ମହାନ କ୍ରିକେଟର୍ଙ୍କ ଭବିଷ୍ୟବାଣୀ: ଭାରତ-ପାକିସ୍ତାନ ମଧ୍ୟରୁ କିଏ ଜିତିବ ଟି-୨୦ ବିଶ୍ୱକପ୍
ଦୁବାଇ,୨୧।୧୦: ୨୪ ଅକ୍ଟୋବରରେ ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଆଜି ପର୍ଯ୍ୟନ୍ତ ପାକିସ୍ତାନ ଟି -୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିପାରି ନାହିଁ। ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ…
ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଝଟ୍କା
ଦୁବାଇ, ୨୧।୧୦: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଏହାପୂର୍ବରୁ ପ୍ରଥମେ ଅଭ୍ୟାସ ମ୍ୟାଚ୍ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ…
ଗୋଟିଏ ଓଭରରେ ଲଗାତର ୮ ଛକା ମାରିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୧।୧୦:ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ କେତେ ରନ ସ୍କୋର କରିପାରିବେ। ଅତିବେଶୀରେ ୩୬ ରନ୍। କାରଣ କ୍ରିକେଟର ଗୋଟିଏ ଓଭରରେ ୬ଟି ବଲ ଅଛି, ଯଦି ଜଣେ ବ୍ୟାଟ୍ସମ୍ୟାନ ସମସ୍ତ ବଲରେ ୬ଟି ଛକା ମାରିଛନ୍ତି ତେବେ ୩୬ ରନ ସ୍କୋର…
ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍ମ୍ୟାନ୍
ଦୁବାଇ,୨୧।୧୦: ଆସନ୍ତା ଅକ୍ଟୋବର ୨୪ରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ନେଇ ଉତ୍କଣ୍ଠା ବଢିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍ମ୍ୟାନ୍ ରୋହିତ ଶର୍ମା। ଭାରତ ପାଇଁ କ୍ରମାଗତ…
ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ
ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୫୩ରନ୍ର ଟାର୍ଗେଟକୁ ଟିମ୍ ଇଣ୍ଡିଆ ସହଜରେ ୧୭.୫ ଓଭରରେ ହାସଲ କରି ନେଇଛି। ଲୋକେଶ ରାହୁଲ ଓ ରୋହିତ…
୩୧ ବର୍ଷରେ ଅବସର ନେଲେ ଏହି ଦ୍ରୁତ ବୋଲର
ମେଲବୋର୍ନ,୨୦।୧୦: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଟ୍ନେସ୍ ଜନିତ ସମସ୍ୟା ଯୋଗୁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା ବୋଲି କେ କହିଛନ୍ତି। ଏହି କାରଣରୁ ସେ ଆଗାମୀ ଆସେସ ସିରିଜରେ…
ଭାରତ ଆଗରେ ୧୫୩ ରନ୍ର ଟାର୍ଗେଟ୍
ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୨୦ ଓଭରରେ ୫ ଉଇକେଟ ହରାଇ ଅଷ୍ଟ୍ରେଲିଆ ୧୫୨ ରନ୍ କରିଛି। ଡେଭିଡ ୱାର୍ଣ୍ଣର ଏବଂ…
ଟସ୍ ଜିତିଲା ଅଷ୍ଟ୍ରେଲିଆ: ଅଧିନାୟକ ଦାୟିତ୍ୱରେ ରୋହିତ
ଦୁବାଇ,୨୦।୧୦: ଟି-୨୦ ବିଶ୍ୱକପ୍ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ରେ ବୁଧବାର ଭାରତ ଅଷ୍ଟ୍ରେଲିଆକୁ ଭେଟୁଛି। ଦୁବାଇର ଆଇସିସି କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଚାଲିଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ରେ…
ଏମିତି ଫଟୋ ଛାଡିଲେ କୋହଲି: ପ୍ରଶଂସକ ହେଲେ ଖୁସି
ଦୁବାଇ,୨୦।୧୦:ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଇନ୍ଷ୍ଟାଗ୍ରାମରେ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ବିରାଟ ଶେୟାର କରିଥିବା ଫଟୋରେ…
ଭାରତୀୟ କୋଚଙ୍କ ଦରମା କେତେ ଜାଣନ୍ତି
ନୂଆଦିଲ୍ଲୀ,୨୦।୧୦: ଆଜିକାଲି ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅଧିକ ଆଲୋଚନା ହେଉଛି। କୁହାଯାଉଛି ସେ ଟି -୨୦ ବିଶ୍ୱକପ ୨୦୨୧ ପରେ ନିଜ ପଦ ଛାଡିବେ। ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ନୂତନ କୋଚ ଦିଆଯିବ।…
ଗିରଫ ହେଲେ ଏହି ମହାନ କ୍ରିକେଟର୍
ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧ ବର୍ଷିୟ ସ୍ଲେଟରଙ୍କୁ ଗିରଫ କରାଯାଇଥିଲା। ନ୍ୟୁ ସାଉଥ ୱେଲ୍ସ ପୋଲିସ ସିଡନୀର ଏକ ସମୁଦ୍ର…
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବିସିସିଆଇ କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୧୦:ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଭାରତକୁ ଚିପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କିନ୍ତୁ ଏହି ମ୍ୟାଚ ରଦ୍ଦ କରିବାକୁ ଦେଶରେ ଦାବି ଉଠିଛି। ଗତ କିଛି ଦିନ ହେବ କଶ୍ମୀରରେ…

