୯ ମାସର ଝିଅକୁ ଦେଇଥିଲେ ବଳାତ୍କାର ଧମକ; ଜାଣିବା ପରେ ଅନୁଷ୍କା…
ବମ୍ବେ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କୁ ସମର୍ଥନ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏପରିକି ତାଙ୍କର ୯ ମାସର ଝିଅ ଭାମିକାଙ୍କୁ କିଛି ଲୋକ ରାଗିଯାଇ ବଳାତ୍କାରର ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଅନୁଷ୍କା ଭାଙ୍ଗି…
ଭୁଲ ବୁଝିପାରିଲେ ବିରାଟ କୋହଲି
ଦୁବାଇ,୪।୧୧:: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚ୍ରେ ଆଫଗାନିସ୍ତାନକୁ ୬୬ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ ଟିମ ଇଣ୍ଡିଆ…
ଏବେ ବି ଭାରତ ଯାଇପାରିବ ସେମିଫାଇନାଲ: ଜାଣନ୍ତୁ କ’ଣ ରହିଛି ସମୀକରଣ
ଦୁବାଇ,୪।୧୧: ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି। ଏହା ସହ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ରହିଛି। ଏବେ ଭାରତକୁ ଉଭୟ ଅବଶିଷ୍ଟ ମ୍ୟାଚକୁ…
ବୃହତ୍ ବିଜୟ ସହ ଖୋଲିଲା ପଏଣ୍ଟ ଖାତା
ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍ରେ ବିରାଟ କୋହଲିଙ୍କ ଦଳ ୬୬ ରନ୍ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଟିମ୍…
ଭାଙ୍ଗିଲା ୧୪ ବର୍ଷ ତଳର ରେକର୍ଡ
ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ପ୍ରଥମ ଉଇକେଟ ପାଇଁ ୧୪୦ ରନ୍ ଯୋଡ଼ି ଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲ। ଟି୨୦ ବିଶ୍ୱକପ୍ ଇତିହାସରେ ଏହା ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ। ଏଥିପୂର୍ବରୁ…
ଡ୍ରାଭିଡ୍ ହେଲେ ଭାରତୀୟ ଦଳର ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୩।୧୧: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ଙ୍କୁ ବୁଧବାର ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଚଳିତ ଟି୨୦ ବିଶ୍ୱକପ୍ ଶେଷ ହେବା ପରେ ସେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ଆସନ୍ତା ୧୭ ତାରିଖରୁ ଭାରତରେ ଖେଳାଯିବାକୁ ଥିବା…
ଟି୨୦ ବିଶ୍ୱକପ୍ରେ ସର୍ବାଧିକ ସ୍କୋର ଛିଡ଼ାକଲା ଭାରତ
ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଲଗାତାର ଦୁଇ ମ୍ୟାଚ୍ରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତୀୟ ଦଳର ବ୍ୟାଟରମାନେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ କମାଲ ଦେଖାଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୨ ଉଇକେଟ ହରାଇ…
ପାଓ୍ବର ପ୍ଲେ’ରେ ୫୩ ରନ୍
ଦୁବାଇ,୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତକୁ ଜବରଦସ୍ତ ପ୍ଲାଟଫର୍ମ ଦେଇଛନ୍ତି ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରାରମ୍ଭିକ ଓଭରରେ ଆଟାକିଂ ବ୍ୟାଟିଂ କରି ପାଓ୍ବର ପ୍ଲେରେ ୫୩ ରନ୍ ଯୋଡ଼ିଛନ୍ତି।…
ଟି୨୦ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ବଡ଼ ଧରଣର ପରିବର୍ତ୍ତନ
ଆବୁଧାବି,୩।୧୧: ପାକିସ୍ତାନ ଅଧିନାୟକ ବାବର ଆଜାମ ଆଇସିସି ଟି୨୦ ବ୍ୟାଟରଙ୍କ ର଼୍ୟାଙ୍କିଙ୍ଗ୍ରେ ଇଂଲଣ୍ଡର ଦାଓ୍ବିଦ ମଲାନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏବେ ମଲାନଙ୍କ ଠାରୁ ୩୬ ପଏଣ୍ଟ ଆଗରେ ଅଛନ୍ତି ବାବର (୮୩୪ ପଏଣ୍ଟ)। କ୍ୟାରିୟରରେ ୬ଷ୍ଠ…
ମଉଳୁଛି ଟିମ୍ ଇଣ୍ଡିଆର ଆଶା
ଦୁବାଇ,୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଭାରତୀୟ ଦଳର ସେମିଫାଇନାଲ ଆଶା ଧିରେ ଧିରେ ଶେଷ ହେବାକୁ ଯାଉଛି। ବୁଧବାର ଅପରାହ୍ନରେ ଦୁବାଇଠାରେ ଖେଳାଯାଇଥିବା ମ୍ୟାଚ୍ରେ ସ୍କଟଲାଣ୍ଡକୁ ୧୬ ରନ୍ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ନିକଟତର ହୋଇଛି। ଅନ୍ୟପକ୍ଷରେ…
ଏଥର ବି ଜିତିପାରିଲେ ନାହିଁ ଟସ୍
ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରମାଗତ ଦ୍ୱତୀୟ ଥର ପାଇଁ ଟସ୍ ଜିତିବାରେ ବିଫଳ ହୋଇଛନ୍ତି। ବୁଧବାର ଆବୁଧାବିରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍ ଜିତି ପ୍ରତିପକ୍ଷ ଭାରତକୁ ବ୍ୟାଟିଂ…
‘ବଡ଼ ଖେଳାଳିଙ୍କୁ ବିଦା କର’
ନୂଆଦିଲ୍ଲୀ,୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏକ ବଡ଼ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। ପ୍ରଦର୍ଶନ କରିପାରୁ ନ ଥିବା ସିନିୟର ଖେଳାଳିଙ୍କୁ ଦଳରୁ ବିଦା କର। ସେମାନଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ଆଣ। ବିସିସିଆଇକୁ ଏଭଳି ପରାମର୍ଶ…

