ଖେଳ

ରୋହିତଙ୍କ ଛଡ଼ା ସବୁ ଫେଲ୍‌

କୋଲକାତା,୨୧।୧୧: ଐତିହାସିକ ଇଡେନ ଗାର୍ଡେନ୍ସରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଛନ୍ତି ପ୍ରତ୍ୟେକ ଭାରତୀୟ ବ୍ୟାଟର। ରୋହିତ ୩୧ ବଲରେ ୫୬ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ପାଳିରେ…

ଅନ୍ତର୍ଜାତୀୟ ଟି୨୦ରେ ପୂରଣ କଲେ ୧୫୦ ଛକା

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ମ୍ୟାଚ୍‌ରେ ରୋହିତ ୩୧ ବଲରେ ୫୬ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଅବସରରେ ୩ ଛକା…

ଦୁଇ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ର ପୂର୍ବ ଦୁଇ ମ୍ୟାଚ୍‌ ଭଳି ତୃତୀୟ ମୁକାବିଲାରେ ମଧ୍ୟ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। କିନ୍ତୁ ଏଥର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଲାଗି ଦଳରେ…

ବ୍ୟାଟରଙ୍କ ଉପରକୁ ବଲ ଫୋପାଡ଼ିବା ପଡ଼ିଲା ମହଙ୍ଗା

ଢାକା,୨୧।୧୧: ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ପେସର ଶାହୀନ ଶାହା ଆଫ୍ରିଦୀଙ୍କ ଥ୍ରୋରେ ଆହତ ହୋଇଥିଲେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ। ମ୍ୟାଚ୍‌ ପରେ ଏଭଳି ଆଚାରଣ ଲାଗି ଅଫିଫଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଥିଲେ…

‘କୁମିନ୍ସଙ୍କୁ ନେତୃତ୍ୱ ଦେବାର ସମୟ ଆସିଯାଇଛି’

ମେଲବୋର୍ନ,୨୧।୧୧: ପେସର ପାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ନେତୃତ୍ୱ ଦେବାର ସମୟ ଆସିଯାଇଛି। ଏଭଳି କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ। ଶୁକ୍ରବାର ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଉଇକେଟକିପର ଟିମ୍‌ ପେନ। ୪…

ସ୍ତ୍ରୀଙ୍କ ସହ ଫଟୋ ଶେୟାର କରି ହୃଦୟ ଛୁଆଁ କଥା କହିଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କୁ ପାଓ୍ବାରଫୁଲ୍‌ କପଲ୍‌ ଆଖ୍ୟା ଦିଆଯାଇଛି। ଉଭୟ ପ୍ରାୟତଃ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାକୁ ଦ୍ୱିଧା କରନ୍ତି ନାହିଁ। ଅନୁଷ୍କା ବିରାଟଙ୍କ ସହ ସର୍ବଦା ଦୃଢ଼ ଭାବରେ ଠିଆ…

ଡେବ୍ୟୁ ଟେଷ୍ଟରେ ମୁଣ୍ଡରେ ଲାଗିଲା ବଲ୍‌: ହସ୍ପିଟାଲ୍‌ରେ ଏହି କ୍ରିକେଟର୍‌

ଗଲ,୨୧।୧୧: ୱେଷ୍ଟଇଣ୍ଡିଜ ଦଳ ୨ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସିରିଜର ପ୍ରଥମ ଟେଷ୍ଟ ଦୁଇ ଦେଶ ମଧ୍ୟରେ ଆଜିଠାରୁ ଗଲରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ…

ସମୁଦ୍ର ମଝିରେ ଗର୍ଲଫେଣ୍ଡଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୧।୧୧: ଟି -୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି। ଏହାର କିଛି ଦିନ ପରେ ଇଂଲଣ୍ଡ କ୍ରିକେଟର ସାମ ବିଲିଙ୍ଗସ ତାଙ୍କ ଗର୍ଲଫ୍ରେଣ୍ଡ ସାରା କେଣ୍ଟଲିଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି -୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ…

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍‌

କୋଲକତା,୨୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି କୋଲକତାରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିସାରିଛି। ଏବେ ସିରିଜ୍‌ କ୍ଲନ୍‌ସୁଇପ୍‌ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ସାରେ କାକରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ,…

ସିନ୍‌ଙ୍କ ଚମତ୍କାର କାରନାମା: ମାତ୍ର ୩୬ ରନ୍‌ରେ ନେଲେ ୧୦ ଉଇକେଟ

କେପ୍‌ଟାଉନ୍‌,୨୧।୧୧: ଭାରତର ମହାନ ସ୍ପିନର୍‌ ଅନିଲ କୁମ୍ବଲେ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିବା ସ୍ମୃତି ଆଜିବି ସମସ୍ତଙ୍କ ହୃଦୟରେ ସତେଜ ରହିଛି। ୧୯୯୯ରେ ସେ ପାକିସ୍ତାନ ବିପକ୍ଷ ଟେଷ୍ଟର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିଲେ। ଏବେ…

କ୍ରିକେଟର୍‌ ଟିମ୍‌ ପେନ୍‌ଙ୍କ ଖରାପ କାର୍ଯ୍ୟ ଦେଖି ମୁହଁ ଖୋଲିଲେ ସ୍ତ୍ରୀ

ସିଡନୀ,୨୨।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଉଇକେଟ କିପର ତଥା ପୂର୍ବତନ ଅଧିନାୟକ ଟିମ ପେନ୍‌ଙ୍କୁ ଝଟ୍‌କା ଲାଗିଛି। ପେନ୍‌ଙ୍କ ନାଁରେ ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ମେସେଜ୍‌ ପଠାଇବା ଅଭିଯୋଗ ହୋଇଛି। ଫଳରେ ତାଙ୍କୁ ଅଧିନାୟକ ପଦରୁ…

ଗୁଡ଼ାଏ ଏକ୍ସପେରିମେଣ୍ଟ କରିପାରନ୍ତି ଡ୍ରାଭିଡ୍‌

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ରବିବାର ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?