିଏଲରେ ଏହି ଦଳ ପାଇଁ ଖେଳିବେ ଜାସନ ରୟ

ନୂଆଦିଲ୍ଲୀ, ୩୧।୩: ଇଂଲଣ୍ଡ ଓପନର ଜାସନ ରୟଙ୍କୁ ବୁଧବାର ଦଳରେ ସାମିଲ କରିଛି ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ। ତାଙ୍କୁ ଅଷ୍ଟ୍ରେଲିଆନ ଖେଳାଳି ମିଚେଲ ମାର୍ଶଙ୍କ ବଦଳରେ ମିଳିଛି ଆଇପିଏଲ କଣ୍ଟ୍ରାକ୍ଟ। ବ୍ୟକ୍ତିଗତ କାରଣ ଯୋଗୁ ଏହି ଅଲରାଉଣ୍ଡର ଆସନ୍ତା ୯…

ଧୋନୀଙ୍କୁ ପ୍ରଶଂସା କଲେ ବିଦେଶୀ ଖେଳାଳି

ଚେନ୍ନାଇ, ୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ନେବାର ଶୈଳିକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ପ୍ରଶଂସା କରିଛନ୍ତି। ଆଗାମୀ ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ପାଇଁ ଖେଳିବେ ବାମହାତୀ ବ୍ୟାଟ୍ସମ୍ୟାନ କମ୍‌ ଅଫ୍‌…

ଶୀର୍ଷରେ କୋହଲି; ଖସିଲେ ବୁମରା

ଦୁବାଇ, ୩୧।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଜାୟ ରଖିଛନ୍ତି ଶୀର୍ଷ ସ୍ଥାନ। ଅନ୍ୟପକ୍ଷରେ ଭାରତୀୟ ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରାଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିଲକ୍ଷିତ ହୋଇଛି ଅବନତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?