ଖେଳ

ଏକ ଯୁଗର ସମାପ୍ତି!

କେପଡାଉନ୍‌,୧୯।୧୧:ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡି ଭିଲିୟର୍ସ ମଧ୍ୟ ଆଇପିଏଲ୍‌ ୨୦୨୨ ରେ ଅଂଶଗ୍ରହଣ କରିବେ ନାହିଁ । ଡି ଭିଲିୟର୍ସ ତାଙ୍କ ଦ୍ରୁତ ବ୍ୟାଟିଂ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ, ସେ…

ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର; ଆର୍‌ସିବି ସହ ବି ଯାତ୍ରା ସମାପ୍ତ

ନୂଆଦିଲ୍ଲୀ,୧୯।୧୧: ଦକ୍ଷିଣ ଆଫ୍ରିକା ଷ୍ଟାର୍‌ କ୍ରିକେଟର ଏ ବି ଡିଭିଲିୟର୍ସ ଖେଳର ସବୁ ଫର୍ମାଟକୁ କହିଛନ୍ତି ଅଲ୍‌ବିଦା। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ହେଲେ ସେ ଆଇପିଏଲ୍‌ ସହ ଅନ୍ୟ ସମସ୍ତ ଘରୋଇ ଟୁର୍ନାମେଣ୍ଟ ଖେଳୁଥିଲେ। ଶୁକ୍ରବାର…

୬୫ ବର୍ଷ ପରେ କ୍ରିକେଟ୍‌ରେ ଘଟିବ ଏମିତି

ସିଡନୀ,୧୯।୧୧: ଟିମ ପେନ୍‌ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ ନୂଆ ଅଧିନାୟକ ଦାୟିତ୍ୱ ନେବେ। ନୂତନ ଅଧିନାୟକଙ୍କ ପାଇଁ ଦୌଡ଼ରେ ପ୍ୟାଟ କମିନ୍ସଙ୍କ ନାମ…

ପୁଣି ହେବ ଭାରତ-ପାକିସ୍ତାନ ମୁକାବିଲା!

ନୂଆଦିଲ୍ଲୀ,୧୯।୧୧: ଦୀର୍ଘ ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ। ଶେଷ ଥର ପାଇଁ ୨୦୧୨-୧୩ ରେ ଉଭୟ ଦେଶ ମଧ୍ୟରେ ସିରିଜ ଖେଳାଯାଇଥିଲା । ନିକଟରେ ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ…

ଇସ୍ତଫା ଦେଲେ ଅଧିନାୟକ

ସିଡନୀ,୧୯।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। କଙ୍ଗାରୁ ଅଧିନାୟକ ପେନ୍‌ ଝିଅକୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ ହୋଇଛି। ୨୦୧୭ରେ, ପେନ ନିଜର ଅଶ୍ଳୀଳ ଫଟୋ ଏକ ଝିଅଙ୍କୁ ପଠାଇଥିଲେ, ଏହା ବ୍ୟତୀତ…

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍‌

ଜୟପୁର,୧୯।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ଜୟପୁରର ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା ଭାରତ।…

‘ସହଜରେ ମିଳି ନ ଥିଲା ବିଜୟ’

ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। କିନ୍ତୁ ମ୍ୟାଚ୍‌ରେ ଦଳକୁ ସହଜରେ ବିଜୟ ମିଳି ନ…

ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି, ଜାଣି ନ ପାରି ଫସିଗଲି

ନୂଆଦିଲ୍ଲୀ,୧୮।୧୧: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଟିମ୍‌ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ରୋହିତ ବିସ୍ଫୋରକ ପାଳି ଖେଳିଥିଲେ ହେଁ ଅର୍ଦ୍ଧଶତକ କରିପାରି ନ ଥିଲେ। ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଆଉଟ୍‌…

୧୪୩୬ କିମି ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଏହି ଯୁବକ: ଧୋନୀଙ୍କୁ ଭେଟି କହିଲେ…

ରାଞ୍ଚି,୧୮।୧୧:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଦେଇସାରିଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନାହିଁ। ନିକଟରେ ତାଙ୍କର ଜଣେ ନିଆରା ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଧୋନୀଙ୍କ ସହ…

ସ୍ତ୍ରୀଙ୍କୁ ‘ସ୍ବତନ୍ତ୍ର ଉପହାର’ ଦେଲେ ସୂର୍ଯ୍ୟକୁମାର

ଜୟପୁର,୧୮।୧୧: ଭାରତୀୟ କ୍ରିକେଟର ନୂଆ ଯୁଗ ବିଜୟରୁ ଆରମ୍ଭ ହୋଇଥିଲା। ଟି -୨୦ ବିଶ୍ୱକପ୍‌ର ଖରାପ ପ୍ରଦର୍ଶନର ଦୁଃଖକୁ ଭୁଲି ନୂଆ କୋଚ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ବିଜୟରୁ ଆରମ୍ଭ ହୋଇଥିଲା। ଜୟପୁରରେ…

ରୋହିତ ଶର୍ମା କଲେ ଏମିତି କାମ, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ୍‌ରେ ଜିତିଥିଲା। ଏହାସହ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ ସମୟରେ…

ଇତିହାସ ରଚିଲା ଭାରତ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲେ। ବୁଧବାର ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?