ଖେଳ

କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ ଜଣାଶୁଣା ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ପାକିସ୍ତାନରେ…

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…

ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ କୋହଲି ଏବେ ଏହି ପ୍ରସଙ୍ଗରେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ଭାରତ ଏବଂ ପାକିସ୍ତାନ…

ମହାଲଢେଇ ପୂର୍ବରୁ ଆତ୍ମସମର୍ପଣ କଲେ ଏହା ମହାନ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୧୦: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ସା ୭.୩୦ ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ବଡ ମ୍ୟାଚ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ପରାଜୟ ସ୍ବୀକାର କରିଛନ୍ତି ଏବଂ…

‘୧୨-୦’ କିଛି ମାନେ ରଖେ ନାହିଁ: କୋହଲି

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ପୁରୁଣା ରେକର୍ଡ କିଛି ମାନେ ରଖେ ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏଭଳି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଶନିବାର ସନ୍ଧ୍ୟାରେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଦୁବାଇ,୨୪।୧୦: ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୧ରେ ପରସ୍ପର ବିରୋଧରେ ରବିବାର ଅଭିଯାନ ଆରମ୍ଭ କରିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟଙ୍କ ଏହା ପ୍ରଥମ ମ୍ୟାଚ ହେବ। ଗ୍ରୁପ ୧ରେ ଭାରତ ଏବଂ ପାକିସ୍ତାନ ସ୍ଥାନ ପାଇଛନ୍ତି।…

ଡିଫେଣ୍ଡିଂ ଚାମ୍ପିୟନ ପାଇଁ ଅଭୁଲା ଦିନ

ଦୁବାଇ,୨୩।୧୦: ୨୦୧୬ରେ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ୍‌ ଜିତିଥିବା ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ସ୍ପିନରଙ୍କୁ ନ ଖେଳିପାରି ଡିଫେଣ୍ଡିଂ ଚାମ୍ପିୟନ ଅଲଆଉଟ୍‌ ହୋଇଯାଇଥିଲା ମାତ୍ର ୫୫…

ପାକିସ୍ତାନ ଏକ ଶକ୍ତିଶାଳୀ ଦଳ : କୋହଲି

ଦୁବାଇ,୨୩।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ପାକିସ୍ତାନକୁ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି। ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ୧୨ ଥର ପରସ୍ପରକୁ ଭେଟିଛନ୍ତି। ପ୍ରତ୍ୟେକ ଥର ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।…

ସଂଘର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଲୋ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍‌ କରିଥିଲା ଦକ୍ଷିଣ ଆଫ୍ରିକା। ଲାଗୁଥିଲା ଅଷ୍ଟ୍ରେଲିଆ ସହଜରେ ମ୍ୟାଚ୍‌ ଜିତି ନେବ।…

ପାକିସ୍ତାନର ଟପ୍‌ ଅର୍ଡର ସାଜିପାରେ ଭାରତ ପାଇଁ ଚିନ୍ତାର କାରଣ

ଦୁବାଇ,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିପାରେ ପାକିସ୍ତାନର ଟପ୍‌ ଅର୍ଡର। ଏବେ ଫୁଲ ଫର୍ମରେ ଅଛି ଅଧିନାୟକ ବାବର…

ଭାରତ ବିପକ୍ଷ ମ୍ୟାଚ୍‌ରେ ହାରିଲେ ପାକିସ୍ତାନର ସ୍ଥିତି କ’ଣ ହେବ? ଜାଣନ୍ତୁ…

ଦୁବାଇ,୨୩।୧୦: ଟି-୨୦ ବିଶ୍ୱକପ୍‌ ୨୦୨୧ର ସବୁଠାରୁ ବଡ଼ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିରେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ। ସୁପର ସଣ୍ଡେରେ ଏହି ମୁକାବିଲାକୁ ଦେଖିବା ଲାଗି ଏବେଠାରୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଅପରପକ୍ଷେ ମ୍ୟାଚ୍‌କୁ ନେଇ ଉଭୟ…

ଭାରତ ବିପକ୍ଷରେ ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ ମହାମୁକାବିଲା ଲାଗି କାହାକୁ…

ଦୁବାଇ,୨୩।୧୦: ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ୧୨ ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ରେ ମହମ୍ମଦ ରିଜଓ୍ବାନ ଉଇକେଟକିପର୍‌ ଦାୟିତ୍ୱ ତୁଲାଇବେ।…

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବଡ଼ ନିଷ୍ପତ୍ତି; ସ୍ବଦେଶ ଫେରିଲେ ଏହି ୪ ଖେଳାଳି

ନୂଆଦିଲ୍ଲୀ,୨୩।୧୦: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ସହ ଥିବା ୪ ଖେଳାଳି ସ୍ବଦେଶ ଫେରି ଆସିଛନ୍ତି। ସେମାନେ ହେଲେ କରନ ଶର୍ମା, କ୍ରିଷ୍ଣାପ୍ପା ଗୌତମ, ଭେଙ୍କଟେଶ ଆୟାର, ଶହବାଜ ଅହମଦ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?