Posted inଖେଳ

ଏହି ଭାରତୀୟ ବୋଲରଙ୍କ ପାଇଁ ଶୋଇପାରୁ ନ ଥିଲେ ସାଙ୍ଗାକାରା

ନୂଆଦିଲ୍ଲୀ,୨୧।୫: ଶ୍ରୀଲଙ୍କାର କିମ୍ବଦନ୍ତୀ ଉଇକେଟକିପର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା ନିଜ ସମୟରେ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କୁ ନେଇ ଚିନ୍ତିତ ଥିଲେ। ଏପରି କି ରାତିରେ ନିଦ ହେଉ ନ ଥିଲା। କୁମ୍ବଲେଙ୍କୁ ହଲ ଅଫ୍‌ ଫେମରେ ସାମିଲ କରାଯିବା ଅବସରରେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଏହା ସ୍ବୀକାର କରିଛନ୍ତି ଶ୍ରୀଲଙ୍କାର ଏହି ମହାନ ବ୍ୟାଟ୍ସମ୍ୟାନ।

” କୁମ୍ବଲେଙ୍କ ପାଇଁ ମୋତେ ରାତିରେ ନିଦ ହେଉ ନ ଥିଲା। ସେ ଜଣେ ଅର୍ଥଡକ୍ସ ଲେଗ୍‌ ସ୍ପିନରଙ୍କ ଭଳି ନ ଥିଲେ। ସେ ହାଇଆର୍ମ ଶୈଳୀରେ ବୋଲିଂ କରୁଥିଲେ, ଯାହା ତାଙ୍କୁ ବାଉନ୍ସ ପ୍ରଦାନ କରୁଥିଲା। ଆଉ ସେ ଦ୍ରୁତ ଗତିରେ ଠିକ୍‌ ସ୍ଥାନରେ ବୋଲିଂ କରନ୍ତି। ଏହା ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା। ସେ ଭାରତ ଓ ବିଶ୍ୱ କ୍ରିକେଟ ପାଇଁ ଜଣେ ଚାମ୍ପିୟନ ଥିଲେ “ ବୋଲି ସାଙ୍ଗାକାରା କହିଛନ୍ତି।

ଉଲ୍ଲେଖଥାଉ କି, ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ କୁମ୍ବଲେ(୬୧୯ ଉଇକେଟ) ୩ୟ ସ୍ଥାନରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ଦ୍ୱିତୀୟ ବୋଲର ଭାବେ ଗୋଟିଏ ଇନିଂସରେ ୧୦ ଉଇକେଟ ହାତେଇଥିଲେ। ୧୯୯୯ରେ ପାକିସ୍ତାନ ବିପକ୍ଷରେ ଦିଲ୍ଲୀର କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ଟେଷ୍ଟରେ ଏହି ସଫଳତା ହାତେଇଥିଲେ କୁମ୍ବଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଟିଲା ସଫ୍ଟ ସିଗ୍‌ନାଲ: ଫ୍ରି ହିଟ୍‌ ପାଇଁ ଆସିଲା ନୂତନ ନିୟମ

ଦୁବାଇ,୧୫ା୫: ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ପକ୍ଷରୁ ସୋମବାର କେତେକ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏପରିକି ବିବାଦୀୟ ସଫ୍ଟ ସିଗ୍‌ନାଲ ନିୟମକୁ ଆଇସିସି ହଟାଇ ଦେଇଛି।...

ମ୍ୟାଚ୍‌ ଦେଖିବାକୁ ଆସିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ, ୨୮।୭: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ମହାନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଡ଼ିଆରେ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର...

ଭିନେଶଙ୍କୁ ବ୍ରୋଞ୍ଜ

ବେଲଗ୍ରେଡ୍‌,୧୫ା୯(ପି.ଟି.) : ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗତ। ଏହା ସହିତ ପ୍ରଥମ ଭାରତୀୟ ମହିଳା...

ନାଗାଲ ୨୫ ବର୍ଷରେ ପ୍ରଥମ ଭାରତୀୟ

ଟୋକିଓ, ୨୫ା୭ (ପି.ଟି.)-ଅଲିମ୍ପିକ ଗେମ୍ସରେ ଏକ ପୁରୁଷ ସିଙ୍ଗଲ୍ସ ଟେନିସ ମ୍ୟାଚ ଜିତିବାରେ ସୁମିତ ନାଗାଲ ୨୫ବର୍ଷରେ ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଭାରତୀୟ...

ଭଜିଙ୍କୁ ଖେଳରତ୍ନ ନ ମିଳିବା ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼,୩୧।୭(ପି.ଟି.)- ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ (ଭଜି)ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ପଞ୍ଜାବ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିଲା। ହେଲେ...

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି।...

Advertisement
Archives

Model This Week