ଖେଳ

ଏମିତି ବି ଆସେ ମୃତ୍ୟୁ, ଫଟୋ ଦେଖିଲେ ଆଖିରେ ଆସିଯିବ ଲୁହ

ଭୋପାଳ,୧୨।୧୧: ମଧ୍ୟପ୍ରଦେଶର ସାଗର ଜିଲାରେ ଫୁଟପାଥରେ ବେଲଣା କାଠି ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବିକ୍ରି କରୁଥିବା ଅବସ୍ଥାରେ ସେ ଟଳିପଡିଥିଲେ। ଏଭଳି ହୃଦୟ ବିଦାରକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୃଦ୍ଧଙ୍କ ପରିବାର ଦାରିଦ୍ର୍ୟ ସହ…

ଆଇସିୟୁରୁ ବାହାରି ପଡିଆରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ଆବୁଧାବି,୧୨।୧୧:ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ପାକିସ୍ତାନର ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଥିଲେ। ଟୁର୍ନାମେଣ୍ଟରେ ଏହା ପାକିସ୍ତାନର ପ୍ରଥମ ପରାଜୟ ଏବଂ ଏହି ପରାଜୟ ସହ ଦଳର ଟି -୨୦…

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଦୁବାଇ,୧୨।୧୧: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ଦଳ ମଧ୍ୟରେ ଟାଇଟଲ ମୁକାବିଲା ୧୪ ନଭେମ୍ବରରେ ଅନୁଷ୍ଠିତ ହେବ। ଏହାପୂର୍ବରୁ କିୱି ଦଳ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଡେଭନ କନୱେ ଫାଇନାଲରୁ ବଞ୍ଚିତ ହେବେ। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ…

ପୁଣି କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ଆବୁଧାବି,୧୨।୧୧: ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ସବୁଠାରୁ ବଡ ପ୍ରତିଯୋଗୀ ଭାବରେ ପରିଗଣିତ ପାକିସ୍ତାନୀ ଦଳ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପରାସ୍ତ କରିଛି।…

ଏମିତି କିଛି କାମ କଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌, ସବୁଠି ହେଉଛି ନିନ୍ଦା: ଦେଖନ୍ତୁ ଭିଡିଓ

ଆବୁଧାବି,୧୨।୧୧: ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ପାଞ୍ଚ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଇନିଂସରେ ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଷ୍ଟ୍ରେଲୀୟ ବ୍ୟାଟିଂ ସମୟରେ ଅଷ୍ଟମ ଓଭରରେ…

ଦିନିକିଆ,ଟି-୨୦ ମ୍ୟାଚ୍‌ରେ ଗୋଟିଏ ବି ଛକା ଲଗାଇନାହାନ୍ତି ଏହି ୩ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳରେ ଏବେ ଏକରୁ ଅଧିକ ମହାନ ଖେଳାଳି ଅଛନ୍ତି। ଏହି ଦଳରେ ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଦିନିକିଆ ଏବଂ ଟି -୨୦ କ୍ରିକେଟରେ ଗୋଟିଏ ଛକା ମାରିବାରେ ସକ୍ଷମ ହୋଇ ନାହାଁନ୍ତି। ସେହି…

ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି

ଦୁବାଇ,୧୨।୧୧: ଗ୍ରୁପ ପର୍ଯ୍ୟାୟରେ ଭାରତକୁ ହରାଇଥିବା ପାକିସ୍ତାନର ବିଜୟ ରଥ ଚଳିତ ଟି୨୦ ବିଶ୍ୱକପ୍‌ର ସେମିଫାଇନାଲଟରେ ଅଟକିଛି। ଦ୍ୱିତୀୟ ସେମିଫାଇନାଲକୁ ୫ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନର ପରାଜୟ ରେକର୍ଡ ଜାରି…

ବିଶ୍ୱକୁ ନୂଆ ଚାମ୍ପିୟନ ଦେବେ ଦୁଇ ପଡ଼ୋଶୀ

ଦୁବାଇ,୧୨।୧୧: ଏଥର ବିଶ୍ୱକୁ ମିଳିବ ନୂଆ ଚାମ୍ପିୟନ। ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଅଷ୍ଟ୍ରେଲିଆ ୫ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ଏକଦା ପରାଜୟ…

କୋଚ୍‌ ହେଡେନଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ,୧୧।୧୧: ପାକିସ୍ତାନ ଅଧିନାୟକ ତଥା ବ୍ୟାଟର ବାବର ଆଜାମ ପଦାର୍ପଣ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ଧାରାରେ ସେ ଭାଙ୍ଗି ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଓପନର ତଥା ବର୍ତ୍ତମାନ ପାକିସ୍ତାନ ଦଳର…

ଟି୨୦ ଇତିହାସରେ ରିଜଓ୍ବାନ ପ୍ରଥମ ବ୍ୟାଟର

ଦୁବାଇ,୧୧।୧୧: ଫୁଲ ଫର୍ମରେ ଥିବା ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ଟି୨୦ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ ହଜାରେରୁ ଅଧିକ ରନ୍‌ କରିଛନ୍ତି। ଗୁରୁବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ସେ ଖେଳିଥିଲେ ୬୭…

ପାକିସ୍ତାନକୁ ୧୭୬ ରନ୍‌ରେ ରୋକି ଦେଲା ଅଷ୍ଟ୍ରେଲିଆ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୬ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ପାଇଁ…

ଦିନିକିଆ ନେତୃତ୍ୱ ଛାଡ଼ିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ିଥିବା ବିରାଟ କୋହଲି ଆଗାମୀ ଦିନରେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ଛାଡ଼ି ପାରନ୍ତି। ଦିନିକିଆ ଦଳର ନେତୃତ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ କୋହଲିଙ୍କ ସହ ବିସିସିଆଇର ମୁଖ୍ୟ ଆଲୋଚନା କରିବେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?