ଖେଳ

ଆଇପିଏଲ୍‌ ଟ୍ରଫି ପାଇଁ କେକେଆରକୁ ଦରକାର ୧୯୩

ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର ପିଛା କରିବାରେ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଇଆନ ମୋର୍ଗାନଙ୍କ ଦଳ ବିଜୟ…

ଐତିହାସିକ ମ୍ୟାଚ୍‌ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍‌

ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା ଥିବାରୁ…

ଚଉକିରେ ହାତ ବନ୍ଧା ଅବସ୍ଥାରେ ନଜର ଆସିଲେ କୋହଲି; ବଖାଣିଲେ ବାୟୋ-ବବଲ୍‌ର ବାସ୍ତବତା

ନୂଆଦିଲ୍ଲୀ,୧୫।୧୦: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ବାୟୋ ବବଲ୍‌ର ବାସ୍ତବତା ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ସେ। ଏଥିରେ ସେ ଏକ ମୁଭିଂ ଚେୟାରରେ ବସିଥିବା ଦେଖାଯାଇଛି। ତାଙ୍କର ହାତ ଦୁଇଟି ପଛକୁ…

ଆଜି ନିର୍ଣ୍ଣାୟକ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ ଚେନ୍ନାଇ-କୋଲକାତାର ମ୍ୟାଚ୍‌

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ୍‌ ୨୦୨୧ଚ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ। ଏପର୍ଯ୍ୟନ୍ତ ୧୨ ସିଜନ୍‌ ଖେଳାଯାଇଥିବା ବେଳେ ନବମ ଥର ପାଇଁ ଫାଇନାଲ ଖେଳୁଛି ଚେନ୍ନାଇ। ଉଭୟ ଟିମ୍‌ ମ୍ୟାଚ୍‌ ଜିତି ଆଉ ଥରେ ଚାମ୍ପିୟନ ହେବା…

ପନ୍ତଙ୍କୁ କୋହଲି କହିଲେ ‘ଭାରତ ପାଖରେ ବହୁତ ବିକଳ୍ପ ଅଛି’; ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୪ରେ ଖେଳିବ। ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ଏବଂ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଏକ ଟିଜର…

ଏହି କୁନି ବାଳକଙ୍କ ସ୍ପିନ୍‌ ଦେଖି ଚକିତ ହେଲେ ସଚିନ; ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୫।୧୦: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଠିକ୍‌ ସେଭଳି ଜଣେ ବାଳକଙ୍କ ଲେଗ୍‌ ସ୍ପିନ୍‌ ବୋଲିଂର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏହାକୁ ନିଜର ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ…

ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଏହି କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା

ଢାକା,୧୫।୧୦: ମୃତ୍ୟୁ ସହ ଲଢ଼ୁଛନ୍ତି ବାଂଲାଦେଶ କ୍ରିକେଟର ମୋଶାରଫ୍‌ ହୁସେନ ରୁବେଲ। ସେ ଦୀର୍ଘ ଦିନ ଧରି ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ମୋଶାରଫ୍‌ ଜଣେ ବାମହାତୀ…

ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ,୧୫।୧୦: ଆସନ୍ତା ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍‌। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ବୁଧବାର ଉନ୍ମୋଚିତ ହୋଇଥିଲା। ଏହି ଜର୍ସିକୁ ବିଶ୍ୱକପ୍‌ରେ ଖେଳାଳିମାନେ ପିନ୍ଧିବେ। ତେବେ ବିଶ୍ୱର ସବୁଠାରୁ ବଡ଼…

‘ତାରକା ଖଚ୍ଚିତ ଟିମ୍‌ ଇଣ୍ଡିଆକୁ ହରାଇପାରିବ ପାକିସ୍ତାନ’

କରାଚୀ,୧୪।୧୦: ବିନା ଚାପ ଓ ବିନା ଡରରେ ଖେଳିଲେ ତାରକା ଖଚ୍ଚିତ ଟିମ୍‌ ଇଣ୍ଡିଆକୁ ଆମେ ହରାଇପାରିବା। ଏଭଳି ମତ ରଖିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡୋଶୀ ଆସନ୍ତା ୨୪ ତାରିଖରେ ଆଗାମୀ ଟି୨୦ ବିଶ୍ୱକପ୍‌ରେ…

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍‌ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା ଲାଗି ବିସିସିଆଇ ପକ୍ଷରୁ ବିଜ୍ଞାପନ ଜାରି କରାଯିବ। କିନ୍ତୁ ବିଶ୍ୱକପ୍‌ ପରେ ହେବାକୁ ଥିବା…

ପେଲେଙ୍କ ରେକର୍ଡ ଭାଙ୍ଗିଲେ ଛେତ୍ରୀ

ମେଲ,୧୪।୧୦: ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୩-୧ ଗୋଲରେ ମାଲଦ୍ୱୀପକୁ ହରାଇ ଦେଇଛି। ଏହି ବିଜୟ ସହ ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ୩୩ତମ ମିନିଟ୍‌ରେ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର…

ମୋ ପାଖରେ କହିବାକୁ ଶବ୍ଦ ନାହିଁ: ଦିଲ୍ଲୀ ଅଧିନାୟକ

ଦୁବାଇ,୧୪।୧୦: ଆଇପିଏଲ୍‌-୨୦୨୦ରେ ରନର୍ସଅପ୍‌ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍‌ ରାଇଡର୍ସଠାରୁ ଦଳ ପରାସ୍ତ ହୋଇଥିଲା। ଫଳରେ ଦିଲ୍ଲୀର ଟାଇଟଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। ମ୍ୟାଚ୍‌ରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?