Home Left

କୋଶଲ ମହାବନ୍ଦ, ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ

୧୮।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆନ୍ଦୋଳନ ତେଜିଛି। କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ ବରଗଡ଼ ଜିଲାରେ ଯଥେଷ୍ଟ ଅନୁଭୂତ ହୋଇଛି। ଜିଲାର ଗାଁଠୁ ସହର ସବୁଠି ବନ୍ଦ…

ଗୁମାଝରନକୁ ପର୍ଯ୍ୟଟକଙ୍କୁ ଦୂରେଇ ରଖୁଛି କଲଭର୍ଟ, ଖରାପ ରାସ୍ତା

ଗୋବିନ୍ଦପାଲି, ୧୮ା୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଗୁମାଝରନ ଜଳପ୍ରପାତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଜିଲାର ପ୍ରବେଶ ଦ୍ୱାର ଗୋବିନ୍ଦାପଲିଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ଏହି ଜଳପ୍ରପାତକୁ ବୁଲିବାକୁ ପ୍ରତି ବର୍ଷ ବିଭିନ୍ନ ଋତୁରେ ଓଡ଼ିଶାର ବିଭିନ୍ନ…

ଘରେ ବସି ଆମାଜନ୍‌ରୁ କିଣିପାରିବେ କାର୍‌

ନୂଆଦିଲ୍ଲୀ,୧୮।୧୧: ଇ-କମର୍ସ ମିଳିତ ଆମାଜନ ସମଗ୍ର ବିଶ୍ୱରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଛି। କମ୍ପାନୀ ନିଜର ଆରମ୍ଭ ପୁସ୍ତକରୁ କରିଥିଲା ଏବଂ ଆଜି ଆମାଜନର ନେଟୱାର୍କ ସମଗ୍ର ବିଶ୍ୱରେ ବ୍ୟାପିଛି। ଟିଭି, ସ୍ମାର୍ଟଫୋନ, ପୋଷାକ, ଫ୍ୟାଶନ ଆଇଟମ ବ୍ୟତୀତ ବର୍ତ୍ତମାନ ଆପଣ…

ସ୍ଥାନାନ୍ତର ହେବ ମାଛ ମାର୍କେଟ

ଛତ୍ରପୁର,୧୮।୧୧( ଦିଲ୍ଲୀପ ସାମଲ): ଛତ୍ରପୁର ବାଳିକା ବିଦ୍ୟାଳୟ ରୋଡ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଆମିଷ ମାର୍କେଟ ହଟିବ। ଏନେଇ ଶୁକ୍ରବାର ଏନଏସି କାର୍ଯ୍ୟାଳୟରେ ବ୍ୟବସାୟୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ନୂଆବସଷ୍ଟାଣ୍ଡ…

ଆରବ ଦେଶ ସହ ମିଶି ଗାଜା ଉପରେ ଶାସନ କରିପାରେ ଇସ୍ରାଏଲ, ୟୁଏନ୍‌ରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ସଙ୍କେତ

ଜେରୁଜେଲମ,୧୮।୧୧: ମିଳିତ ଜାତିସଂଘରେ ଇସ୍ରାଏଲର କୂଟନୀତିଜ୍ଞ କହିଛନ୍ତି ଯେ, ହମାସକୁ ହଟାଇବା ଏବଂ ଗାଜା ଷ୍ଟ୍ରିପରେ ଅପରେଶନ ଶେଷ ହେବା ପରେ ଇସ୍ରାଏଲ ଆରବ ଦେଶ ସହ ମିଶି ଗାଜାର ଭବିଷ୍ୟତ ବିଷୟରେ ଆଲୋଚନା କରିବ। ଗଣମାଧ୍ୟମକୁ ସୂଚନା ଦେଇ ଇସ୍ରାଏଲର…

ବିଶ୍ୱର ସବୁଠାରୁ ବଡ ସ୍ବର୍ଣ୍ଣମୁଦ୍ରା, ଓଜନ ଏତେ ଯେ ଗୋଟିଏ ହାତରେ ଉଠାଇବା ମୁସ୍କିଲ!

