ଖେଳ

ଭାରତ ହାରିବା ପରେ ଲାଇଭ୍‌ ଶୋ’ରେ ନାଚିଲେ ପାକିସ୍ତାନ ଖେଳାଳି

ଇସଲାମାବାଦ,୧।୧୧:ଟି -୨୦ ବିଶ୍ୱକପରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରବିବାର ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପୂର୍ବରୁ ପାକିସ୍ତାନ ଓପନିଂ ମ୍ୟାଚ୍‌ରେ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟିଂ…

ହାରିବାର ପ୍ରକୃତ କାରଣ କହିଲେ ବୁମ୍‌ରା

ଦୁବାଇ,୧।୧୧: ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍‌ ପରାସ୍ତ ହେବା ପରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ଟି -୨୦ ବିଶ୍ୱକପ ଜିତିବା ପାଇଁ ଦୃଢ ପ୍ରତିଯୋଗୀ ଟିମ ଇଣ୍ଡିଆ ଏବେ ସେମିଫାଇନାଲ ଦୌଡ଼ରୁ ବାଦ ପଡିବା ସମ୍ଭାବନା…

ସେମିଫାଇନାଲରେ ପହଞ୍ଚିପାରିବ ଭାରତ: ଜାଣନ୍ତୁ କେମିତି

ଦୁବାଇ,୧।୧୧: ଟି -୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରି ନ ଥିଲେ କିମ୍ବା କୌଣସି ବୋଲର ଚମତ୍କାର ପ୍ରଦର୍ଶନ…

କୋହଲିଙ୍କ ଏହି ୩ ଜିଦ୍‌ ଯୋଗୁ ହାରିଲା ଭାରତ

ଦୁବାଇ,୧।୧୧: ଟି -୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜିଦ ଯୋଗୁ ଦଳକୁ ପରାଜୟ ଭୋଗିବାକୁ ପଡିଛି। ତାଙ୍କର କୌଣସି ନିଷ୍ପତ୍ତି ଦଳ ପାଇଁ କାମ କରି ନାହିଁ । ଭାରତ…

ଶେହଜାଦଙ୍କ ରେକର୍ଡ

ଆବୁ ଧାବି,୧।୧୧: ମହମ୍ମଦ ଶେହଜାଦ ରବିବାର ପ୍ରଥମ ଆଫଗାନିସ୍ତାନ ଖେଳାଳି ଭାବେ ଟି୨୦ ଫର୍ମାଟରେ ଦୁଇ ହଜାର ରନ୍‌ ପୂରଣ କରିଛନ୍ତି। ରବିବାର ଖେଳାଯାଇଥିବା ନାମ୍ବିଆ ବିପକ୍ଷ ମ୍ୟାଚ୍‌ରେ ସେ ୩୩ ବଲରେ ୪୫ ରନ୍‌ର ଇନିଂସ ଖେଳିଥିଲେ। ଫଳରେ ଅନ୍ତର୍ଜାତୀୟ…

ଶୂନରେ ଅଟିକିଛି ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆଉ ଏକ ବୃହତ୍‌ ପରାଜୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ ଦଳକୁ ୩୩ ବଲ ପୂର୍ବରୁ ୮ ଉଇକେଟରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଫଳରେ ଏପର୍ଯ୍ୟନ୍ତ…

ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀକୁ ସମାଲୋଚନା

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ନିମ୍ନମାନର ପ୍ରଦର୍ଶନ ଜାରି ରଖିଥିବା ବେଳେ ଅଧିନାୟକ ବିରାଟ କୋହଲି କାର୍ଯ୍ୟସୂଚୀକୁ ସମାଲୋଚନା କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଭାରତୀୟ ଦଳ ଏକ…

ସମଦଶା ଭୋଗିଲା ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ପାକିସ୍ତାନ ଭଳି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ବ୍ୟାଟିଂ ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ ପୂରା ଫେଲ ମାରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ମାତ୍ର ୭ ଉଇକେଟ ହରାଇ ୧୧୦ ରନ୍‌ କରିବାକୁ ସକ୍ଷମ…

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ମହାନ ଖେଳାଳି

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି ଆଗଧାଡ଼ିର ଅଲରାଉଣ୍ଡର ଶାକିବ ଅଲ ହାସନ। ମାଂସପେଶୀ ଜନିତ ସମସ୍ୟା କାରଣରୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏ ନେଇ ବାଂଲାଦେଶର ମୁଖ୍ୟ ଚୟନକର୍ତ୍ତା ମନିହାଜୁଲ ଆବେଦିନ ରବିବାର…

ରୋହିତ ନୁହେଁ, କିଷନଙ୍କ ସହ ଓପନିଂ କଲେ ରାହୁଲ

ଦୁବାଇ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନୂଆ ଓପନିଂ ଯୋଡ଼ି ସହ ଓହ୍ଲାଇଛି ଭାରତୀୟ ଦଳ। ନିୟମିତ ଓପନର ରୋହିତ ଶର୍ମାଙ୍କ ବଦଳରେ ଇଶାନ କିଷନଙ୍କ ସହ ଓପନିଂ କରିଛନ୍ତି ଲୋକେଶ ରାହୁଲ। ୨୦୧୩ଠାରୁ ରୋହିତ ଓପନିଂ କରି ଆସୁଛନ୍ତି। ଗତ ୮…

କୋହଲିଙ୍କ ଭାଗରେ ପଡ଼ିଲା ନାହିଁ ଟସ୍‌

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭାଗରେ ଟସ୍‌ ପଡ଼ିନାହିଁ। ଯାହା ଆଶା କରାଯାଉଥିଲା ନ୍ୟୁଜିଲାଣ୍ଡ ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ଅବସର ପଛର କାରଣ ହୃଦୟ ବିଦାରକ ପରାଜୟ

ଆବୁଧାବି,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ ମଝିରେ ଅବସର ଘୋଷଣା କରିଛନ୍ତି ଅସଘର ଅଫଘାନ। ତେବେ ଗତ ମ୍ୟାଚ୍‌ରେ ପାକିସ୍ତାନଠାରୁ ହୃଦୟ ବିଦାରକ ପରାଜୟ ପରେ ହଠାତ୍‌ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଆଫଗାନିସ୍ତାନର ପୂର୍ବତନ ଅଧିନାୟକ। ସୁପର-୧୨ ପର୍ଯ୍ୟାୟରେ ଖେଳାଯାଇଥିବା ମୁକାବିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?