ଖେଳ

ଏହା ହୋଇପାରେ ଧୋନୀ, ସିଏସ୍‌କେର ଚିନ୍ତାର କାରଣ

ମୁମ୍ବାଇ,୧।୪: ଆଇପିଏଲର ଅନ୍ୟତମ ସଫଳତମ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଗତବର୍ଷ ବିଫଳ ହୋଇଥିଲା। ମଧ୍ୟକ୍ରମରେ ସୁରେଶ ରାଇନାଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଦଳ। ଚଳିତ ଥର ଦଳରେ ଅଛନ୍ତି ରାଇନା। ଏହାସତ୍ତ୍ୱେ ଧୋନୀ ଓ…

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ ସମସ୍ୟା ଯୋଗୁ ଗତ ୩ ମାସ ହେଲା କ୍ରିକେଟରୁ ଦୂରରେ ଥିଲେ ଜାଡେଜା। ଦିଲ୍ଲୀ…

ଆଇପିଏଲ୍‌ ଖେଳିବେନି, ତଥାପି ପାଇବେ ପୁରା ପାଉଣା

ନୂଆଦିଲ୍ଲୀ,୧।୪: ଆହତ ସମସ୍ୟା ଯୋଗୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରୁ ବାହାର ହୋଇଛନ୍ତି କ୍ରିକେଟର ଶ୍ରେୟାସ ଆୟାର। ସିଜନରେ ସେ ନ ଖେଳିଲେ ମଧ୍ୟ ପୁରା ପାଉଣା ପାଇବେ। ପୂର୍ବରୁ ତାଙ୍କୁ ୭ କୋଟି ଟଙ୍କା ଲେଖାଏ ମିଳୁଛି। ଏବେ ଖେଳାଳି ଜୀବନବୀମା…

ପନ୍ତଙ୍କୁ ନେଇ ଚମକାଇବା ଭଳି ବୟାନ ଦେଲେ ଏହି ପୂର୍ବ ଭାରତୀୟ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧।୪: ବିଗତ ଦିନର ପ୍ରଦର୍ଶନକୁ ନେଇ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭାଗ୍ୟ ଶିଖର ଛୁଉଁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଚୟନ କରାଯିବର ପରେ ସବୁଆଡେ ତାଙ୍କର ଚର୍ଚ୍ଚା ହେବାରେ ଲାଗିଛି। ଏହି କ୍ରମରେ ପନ୍ତଙ୍କୁ ନେଇ…

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି। ଏକ ସାକ୍ଷାତକାରରେ…

ବୟସଜନିତ ପ୍ରଶ୍ନକୁ ନେଇ ହରଭଜନଙ୍କ ଜବାବ: ହଁ, ମୁଁ ଏବେ ୨୦ ବର୍ଷର ନୁହେଁ; ସ୍ତ୍ରୀ କହିଲେ ମୋତେ ଖେଳିବା ଉଚିତ…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ପକ୍ଷରୁ ଖେଳିବାକୁ ଯାଉଛନ୍ତି ଅଫ୍‌ ସ୍ପିନର ହରଭଜନ ସିଂ। ୪୦ ବର୍ଷୀୟ ଏହି କ୍ରିକେଟର ଗତ ସଂସ୍କରଣରେ ଅଂଶଗ୍ରହଣ କରି ନ ଥିଲେ। ହେଲେ ଚଳିତ ଥର ପାଇଁ ୨ କୋଟି…

ଆଇପିଏଲ୍‌ ପୂର୍ବରୁ ବନ୍ଧୁତାର ଫଟୋ ଶେୟାର କରି ଭାବପ୍ରବଣ ହେଲେ ସୁରେଶ ରାଇନା

ଏପ୍ରିଲ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଏପ୍ରିଲ ୧୦ରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ। ଗତ…

ଗର୍ଭବତୀ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଖେଳାଳି ମୁରଲୀ ବିଜୟ ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅନ୍ୟତମ ଭାରତୀୟ କ୍ରିକେଟର୍‌ ଦୀନେଶ କାର୍ତ୍ତିକଙ୍କ ସହ ତାଙ୍କର ବିବାଦ କାହାକୁ ଅଛପା ନାହିଁ। ମୁରଲୀ ବିଜୟ ଦୀନେଶ କାର୍ତ୍ତିକଙ୍କୁ ବିଶ୍ୱାସଘାତକତା କରି ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ…

ବିବାହ ପୂର୍ବରୁ ୫୩ କୋଟି ଟଙ୍କା ଦେଇ ଘର କିଣିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିୟ କ୍ରିକେଟର୍‌ ପ୍ୟାଟ୍‌ କମିନ୍ସ ଏକ ନୂଆ ଘର କିଣିଛନ୍ତି। ଯାହାର ମୂଲ୍ୟ ୫୩ କୋଟି ଟଙ୍କା ରହିଛି। ଆଇପିଏଲ୍‌ରେ କୋଲକତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବା ପ୍ୟାଟ୍‌ କମିନ୍ସ କୋଟି କୋଟି ଟଙ୍କ ରୋଜଗାର କରନ୍ତି। ଏହି ଟଙ୍କାରେ ସେ…

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି, ଚତୁର୍ଥ ସ୍ଥାନକୁ ଖସିଲେ ବୁମ୍‌ରା

ଦୁବାଇ,୧।୪(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ବୋଲିଂ ତାଲିକାରେ ଯଶପ୍ରୀତ ବୁମ୍‌ରା ଚତୁର୍ଥ ସ୍ଥାନକୁ ଖସିଛନ୍ତି। ବୁଧବାର ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ କୋହଲି…

ଇଣ୍ଡିଆନ ପ୍ରିମିୟର ଲିଗ୍‌: ମୁମ୍ବାଇକୁ ସ୍ପିନର ଚିନ୍ତା

ମୁମ୍ବାଇ,୧।୪(ପି.ଟି.): ୫ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକାଧିକ ତାରକା ବ୍ୟାଟ୍ସମ୍ୟାନ ତଥା ପାଓ୍ବାର ହିଟର ଓ ଡେଥ୍‌ ବୋଲର ରହିଛନ୍ତି। ଏହା ସତ୍ତ୍ୱେ ମୁମ୍ବାଇ ଦଳରେ ଏକ ସମସ୍ୟା ରହିଛି ଓ…

ଧୋନୀଙ୍କୁ ମୋଇନଙ୍କ ପ୍ରଶଂସା

ଚେନ୍ନାଇ,୧।୪(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ଅଲ ରାଉଣ୍ଡର ମୋଇନ ଅଲି। ଦଳରେ ଖେଳାଳିଙ୍କ ପ୍ରଦର୍ଶନ ଉନ୍ନତି ପାଇଁ ସେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେଣୁ ତାଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?