ସୁନା ଏପରି ଏକ ଧାତୁ ଯାହାର ପ୍ରଶଂସକସାରା ବିଶ୍ୱରେ ରହିଛନ୍ତି। ଭାରତରେ ଲୋକମାନେ ସୁନାକୁ ଏତେ ଭଲ ପାଆନ୍ତି ଯେ ଯଦି ଆପଣ କୌଣସି ରାଜ୍ୟକୁ ଯାଆନ୍ତି, ତେବେ ଆପଣ ସେମାନଙ୍କ ସମ୍ପ୍ରଦାୟ କିମ୍ବା ସେହି ଅଞ୍ଚଳରେ ମହିଳାମାନଙ୍କ ମଧ୍ୟରୁ ଅଧାକାଂଶ…

ବିଶ୍ୱକପରେ ଆଇସିସି-ବ୍ରୋଡକାଷ୍ଟର୍‌ କରୁଛି ବିପୁଳ ଆୟ, ୨୦ ହଜାର କୋଟି ଟଙ୍କା ବୃଦ୍ଧି ପାଇପାରେ ଦେଶର ଅର୍ଥନୀତି

ନୂଆଦିଲ୍ଲୀ,୧୮।୧୧: ଏଥର କ୍ରିକେଟ ବିଶ୍ୱକପ ଅନେକ ରେକର୍ଡ ସୃଷ୍ଟି କରୁଛି। ପ୍ରସାରଣ ଦର୍ଶକଙ୍କ ସଂଖ୍ୟା ହେଉ କିମ୍ବା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ହେଉ କିମ୍ବା ପ୍ରଯୋଜକ ଏବଂ ଟିଭି ରାଇଟ୍ସରୁ ଟଙ୍କା ରୋଜଗାର ହେଉ … ଏହି ଘଟଣା ପ୍ରତ୍ୟେକ…

ବୁଡ଼ିଯାଉଥିବା ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡ଼ିଗଲେ

ଡେରାବିଶ, ୧୮ା୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ୨ନଂ. ୱାର୍ଡ଼ ବାବୁରାମପାଟଣା ଗାଁର ଦୁଇଜଣ ନାବାଳିକା ସାଙ୍ଗହୋଇ ଗାଁ ଦେଇ ଯାଇଥିବା ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ…

ଅଟକିଲା ଉତ୍ତରକାଶୀ ଟନେଲ ଅପରେଶନ କାମ, ଇନ୍ଦୋରରୁ ମଗାଯାଇଛି ତୃତୀୟ ମେଶିନ

ଉତ୍ତରକାଶୀ,୧୮।୧୧: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲ ଦୁର୍ଘଟଣାର ଶୁକ୍ରବାର ଥିଲା ଷଷ୍ଠ ଦିନ। ଟନେଲରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ଏହା ଭିତରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।…

ବସ୍‌ ପୋଡ଼ିରେ ମହିଳା ମୃତ ଘଟଣା: ୮ ଦିନ ହେଲାଣି ମୃତଦେହ ଫେରିନାହିଁ

ମାର୍ଶାଘାଇ,୧୮ା୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କୋଲ୍‌କାତାରୁ ପାରାଦୀପ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଗତ ୧୦ ତାରିଖ ରାତିରେ ନିଆଁ ଲାଗି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିଲା। ମାର୍ଶାଘାଇ ଥାନା ଅଙ୍ଗୁଳାଇ…

ଟ୍ରଫି ସହ ଆକାଶରେ ନାଁ ଲେଖି ବିଶ୍ୱକପ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ପୂର୍ବତନ ବିଶ୍ୱବିଜେତା କ୍ୟାପଟେନଙ୍କର ହେବ ପରେଡ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଇତିହାସରେ ଏମିତି ପ୍ରଥମ ଥର ହେବାକୁ ଯାଉଛି ଟ୍ରଫି ସହିତ ଆକାଶରେ ବିଶ୍ୱ ଚାମ୍ପିୟନର ନାମ ଲେଖାଯିବ। ୧୨୦୦ ଡ୍ରୋନ ଦ୍ୱାରା ଫିଙ୍ଗାଯାଇଥିବା ଆଲୋକ ମାଧ୍ୟମରେ ଏହା ସମ୍ଭବ ହେବ। ଟ୍ରଫି ବିଜେତାଙ୍କୁ ଦିଆଯିବା ପରେ ସମଗ୍ର ନରେନ୍ଦ୍ର…

ଦକ୍ଷିଣ ଫିଲିପାଇନ୍ସରେ ଭୂକମ୍ପ ଝଟକା

ମାନିଲା,୧୮।୧୧: ଦକ୍ଷିଣ ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଆସୋସିଏଟେଡ ପ୍ରେସ୍‌ ରିପୋର୍ଟ ଅନୁଯାୟୀ ଭୂକମ୍ପ ଯୋଗୁଁ ମଲ୍‌ର ଛାତ ଭୁଶୁଡି ପଡିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri