ମେଣ୍ଟର ଧୋନୀଙ୍କୁ ନେଇ ଗାଭାସ୍କର କହିଲେ ଏଭଳି; ସେ କେବଳ ଡ୍ରେସିଂ ରୁମ୍ରେ…
ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, ମେଣ୍ଟର ଅଧିକ କିଛି କରିପାରିବ ନାହିଁ। ଏହି ଫର୍ମାଟରେ…
ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍ ଖେଳିବେ ଏହି ୭ ଭାରତୀୟ କ୍ରିକେଟର୍
ଦୁବାଇ,୨୩।୧୦: ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ବିସିସିଆଇ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏହି ଦଳରେ ୭ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପ୍ରଥମ ଥର…
ଅଷ୍ଟ୍ରେଲିଆର ଚିନ୍ତା ଟପ୍ ଅର୍ଡର
ଆବୁଧାବି,୨୩।୧୦: ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍ର ମେନ ଇଭେଣ୍ଟ (ସୁପର-୧୨)। ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ। ଗ୍ରୁପ୍-୧ର ଏହି ମ୍ୟାଚ୍ ପୂର୍ବରୁ ଆରୋନ ଫିଞ୍ଚଙ୍କ ନେତୃତ୍ୱାଧୀନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଟପ୍…
ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ
ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ ପଦାର୍ପଣକାରୀ ନାମିବିଆ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍ର ମେନ ଇଭେଣ୍ଟ(ସୁପର-୧୨)ରେ ସ୍ଥାନ ପକ୍କା…
‘ନକ୍ଆଉଟ୍ ମ୍ୟାଚ୍ରେ ଭାରତକୁ କେହି ବି ହରାଇପାରେ’
ଆବୁଧାବି,୨୨।୧୦: ଟି୨୦ ବିଶ୍ୱକପ୍ରେ ଭାରତ ଫେଭରାଇଟ୍ ଭାବେ ଅଭିଯାନ ଆରମ୍ଭ କରିବ। କିନ୍ତୁ ନକ୍ଆଉଟ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆକୁ ଯେକୌଣସି ଦଳ ହରାଇପାରେ। ଏଭଳି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ। ମୋ ମତରେ ଟି୨୦ ଫର୍ମାଟରେ କୌଣସି…
ଏବେଠାରୁ ବିରାଟଙ୍କୁ ଚେତାବନୀ ଦେଲେଣି ଏହି ସ୍ପିନର; କହିଲେ, ‘ପ୍ଲାନ୍ ପ୍ରସ୍ତୁତ, ହାଲ୍କାରେ ନେବନି’
ଦୁବାଇ,୨୨।୧୦: ଟି-୨୦ ବିଶ୍ୱକପ୍ ୨୦୨୧ରେ ବାଲାଂଦେଶକୁ ହରାଇ ସମସ୍ତଙ୍କୁ ଚମକାଇଛି ସ୍କର୍ଟଲାଣ୍ଡ। କ୍ୱାଲିଫାୟାର ରାଉଣ୍ଡରେ ବିଜୟରେ ହାଟ୍ରିକ୍ କରିବା ପରେ ଦଳ ସୁପର-୧୨ରେ ସ୍ଥାନ ପାଇଛି। ଗ୍ରୁପ୍ ବିରେ ଶୀର୍ଷରେ ରହିବା ପରେ ସୁପର-୧୨ ପାଇଁ ଦଳକୁ ଗ୍ରୁପ-୨ ଅର୍ଥାତ ଭାରତର…
ଏତିକି ଖେଳାଳିଙ୍କୁ ରିଟେନ କରିପାରିବେ ଆଇପିଏଲ ଫ୍ରାଞ୍ଚାଇଜ
ମୁମ୍ବାଇ,୨୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ଲାଗି ହେବାକୁ ଥିବା ବଡ଼ ଅକ୍ଶନ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ କରିପାରିବେ। ଆଇପିଏଲ୍ର ୧୩ ତମ ସଂସ୍କରଣର ନକ୍ଆଉଟ୍ ପର୍ଯ୍ୟାୟ ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…
ବିଶ୍ୱକପ୍ ଅଧାରୁ ଦଳ ଛାଡ଼ି ସ୍ବଦେଶ ଫେରିଗଲେ ଏହି ଅଭିଜ୍ଞ କ୍ରିକେଟର
ନୂଆଦିଲ୍ଲୀ,୨୨।୧୦: ଶ୍ରୀଲଙ୍କା କ୍ରିକେଟ ଟିମ୍କୁ ଲାଗିଛି ଝଟକା। ଟି-୨୦ ବିଶ୍ୱକପ୍ର ସୁପର-୧୨ରେ ସ୍ଥାନ ପାଇବା ପରେ ଦଳର ପରାମର୍ଶଦାତା ଭାବେ କାମ କରୁଥିବା ପୂର୍ବ ଅଭିଜ୍ଞ କ୍ରିକେଟର ମହିଳା ଜୟବର୍ଦ୍ଧନେ ଦେଶ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଦୀର୍ଘ ୧୩୫ ଦିନ…
ଜୁଲାଇରେ ଖେଳାଯିବ ୫ମ ଟେଷ୍ଟ
ମୁମ୍ବାଇ,୨୨।୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ମ ଟେଷ୍ଟକୁ ବାତିଲ କରାଯାଇଥିଲା। ସେହି ମ୍ୟାଚ୍ ଆସନ୍ତା ବର୍ଷ ଜୁଲାଇରେ ଏଜବାଷ୍ଟନଠାରେ ଖେଳାଯିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…
ପାକିସ୍ତାନ ଟିମ୍ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି ଖରାପ: ଶୋଏବ
ନୂଆଦିଲ୍ଲୀ,୨୨।୧୦: ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବ ଭାରତ। ଏହି ମୁକାବିଲାକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ଗୋଟିଏ ପଟେ ଦୁଇଟିଯାକ ଅଭ୍ୟାସ ମ୍ୟାଚ୍ରେ ବିଜେତା ହୋଇ ଭାରତର ମନୋବଳ ଦୃଢ଼ ରହିଥିବା…
ଅକ୍ଟୋବର ୨୪ରେ ସୋସିଆଲ ମିଡିଆରୁ ଗାଏବ ହୋଇଯିବେ ସାନିଆ ମିର୍ଜା: ଜାଣନ୍ତୁ କାହିଁକି
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଆନୁଷ୍ଠାନିକ ଭାବେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଟେନିସ ତାରକା ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସ୍ତ୍ରୀ ସାନିଆ ମିର୍ଜା ଏହି ଟୁର୍ଣ୍ଣାମେଣ୍ଟ…
କ୍ରିସ୍ ଗେଲ୍-ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଲିଆଣ୍ଡର ପେସ୍; ଲିଭ୍ ଇନ୍ରେ ଥାଇ ବାପା ହୋଇଛନ୍ତି ଏସବୁ ଖେଳାଳି; ପୁରା ତାଲିକା…
ନୂଆଦିଲ୍ଲୀ,୨୧।୧୦: ଖେଳ ଜଗତରେ ଏଭଳି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ବିବାହ ନ କରି ବାପା ହୋଇଛନ୍ତି। ଅର୍ଥାତ ବିବାହ ପୂର୍ବରୁ ଲିଭ୍-ଇନ୍ରେ ରହୁଥିବା ସମୟରେ ଏମାନେ ବାପା ହୋଇଥିଲେ। ଏହି ତାଲିକାରେ ଅନେକ ବଡ଼ ଖେଳାଳିଙ୍କ ନାମ ସାମିଲ ରହିଛି।…

