ଖେଳ

କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)। ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ହାରିବା…

ଅବସରରୁ ଫେରିବାକୁ ଯାଉଛନ୍ତି ଯୁବରାଜ

ନୂଆଦିଲ୍ଲୀ,୨।୧୧: ବିଶ୍ୱକପ୍‌ ଚାମ୍ପିୟନ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆସନ୍ତା ବର୍ଷ ଫେବୃୟାରୀରେ ଅବସରରୁ ଫେରି ପାରନ୍ତି। ଏ ନେଇ ସୋମବାର ମଧ୍ୟରାତିରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ପବ୍ଲିକ ଡିମାଣ୍ଡ କାରଣରୁ ଅବସର ଘୋଷଣା କରିବାର…

ଇଶାନଙ୍କୁ ଓପନିଂ ପଠାଇବା ଲାଗି ଏକମତ ଥିଲେ ରୋହିତ

ଦୁବାଇ,୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଲୋକେଶ ରାହୁଲ ଓ ଇଶାନ କିଷନ ଓପନିଂ କରିଥିଲେ। ଫଳରେ ୩ୟ କ୍ରମରେ ବ୍ୟାଟିଂ କରିଥିଲେ ଦୀର୍ଘ ଦିନ ହେଲା ଓପନିଂ କରୁଥିବା ରୋହିତ ଶର୍ମା। ଏଥିଲାଗି ମ୍ୟାଚ୍‌ ପୂର୍ବରୁ ଟିମ୍‌…

କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ରେ ବରିଷ୍ଠ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେଇପାରନ୍ତି। କେବଳ ଘୋଷଣା ବାକି ଅଛି। କିନ୍ତୁ ଆଗାମୀ…

ପରିସ୍ଥିତି ପାଇଁ କିଏ ଦାୟୀ ? ବିସିସିଆଇ ନା ଟିମ ଇଣ୍ଡିଆ, ଖେଳାଳିଙ୍କ ଶରୀର-ମନ କ୍ଳାନ୍ତ…

ନୂଆଦିଲ୍ଲୀ,୨।୧୧: ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ରେ କେବଳ ପରାଜୟ ପାଇଛି। ଉଭୟ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ବଡ଼ ପରାଜୟ ସ୍ବୀକାର କରିଛି ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିବା ଟିମତ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡିଛି। ଏହି ଅବସ୍ଥା…

ଏହି କ୍ରିକେଟର୍‌ଙ୍କ ପରଲୋକ

ଲଣ୍ଡନ,୨।୧୧: ଇଂଲଣ୍ଡ ଦଳ ଟି -୨୦ ବିଶ୍ୱକପ ୨୦୨୧ ର ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଇଂଲଣ୍ଡ ଦଳ ସେମିଫାଇନାଲରେ ପହଞ୍ଚିବାର ଖୁସି ଫିକା ପଡିଯାଇଛି। ଇଂଲଣ୍ଡର ପୂର୍ବତନ ବୋଲର ଆଲାନ ଇଗଲ୍ସଡେନ ପରଲୋକ ଘଟିଛି। ତାଙ୍କୁ ୫୭ ବର୍ଷ ବୟସ…

ମୋ ଉପରେ ଅଯଥା ଟଙ୍କା ଖର୍ଚ୍ଚ କର ନାହିଁ: କାହିଁକି ଏମିତି କହିଲେ ଧୋନୀ

ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୨ ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। କିଛି ମନୋନୀତ ଖେଳାଳିଙ୍କ ବ୍ୟତୀତ ସମସ୍ତଙ୍କୁ ନିଲାମରେ ସାମିଲ ହେବାକୁ ପଡିବ। ଏହି ସମୟରେ, ସିଏସକେ ଅଧିନାୟକ ଏମଏସ ଧୋନୀ ଚାହୁଁ ନାହାଁନ୍ତି ଯେ ତାଙ୍କ ଦଳ ତାଙ୍କୁ ବଜାୟ…

ଭାଙ୍ଗିଲା ଧୋନୀଙ୍କ ନେତୃତ୍ୱ ରେକର୍ଡ

ଶାରଜା,୨।୧୧: ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ୨୬ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହା ଥିଲା ଟି୨୦…

ଚାମ୍ପିୟନ ଭଳି ଖେଳୁଛି ଗତ ଥରର ରନର୍ସଅପ୍‌

ଶାରଜା,୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଟସ୍‌ ଜିତିବାର ଅର୍ଥ ଏକତରଫା ମ୍ୟାଚ୍‌ ହାତେଇ ନେବା। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାୟତଃ ଟସ୍‌ ଜିତୁଥିବା ଦଳ ହିଁ ମ୍ୟାଚ୍‌ ଜିତୁଛନ୍ତି। କିନ୍ତୁ ଏହାକୁ ଭୁଲ କରି ଦେଖାଇଛି ଗତ ଥରର ରନର୍ସଅପ୍‌ ଇଂଲଣ୍ଡ।…

ବଟଲରଙ୍କ ଛକା, ଚୌକା ବର୍ଷା

ଶାରଜା,୧।୧୧: ଫୁଲ ଫର୍ମରେ ଥିବା ଜୋସ ବଟଲର ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ବ୍ୟାଟର ଭାବେ ଶତକ ହାସଲ କରିଛନ୍ତି। ତାଙ୍କର ୧୦୧ ରନ୍‌ର ଅପରାଜିତ ପାଳି ବଳରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଥ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଧାର୍ଯ୍ୟ ୨୦…

କୋହଲିଙ୍କ ଝିଅକୁ ବଳାତ୍କାର ଧମକ

ମୁମ୍ବାଇ,୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଲଗାତାର ଦୁଇ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୯ ମାସିଆ ଝିଅ(ଭାମିକା)ଙ୍କୁ ବଳାତ୍କାର ଧମକ ଦିଆଯାଇଛି। ବଳାତ୍କାର ଧମକ ଦିଆଯାଇଥିବା ଟୁଇଟର ଆକାଉଣ୍ଟକୁ ଡିଲିଟ୍‌ କରି ଦିଆଯାଇଥିବା ସୂଚନା ମିଳିଛି। ତେବେ…

‘ରୋହିତଙ୍କ ବ୍ୟାଟିଂ ଉପରେ ଭରସା ନାହିଁ’

ଦୁବାଇ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ୩ୟ କ୍ରମକୁ ପଠାଯାଇଥିଲା। ଏହା ଦର୍ଶାଉଛି ଟ୍ରେଣ୍ଟ ବୋଲ୍ଟଙ୍କ ଇନ୍‌ ସୁଇଙ୍ଗକୁ କାଉଣ୍ଟର କରିବା ପାଇଁ ଷ୍ଟାର ଓପନରଙ୍କ ଉପରେ ଭାରତୀୟ ଦଳର ମ୍ୟାନେଜମେଣ୍ଟର ଆଉ ଭରସା ନାହିଁ। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?