Posted inଖେଳ

ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୮୮ ରନ୍‌ର ଟାର୍ଗେଟ

କେପ ଟାଉନ,୨୩।୧: ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ପରେ ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସହ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇଥିଲା ଭାରତ। ମ୍ୟାଚ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ରମଣକାରୀ ଦଳକୁ ୩ ଉଇକେଟ ମିଳିଥିଲା। ଏହାସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୨୮୮ ରନ୍‌ର ଟାର୍ଗେଟ ଛିଡ଼ା କରିଛି। କୁଇଣ୍ଟନ ଡି’ କକ୍‌ (୧୨୪ ରନ୍‌, ୧୨ ଚୌକା ଓ ୨ ଛକା)ଙ୍କ ଶତକ ଏବଂ ରାସି ଭାନ ଡର ଡୁସେନ (୫୨ ରନ୍‌, ୪ ଚୌକା ଓ ୧ ଛକା)ଙ୍କ ଅର୍ଦ୍ଧଶତକ ଘରୋଇ ଦଳକୁ ଭଲ ସ୍କୋରରେ ପହଞ୍ଚାଇଥିଲା।

ଭ୍ରମଣକାରୀ ଦଳ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର ଓ ଯଶପ୍ରୀତ ବୁମରା ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫ମ ଥର ଡାକଶ୍ରୀ ଟାଇଟଲ ପାଇଁ ଜନ୍ମେଜୟ ଆଶାବାଦୀ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ସେପ୍ଟେମ୍ବର ୨୬ରୁ ୨୯ ପର୍ଯ୍ୟନ୍ତ ୩୫ତମ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତା ବ୍ରହ୍ମପୁରରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବ୍ରହ୍ମପୁରସ୍ଥିତ ହନୁମାନ କ୍ଲବଠାରେ...

ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ...

ଇତିହାସ ରଚିପାରନ୍ତି ବୁମ୍‌ରା

ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ...

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌...

ପୁଣି ଥରେ ଚୌକା-ଛକା ମାରୁଥିବା ନଜର ଆସିବେ ରାଇନା, ଏହି ପ୍ରମୁଖ ଟୁର୍ନାମେଣ୍ଟରେ…

ନୂଆଦିଲ୍ଲୀ,୫।୩: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ସୁରେଶ ରାଇନା ଲିଜେଣ୍ଡ୍ସ ଲିଗ୍‌(ଏଲ୍‌ଏଲ୍‌ସି) କ୍ରିକେଟ୍‌ରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି। ମାର୍ଚ୍ଚ ୧୦ରେ ଦୋହାରେ ଏଲ୍‌ଏଲ୍‌ସି ୨୦୨୩ର...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୦ା୨: ରୟ କ୍ରିଷ୍ଣାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଶୁକ୍ରବାର ମ୍ୟାଚରେ ଟେବୁଲ ଟପ୍ପର ଏଟିକେ ମୋହନବାଗାନ...

ମୋର୍ଗାନ ଯୁଗ ଶେଷ

ଲଣ୍ଡନ,୨୮।୬: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ...

ସମର୍ଥନରେ ଓହ୍ଲାଇଲା ବିସିସିଆଇ

ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ...

Advertisement
Archives

Model This Week