Posted inଖେଳ

ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜ

ଲକ୍ଷ୍ନୌ,୨୪।୧: ଚଳିତ ବର୍ଷ ଆଇପିଏଲରେ ନୂଆ କରି ସାମିଲ ହେବାକୁ ଯାଉଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ସୋମବାର ଦଳର ନାମ ଘୋଷଣା କରିଛି। ଆଇପିଏଲରେ ଏହି ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଭାବେ ଜଣାଯିବ। ଏହି ନାମକୁ ପ୍ରଶଂସକମାନେ ବାଛିଛନ୍ତି ବୋଲି ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।

ଆରପିଏସ୍‌ଜି ଗ୍ରୁପ୍‌ ମାଲିକାନାରେ ଥିବା ଫ୍ରାଞ୍ଚାଇଜ ଦଳର ନାମ ଚୟନ କରିବା ପୂର୍ବରୁ ପ୍ରଶଂସକଙ୍କ ଠାରୁ ମତାମତ ନେଇଥିଲା। ଦଳର ନାମ ଏକ ଭିଡିଓ ମେସେଜ ଜରିଆରେ ଆରପିଏସ୍‌ଜି ଗ୍ରୁପ୍‌ ମାଲିକ ସଞ୍ଜୀବ ଗୋଏଙ୍କା ଘୋଷଣା କରିଛନ୍ତି।

“‘ନାମ ବନାଓ ନାମ କମାଓ’ ପ୍ରତିଯୋଗିତା ଜରିଆରେ ଆପଣମାନଙ୍କ ମତାମତ ପାଇଁ ଧନ୍ୟବାଦ୍‌। ଲକ୍ଷ ଲକ୍ଷ ପ୍ରଶଂସକ ମତାମତ ଦେଇଥିଲେ। ସେମାନଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଆମେ ଖୁସିର ସହିତ ଲକ୍ଷ୍ନୌ ଆଇପିଏଲ ଦଳର ନାମ ‘ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ’ ବାଛିଛୁ ” ବୋଲି ଗୋଏଙ୍କା ମେସେଜରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ...

କୋହଲିଙ୍କ ବ୍ୟତୀତ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ଏହି ଖେଳାଳି

ଲଣ୍ଡନ,୨୬ା୧- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଦକ୍ଷତା ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ୍‌ଙ୍କ ନିକଟରେ ରହିଛି। ଏଭଳି କହି ଇଂଲଣ୍ଡ...

ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି

ମୁମ୍ବାଇ, ୨୩।୫: କରୋନା ଭାଇରସ୍‌ ଲକଡାଉନ୍‌ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳର ଅଧିନାୟକ ଦାୟିତ୍ୱ ଶିଖର...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପରିବେଶ ସୁରକ୍ଷା ପାଇଁ ବ୍ୟବହାର ହେବ ଇଲେକ୍‌ଟ୍ରିକ କାର୍‌

ଗୁଆହାଟୀ,୯।୧(ପି.ଟି.)- ବିଭିନ୍ନ ଦୃଷ୍ଟିକୋଣରୁ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏଥର ବିଶେଷ ଗୁରୁତ୍ୱ ବହନ କରିବ। ଏହା ସାରା ଦେଶରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର...

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ

ଚଣ୍ଡିଗଡ଼, ୨୫ା୫ (ପି.ଟି.)- କୋଭିଡ୍‌ରେ ପୀଡ଼ିତ କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍‌ଖା ସିଂ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପୁଅ ତଥା ବିଶିଷ୍ଟ ଗଲ୍ଫ...

‘ବିରାଟ’ ରେକର୍ଡ ହାସଲ କଲେ କୋହଲି

ଆଡିଲେଡ,୨।୧୧: ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ଟି-୨୦...

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

Advertisement
Archives

Model This Week