ଖେଳ

ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ

ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ ନ ଥିଲା। ମ୍ୟାଚ୍‌ର ୩ୟ ଓଭରରେ ଅଫିଫ ପାକିସ୍ତାନୀ ପେସର ଶାହିନ ଶାହ ଆଫ୍ରିଦୀଙ୍କୁ…

‘ଆଶା କରୁଛି, ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବି’

ଚେନ୍ନାଇ,୨୦।୧୧: ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବାକୁ ଚାହେଁ। କିନ୍ତୁ ଏଥିଲାଗି ବର୍ଷେ ଲାଗିବ କି ୫ ବର୍ଷ ସମୟ ଲାଗିବ କହିହେବ ନାହିଁ। ଆଇପିଏଲ ଭବିଷ୍ୟତ ଉପରେ ଏଭଳି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ।…

‘ଆଇପିଏଲରେ ଖେଳିବା ନେଇ ଚିନ୍ତା କରିବି’

ଚେନ୍ନାଇ,୨୦।୧୧: ଆଇପିଏଲର ଆଗାମୀ ସଂସ୍କରଣରେ ଖେଳିବା ଲାଗି ଚିନ୍ତା କରିବି। ଏଥିଲାଗି ଯଥେଷ୍ଟ ସମୟ ଅଛି। ଏଣୁ ତରତର ହୋଇ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ। ଏଭଳି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଚେନ୍ନାଇର…

ଅନ୍ତିମ ଓଭରରେ ନେଲେ ଲଗାତାର ୪ ଉଇକେଟ

ନୂଆଦିଲ୍ଲୀ,୨୦।୧୧: କର୍ନାଟକ ବିପକ୍ଷରେ ଶନିବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ବିଦର୍ଭ ପେସର ଦର୍ଶନ ନାଲକାଣ୍ଡେ ଅନ୍ତିମ ଓଭରରେ ଲଗାତାର ୪ ବଲରେ ୪ ଉଇକେଟ ନେଇଛନ୍ତି। ଏଭଳି ସଫଳତା ପାଇବାରେ ଅଭିମନ୍ୟୁ ମିଥୁନଙ୍କ ପରେ…

କାମ ଦେଉଛି ଗୁରୁମନ୍ତ୍ର; ହେଲେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରୁନି

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ। ଚଳିତ ବର୍ଷ ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଇତିହାସ ରଚି ୩୨ ଉଇକେଟ ନେଇ ପର୍ପଲ…

ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍‌ରେ ଅତିଥି ଟିମ୍‌କୁ ପରାସ୍ତ କରି ସିରିଜ୍‌କୁ ଆଗୁଆ ଜିତି ନେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜର ୨୫ତମ ଅର୍ଦ୍ଧଶତକ…

ଗୋଟିଏ ଦିନ ୩୦୯ ରନ୍‌ କରି ଚମକାଇ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୯।୧୧: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌।…

ପଦାର୍ପଣରେ କମାଲ କଲେ

ରାଞ୍ଚି,୨୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରି ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କଠାରୁ ଭାରତୀୟ କ୍ୟାପ୍‌ ଗ୍ରହଣ କରିଥିଲେ। କ୍ରମାଗତ ଦ୍ୱିତୀୟଥର ପାଇଁ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି…

ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ରାଞ୍ଚି,୧୯।୧୧: ଚଳିତ ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୨-୦ରେ ଜିତି ନେଇଛି। ସ୍ଥାନୀୟ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ…

ସିରିଜ ଜିତିବା ଲାଗି ୧୫୪ ରନ୍‌ର ଟାର୍ଗେଟ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୫୩ ରନ୍‌ କରିଛି। ଟିମ୍‌ ଇଣ୍ଡିଆ ଆଗରେ ସିରିଜ ଜିତିବା ଲାଗି ୧୫୪ ରନ୍‌ର ଟାର୍ଗେଟ…

ଟସ୍‌ ଜିତି ବୋଲିଂ କରିବ ଇଣ୍ଡିଆ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ ଜିତି…

ବହୁ କଷ୍ଟରେ ଜିତିଲା ପାକିସ୍ତାନ

ଢାକା,୧୯।୧୧: ସ୍ଥାନୀୟ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ମ୍ୟାଚରେ ପାକିସ୍ତାନ ୪ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ୨୦ ଓଭରରେ ୭ ଉଇକେଟ ହରାଇ ୧୨୭ ରନ୍‌ କରିଥିଲା। ପାକିସ୍ତାନ ୧୯.୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?