ଡ୍ରେସିଂ ରୁମ୍ରେ ରାହୁଲ ଦ୍ରାଭିଡଙ୍କ ଉପସ୍ଥିତିକୁ ନେଇ ପୂଜାରାଙ୍କ ବଡ଼ ଖୁଲାସା
କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ କାନପୁରରେ ଆରମ୍ଭ ହେବ। ରାହୁଲ ଦ୍ରାବିଡଙ୍କ ଟିମ ଇଣ୍ଡିଆର ମୁଖ୍ୟ କୋଚଭାବରେ ଏହା ପ୍ରଥମ ଟେଷ୍ଟ ସିରିଜ ହେବ। ଏଭଳି ପରିସ୍ଥିତିରେ ସେ ଜିତିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି…
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୪।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଗମ୍ଭୀର ଦିଲ୍ଲୀ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ‘ଆଇଏସ କଶ୍ମୀର’ ପକ୍ଷରୁ ହତ୍ୟା ଧମକ ଦିଆଯାଇଛି। ଏହା…
କାତାରକୁ ଫିଫା ବିଶ୍ୱକପ୍ ଆୟୋଜନ ଅଧିକାର ପଛରେ ପୂର୍ବତନ ସିଆଇଏ ଏଜେଣ୍ଟ
ଓ୍ବାଶିଂଟନ,୨୩।୧୧: ସିଆଇଏର ଜଣେ ପୂର୍ବତନ ଅଧିକାରୀ ବର୍ଷ ବର୍ଷ ଧରି ୨୦୨୨ ଫୁଟ୍ବଲ ବିଶ୍ୱକପ୍ ଆୟୋଜକ କାତାର ପାଇଁ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଫୁଟ୍ବଲ ବିଶ୍ୱକପ୍ ଆୟୋଜନ ଅଧିକାର ହାସଲ କରିବା ଲାଗି କାତାରକୁ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ) ଓ…
ବ୍ୟାଟିଂ କରିପାରୁନାହାନ୍ତି, ଅଧିନାୟକ ଦାୟିତ୍ୱ ମିଳୁଛି
ନୂଆଦିଲ୍ଲୀ,୨୩।୧୧: ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ହରାଇ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ଏବେ ଉଭୟ ଦଳ ମଧ୍ୟରେ ଗୁରୁବାରଠାରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ…
ଟିମ୍ ଇଣ୍ଡିଆର ସଦସ୍ୟଙ୍କୁ ଘୁଷୁରି, ଗୋମାଂସ ଖାଇବା ମନା
ନୂଆଦିଲ୍ଲୀ,୨୩।୧୧: ଆସନ୍ତା ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି ଭାରତୀୟ ଦଳ। କାନପୁର ଟେଷ୍ଟ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ହାତରେ ଲାଗିଛି ଟିମ୍ ଇଣ୍ଡିଆର ‘କ୍ୟାଟରିଂ ଆବଶ୍ୟକତା ଓ ମେନ୍ୟୁ’। ତେବେ…
୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି
ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍ ମେସିନ ବିରାଟ କୋହଲି ଆଜିକୁ ଠିକ୍ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩ ତାରିଖ ଠାରୁ ତାଙ୍କ ବ୍ୟାଟରୁ ରନ୍ ବାହାରୁ ଥିଲେ ମଧ୍ୟ ସେ କୌଣସି ଫର୍ମାଟରେ…
ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା
କାନପୁର,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା କାରଣରୁ ବାଦ୍ ପଡ଼ିଛନ୍ତି ସିନିୟର ଭାରତୀୟ ଓପନର ଲୋକେଶ ରାହୁଲ। ତାଙ୍କ ବାମ ଜଙ୍ଘରେ ମାଂସପେଶୀ…
ଗୋଟିଏ ବଲ୍ରେ ପାକିସ୍ତାନକୁ ଜିତିବାକୁ ଥିଲା ୨ ରନ୍: ଘଟିଲା ହାଇଡ୍ରାମା, ଦେଖନ୍ତୁ ଭିଡିଓ
ଢାକା,୨୩।୧୧: ତୃତୀୟ ତଥା ଅନ୍ତିମ ଟି -୨୦ରେ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ଶେଷ ବଲରେ ମହମ୍ମଦ ନୱାଜ ଗୋଟିଏ ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ଓଭରରେ ମୋଟ ୩…
‘୭ ମିନିଟ୍ରେ କୋଚ୍ ହୋଇ ଭାରତକୁ କରିଥିଲେ ବିଶ୍ୱବିଜେତା’
ଭାରତୀୟ କ୍ରିକେଟ ଇତିହାସରେ ଗ୍ୟାରି କର୍ଷ୍ଟନଙ୍କୁ ସର୍ବଦା ସ୍ମରଣ କରାଯିବ। ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ କୋଚିଂରେ ଟିମ ଇଣ୍ଡିଆ ୨୦୧୧ରେ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଆଜି କର୍ଷ୍ଟନଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କୁ ୫୪…
ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ ଅଧିନାୟକ ବିରାଟ କାନପୁର ଟେଷ୍ଟର ଅଂଶ ନୁହଁନ୍ତି, ସେ ମୁମ୍ବାଇ ଟେଷ୍ଟରେ ଭାରତୀୟ ଦଳରେ…
କୁକୁର ଉଇକେଟ୍ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଭିଡିଓରେ ଗୋଟିଏ କୁକୁର ଉଇକେଟ କିପର ଦାୟିତ୍ୱ ନିର୍ବାହ କରୁଛି ଏବଂ ଫିଲ୍ଡିଂ…
‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’
ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ସାମିଲ ଅଛନ୍ତି। ରିଚା ରାହୁଲ ଦ୍ରାଭିଡଙ୍କୁ ତାଙ୍କର ପ୍ରଥମ…

