ନାମ୍ବିଆ ଡ୍ରେସିଂ ରୁମ୍ରେ ହଠାତ୍ ପଶିଗଲେ ପାକିସ୍ତାନ ଖେଳାଳି
ଦୁବାଇ,୩।୧୧: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଖେଳାଯାଉଥିବା ଆଇସିସି ଟି -୨୦ ବିଶ୍ୱକପରେ ପାକିସ୍ତାନ ଏବଂ ନାମ୍ବିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆ ଭିତରେ ଏବଂ ବାହାରେ କ୍ରିକେଟ ପ୍ରଶଂସକଙ୍କ ହୃଦୟ…
ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ
ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍ର ଭାରତ ବିପକ୍ଷ ମ୍ୟାଚ୍ରେ ବିଜେତା ହେବା ପାଇଁ ଚେଷ୍ଟା କରିବେ ବୋଲି ସେ ମଧ୍ୟ କହିଛନ୍ତି। ଆଫଗାନିସ୍ତାନ ଏବେ…
‘ଦୁଇ ଭାଗ ହୋଇଗଲାଣି ଭାରତୀୟ କ୍ରିକେଟ ଟିମ୍’
ନୂଆଦିଲ୍ଲୀ,୩।୧୧: ଟି-୨୦ ବିଶ୍ୱକପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ। ଲଗାତାର ଦୁଇଟି ମ୍ୟାଚ୍ରେ ପରାଜିତ ହେବା ପରଠାରୁ ଦଳକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ୮ ଉଇକେଟରେ ପରାସ୍ତ…
୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍…
ନୂଆଦିଲ୍ଲୀ,୩।୧୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା ଏହି ଫର୍ମାଟରେ ସଂଯମତାର ସହ ଖେଳିବାକୁ ପଡ଼ିଥାଏ। ହେଲେ କିଛି ବ୍ୟାଟ୍ସମ୍ୟାନ୍ ଏଭଳି ଥାନ୍ତି,…
କୋହଲିଙ୍କୁ ଚେତାବନୀ ଦେଲେ ଗମ୍ଭୀର
ନୂଆଦିଲ୍ଲୀ,୩।୧୧: ଟି -୨୦ ବିଶ୍ୱକପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ସେମିଫାଇନାଲ ଦୌଡ଼ରେ ଭାରତ ପଛରେ ରହିଛି। ତେଣୁ ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ…
୮୮ ବଲ୍ରେ ୫୨ ରନ୍ କଲେ ଅନୁଷ୍କା ଶର୍ମା
ନୂଆଦିଲ୍ଲୀ,୩।୧୧: କ୍ରିକେଟ ଏବଂ ଟିମ ଇଣ୍ଡିଆ ସହିତ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସାଧାରଣତଃ ଯୋଡା ଯାଇଥାଏ। କାରଣ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା। ଖରାପ ଫର୍ମ ପାଇଁ ସୋସିଆଲ ମିଡିଆର ପ୍ରଶଂସକମାନେ ଅନୁଷ୍କାଙ୍କୁ ଦାୟୀ କରନ୍ତି। ବର୍ତ୍ତମାନ…
ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍
ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ରସିଦ ଖାନଙ୍କ ବ୍ୟତୀତ ଅନ୍ୟ ଜଣେ ବୋଲର ଟିମ…
କ୍ରମାଗତ ଚତୁର୍ଥ ବିଜୟ ପରେ ବି ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ
ଆବୁଧାବି,୩।୧୧: ଟି-୨୦ ବିଶ୍ୱକପ୍ରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳର ପ୍ରଦର୍ଶନ ଭଲ ରହିଛି। ଦଳ ମଧ୍ୟ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଦଳ ନାମ୍ବିଆକୁ ୪୫ ରନରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଚତୁର୍ଥ ବିଜୟ,…
ଏମିତି ଫଟୋ ଶେୟାର ଶୁଭମନ୍, ପ୍ରଶଂସକ କହିଲେ ସାରାଙ୍କ ସହ ବ୍ରେକ୍ଅପ୍ ହୋଇଗଲା କି
ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏବେ ଛୁଟି କାଟୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସେ ଶୁଭମନ ତାଙ୍କ…
ରେକର୍ଡ ଠାରୁ ହାତେ ଦୂରରେ ରିଜଓ୍ବାନ
ଆବୁଧାବି,୩।୧୧: ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ରନ୍ କରିବାର ରେକର୍ଡ ଠାରୁ ହାତେ ଦୂରରେ ଅଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜଓ୍ବାନ। ଚମତ୍କାର ଫର୍ମରେ ଥିବା ରିଜଓ୍ବାନ ଏପର୍ଯ୍ୟନ୍ତ ୨୦୨୧ରେ ୧୬୬୧ ରନ୍ କରିସାରିଛନ୍ତି। ତେବେ ଗୋଟିଏ ବର୍ଷ ଅନ୍ତର୍ଜାତୀୟ…
ସେମିରେ ପହଞ୍ଚିଲା ଅପରାଜେୟ ପାକିସ୍ତାନ
ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଅପରାଜେୟ ଧାରା ରଖିଛି ପାକିସ୍ତାନ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ବାବର ଆଜାମଙ୍କ ଦଳ ୪୫ ରନ୍ରେ ନାମ୍ବିଆକୁ ହରାଇ ଦେଇଛି। ସୁପର-୧୨ ପର୍ଯ୍ୟାୟରେ ଏହା ପାକିସ୍ତାନର କ୍ରମାଗତ ୪ର୍ଥ ବିଜୟ। ୪ ମ୍ୟାଚ୍ରୁ ୮ ପଏଣ୍ଟ…
ଟି୨୦ ବିଶ୍ୱକପ୍ରେ ଦ୍ୱିତୀୟ ଥର ପାଇଁ ଶତକୀୟ ଓପନିଂ ଭାଗିଦାରୀ
ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ପାକିସ୍ତାନ ମଙ୍ଗଳବାର ଚାଲିଥିବା ମ୍ୟାଚ୍ରେ ନାମ୍ବିଆ ଆଗରେ ୧୯୦ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଦଳର ଦୁଇ ଓପନର(ବାବର ଓ ମହମ୍ମଦ ରିଜଓ୍ବାନ)ଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ପାକିସ୍ତାନ…

