ଖେଳ

ନାଗିନ୍‌ ଡ୍ୟାନ୍ସ କଲେ କୋହଲି

ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ ଟ୍ରଫି ଜିତିଥିଲା। ପରେ ଗାଙ୍ଗୁଲି ବାଲକୋନିରୁ ନିଜ ଶରୀରରୁ ଜର୍ସି କାଢି ସେଲିବ୍ରେସନ କରିଥିଲେ।…

ଆଉଟ୍‌ ହେଲେ ନାହିଁ ରୁଟ୍‌; ୨୪ ରନ୍‌ରେ ଆଗୁଆ ଇଂଲଣ୍ଡ

ଲଣ୍ଡନ,୧୪।୮: ଶେଷ ପର୍ଯ୍ୟନ୍ତ କେହି ଆଉଟ୍‌ କରିପାରିଲେ ନାହିଁ। ଅଧିନାୟକ ଜୋ ରୁଟ୍‌ ଏକାକୀ ପ୍ରଥମ ଇନିଂସରେ ଇଂଲଣ୍ଡକୁ ଆଣି ଦେଇଛନ୍ତି ୨୪ ରନ୍‌ର ଅଗ୍ରଣୀ। ରୁଟ୍‌ଙ୍କ ୧୮୦ ରନ୍‌ ଅପରାଜିତ ପାଳି ବଳରେ ପ୍ରଥମ ଇନିଂସରେ ଇଂଲଣ୍ଡ ୩୯୧ ରନ୍‌…

ଭାରତୀୟ ଜର୍ସି ପିନ୍ଧି ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ

ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୩ୟ ଦିନରେ ଗ୍ରାଉଣ୍ଡ ଭିତରେ ଏକ ଅଜବ ଘଟଣା ଘଟିଥିଲା। ଶନିବାର ଲଞ୍ଚ ପରେ ଭାରତୀୟ ଦଳ ସହ ପଡ଼ିଆକୁ ପଶି ଆସିଥିଲେ ଜଣେ ପ୍ରଶଂସକ। ତାଙ୍କ ଯୋଗୁ ଦ୍ୱନ୍ଦ୍ୱରେ…

ଦଳରେ ସାମିଲ ହେଲେ ସୂର୍ଯ୍ୟ-ପୃଥ୍ବୀ

ଲଣ୍ଡନ,୧୪।୮: ଯୁବ ଓପନର ପୃଥ୍ବୀ ଶ’ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶନିବାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ବହୁ ପୂର୍ବରୁ ୟୁକେରେ ପହଞ୍ଚି ସାରିଥିବା ଦୁଇ ଖେଳାଳିଙ୍କ କ୍ୱାରେଣ୍ଟିନ ପିରିୟଡ୍‌ ଶେଷ ହୋଇଛି। ଏ ନେଇ ଦୁହିଁଙ୍କ…

ରାହୁଲଙ୍କ ଉପରେ ଦର୍ଶକ ପକାଇଲେ ସାମ୍ପେନ ଠିପି

ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ତଥା ଶନିବାର ବିଶୃଙ୍ଖଳିତ ଦର୍ଶକମାନେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ଉପରେ ସାମ୍ପେନ କର୍କସ (ଠିପି) ପକାଇଛନ୍ତି। ଏହି ଘଟଣା ୬୯ତମ ଓଭରରେ…

ଦୂର ହେଲା ଆଇପିଏଲ ଫ୍ରାଞ୍ଚାଇଜଙ୍କ ଚିନ୍ତା

ମୁମ୍ବାଇ,୧୪।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ଲାଗି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିମାନେ ଉପଲବ୍ଧ ରହିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)…

ପାଚେରୀ ଭଳି ଛିଡ଼ା ହୋଇଛନ୍ତି ରୁଟ୍‌-ବେଆରଷ୍ଟୋ

ଲଡର୍‌ସ,୧୪।୮: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନ ଆରମ୍ଭରୁ ବଲ ଖୁବ ମୁଭମେଣ୍ଟ କରିଥିଲା, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍‌ କରିବା କଷ୍ଟକର ହୋଇଥିଲା। କିନ୍ତୁ ତୃତୀୟ ଦିନ ସେଭଳି କିଛି ଦେଖିବାକୁ ମିଳିନାହିଁ। ଭାରତୀୟ ବୋଲରଙ୍କ…

ନୀରଜ ଚୋପ୍ରା ଅସୁସ୍ଥ

ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ତାର ରିପୋର୍ଟ ନେଗେଟିଭ୍‌ ଆସିଛି।  ସେ ଅସୁସ୍ଥ ଥିବା…

ଖୁବ୍‌ଶୀଘ୍ର କୋଚ୍‌ ହୋଇପାରନ୍ତି ଇରଫାନ୍‌ ପଠାନ! ଏନ୍‌ସିଏରେ ବିତାଇଲେ ୮ ଦିନ; ଦ୍ରାବିଡଙ୍କୁ କହିଲେ ଧନ୍ୟବାଦ

ନୂଆଦିଲ୍ଲୀ,୧୪।୮: ପୂର୍ବ ଭାରତୀୟ ଦ୍ରୁତ ବୋଲର ଇରଫାନ୍‌ ପଠାନ ଖୁବ୍‌ଶୀଘ୍ର କୌଣସି ଟିମ୍‌ର କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପଠାନ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏନେଇ ସମ୍ୟକ ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରୀୟ କ୍ରିକେଟ…

ଖୁବ୍‌ଶୀଘ୍ର ଧୋନୀଙ୍କୁ କାଟିଦେବେ ପନ୍ତ! ନିଜ ନାମରେ କଲେ ଆଉ ଏକ ରେକର୍ଡ…

ନୂଆଦିଲ୍ଲୀ,୧୪।୮: ପୂର୍ବତନ ମହାନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଇତିହାସରେ ନିଜର ଅନେକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସେସବୁର ସମକକ୍ଷ ହେବା କାହା ପାଇଁ ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ଟେଷ୍ଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ…

୩୬୧ ମିନିଟ୍‌,୨୨୧ ବଲ୍‌…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍‌ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ କ୍ରେଗ ବ୍ରାଥଓ୍ବାଇଟ୍‌ ସେମାନଙ୍କ ମଧ୍ୟରୁ ଜଣେ। କିଙ୍ଗଷ୍ଟୋନର ସାବିନା ପାର୍କରେ ପାକିସ୍ତାନ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ପ୍ରଥମ…

ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିବାର ସମ୍ଭାବନା ଥାଏ। କ୍ରିକେଟ ମଇଦାନରେ ଅନେକ ଖେଳାଳି ନିଜର ଡେବ୍ୟୁ ମ୍ୟାଚ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri