Posted inଖେଳ

‘ମିଡ୍‌ଲ ଅର୍ଡରରେ ଫିଟ୍‌ ହେଉ ନାହାନ୍ତି ଶ୍ରେୟାସ’

କୋଲକାତା,୧୮।୨: ଆଇପିଏଲ ଅକ୍‌ଶନରେ ୧୨.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶ୍ରେୟାସ ଆୟାର ଭାରତୀୟ ଟି୨୦ ଦଳରେ ଫିଟ୍‌ ହେଉ ନାହାନ୍ତି। ଟିମ୍‌ ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ତାଙ୍କୁ ବୋଲିଂ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। କାରଣ ମିଡ୍‌ଲ ଅର୍ଡର ସ୍ଲଟରେ ବୋଲିଂ କରିପାରୁଥିବା ବ୍ୟାଟର ଦରକାର ବୋଲି ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି।

“ଶ୍ରେୟାସଙ୍କ ଭଳି ବ୍ୟାଟରଙ୍କୁ ବସିବାକୁ ପଡ଼ିଛି। କିନ୍ତୁ ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି। ଆମକୁ ମିଡ୍‌ଲ ଅର୍ଡରରେ ବୋଲିଂ କରିପାରୁଥିବା ଅଲରାଉଣ୍ଡର ଦରକାର” ବୋଲି ରୋହିତ ପ୍ରଥମ ମ୍ୟାଚ୍‌ ପରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା କରିବା ଦରକାର ନାହିଁ’

ଚେନ୍ନାଇ,୧୮।୩: ବୋଲର ବୋଲିଂ କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକ୍‌ର ଏଣ୍ଡ୍‌ରେ ରନ୍‌ ଆଉଟ୍‌ ଉପରେ ଏମ୍‌ସିସିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର...

ରାଗିଲେ ଅଧିନାୟକ

ଆବୁଧାବି,୯।୧୧: ଆଇପିଏଲ୍‌ ୨୦୨୦ର କ୍ୱାଲିଫାୟାର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଫଳରେ ଦଳର ଚଳିତ ଆଇପିଏଲ୍‌ ଅଭିଯାନ ଶେଷ ହୋଇଛି। ପରାଜୟରେ ଅଧିନାୟକ...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ...

ବିମାନରେ ଏକୁଟିଆ ଯିବାକୁ ଏହି କ୍ରିକେଟର୍‌ଙ୍କୁ ଲାଗେ ଭୟ: ବିଦେଶ ଗସ୍ତରେ ଯିବାକୁ କଲେ ମନା

ଇସଲମାବାଦ,୧୪।୪: ପାକିସ୍ତାନର ଲେଗ ସ୍ପିନର ଶାଦବ ଖାନ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଜିମ୍ବାୱେ ଗସ୍ତ ପାଇଁ ଟି -୨୦...

ପ୍ରଥମ ଦିନିକିଆ: ଇଂଲଣ୍ଡ ୬ ଉଇକେଟରେ ବିଜୟୀ

ସାଉଥାମ୍ପଟନ,୩୧।୭(ଏପି): ପ୍ରତ୍ୟାବର୍ତ୍ତନରେ ଡେଭିଡ୍‌ ଓ୍ବିଲି ଦମ୍‌ଦାର ବୋଲିଂ କରି ଇଂଲଣ୍ଡକୁ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ପ୍ରଥମ...

କ୍ରିକେଟ ପୁଣି ଆରମ୍ଭ କରିବାକୁ ସରକାରଙ୍କ ସହ କାର୍ଯ୍ୟ କରୁଛୁ: ଇସିବି

ଲଣ୍ଡନ,୧୧।୫ (ପି.ଟି.): ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଣ୍ଟା ଭିଡିଛି। ଏଥିପାଇଁ ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ)...

ଯାଦବଙ୍କ ସ୍ଥାନରେ ନଟରାଜନ

ସିଡନୀ,୧।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନସ୍ବରୂପ ଉମେଶ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଯାଦବ ଆହତ ହୋଇଥିବା ଯୋଗୁ...

ଅନିର୍ଦ୍ଦିଷ୍ଟ କାଳପାଇଁ ଅଷ୍ଟ୍ରେଲିଆରେ ରହିବ ନ୍ୟୁଜିଲାଣ୍ଡ ରଗ୍‌ବୀ ଟିମ୍‌

ଓ୍ବେଲିଂଟନ, ୨୧ା୩ (ଏପି)- କରୋନାଭାଇରସ ସଙ୍କଟ ଜାରି ରହିଥିବାରୁ ନ୍ୟୁଜିଲାଣ୍ଡ ଓ୍ବାରିୟର୍ସ ରଗ୍‌ବୀ ଲିଗ୍‌ ଟିମ୍‌ ଅଷ୍ଟ୍ରେଲିଆରେ ଅନିର୍ଦ୍ଦିଷ୍ଟ କାଳପାଇଁ ଅଟକି ରହିବେ। ସେମାନେ ଅଷ୍ଟ୍ରେଲିଆର...

Advertisement
Archives

Model This Week