Home Left

ପୌର ଦୁର୍ନୀତି ପ୍ରମୁଖ ଅଭିଯୁକ୍ତ ଗିରଫ

ଢେଙ୍କାନାଳ,୪ା୧୦(ରତନ ନାୟାର)ଢେଙ୍କାନାଳ ପୌର ସଂସ୍ଥାରେ ୭୭ ଲକ୍ଷ ୯୪ ହଜାର ୭୦୯ ଟଙ୍କା ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସହକାରୀ ଟ୍ୟାକ୍ସ କଲେକ୍ଟର ସନ୍ତୋଷ କୁମାର ରାଉଳ ଗିରଫ ହୋଇଛନ୍ତି। ଗତ ୧ ତାରିଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ହାଇଦ୍ରାବାଦସ୍ଥିତ ଜଣେ…

ଦିଅର ଗୁଳିମାଡ଼ରେ ଭାଉଜ ଗୁରୁତର

ଲୋଇସିଂହା, ୪।୧୦ (ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ନୁନିଆପାଲି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଦିଅର ଗୁଳିମାଡରେ ଭାଉଜ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳା ସନ୍ତୋଷିନୀ ବର୍ଗେ(୫୦)ଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି…

୭ ବର୍ଷରେ ମଲେଣି ୫୫ ବାଘ

ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ରାଜ୍ୟରେ ୨୦୧୫-୧୬ଠାରୁ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ୪୮ କଲରାପତରିଆ ବାଘ ଓ ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ…

କିଛି ଲୋକ ସାମ୍ବାଦିକତାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି: ଅନୁରାଗ

ଭୁବନେଶ୍ୱର,୪।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ମାନୁଥିଲେ। ଏବେ କିଛି ଲୋକ ଏହାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କୁ ଗାନ୍ଧୀଙ୍କ କଥା ମନେପକାଇଦେବାକୁ ଚାହୁଁଛି। ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ସମାଜରେ ବହୁତ କ୍ଷତି ପହଞ୍ଚାଇଥାଏ ବୋଲି…

ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓଥେରାପିଷ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର)କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟିକାନ୍‌ ସିଟି ଗସ୍ତ କରିଥିବା ସମୟରେ ତାଙ୍କ ସାଙ୍ଗରେ ଯାଇଥିବା ଶ୍ରଦ୍ଧା କିଏ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଏହାସହ ତାଙ୍କୁ ସରକାରୀ ବଙ୍ଗଳା ମିଳିଥିବା ସହ ଶ୍ରଦ୍ଧାଙ୍କ ଭାଟିକାନ୍‌ ସିଟି…

ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୪ା୧୦(ଅନିଲ ଦାସ)ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ମଙ୍ଗଳବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଦିନକ ପୂର୍ବରୁ ଏହି ଅଧିବେଶନ ପରିସମାପ୍ତି ହୋଇଛି ।…

‘ଅଭିଯୋଗ ଅତ୍ୟନ୍ତ ଗମ୍ଭୀର, ଆମେ ଚିନ୍ତିତ ଅଛୁ’ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ଅଭିଯୋଗ ଉପରେ ଆମେରିକାର ବୟାନ

ଓ୍ବାଶିଂଟନ,୪।୧୦: ଖାଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ଆସିଛି। ଭାରତ-କାନାଡା ସମ୍ପର୍କକୁ ନେଇ ଆମେରିକା ମଧ୍ୟ ନିଜର ଉଦ୍‌ବେଗ ପ୍ରକାଶ କରିଛି। ଆମେରିକାର…

ଅଯୋଗ୍ୟ ଶିକ୍ଷାନୁଷ୍ଠାନକୁ ପିଏମ୍‌ଏସ୍‌ ଅନୁକମ୍ପା

ଭୁବନେଶ୍ୱର,୪।୧୦(ଅନିଲ ଦାସ)ରାଜ୍ୟ ସରକାର ଜନସାଧାରଣଙ୍କ ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେହି ଯୋଜନାର ସୁଫଳ କିପରି ଲୋକମାନେ ପାଇପାରିବେ ସେ ନେଇ ସର୍ବଦା ଗୁରୁତ୍ୱ ଦେଉଛନ୍ତି। କର୍ମଚାରୀମାନେ ଉତ୍ସର୍ଗୀକୃତ ଭାବେ ଜନସାଧାରଣଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ପରାମର୍ଶ…

ଖେବର ପାଖ୍ଟନଖୱା ପ୍ରଦେଶରେ ୧୦ ଆତଙ୍କବାଦୀ ନିହତ

ଇସଲାମାବାଦ,୪।୧୦: ପାକିସ୍ତାନର ଅଶାନ୍ତ ଖେବର ପାଖ୍ଟନଖୱା ପ୍ରଦେଶରେ ପାକିସ୍ତାନୀ ସୈନିକଙ୍କ ଦ୍ୱାରା କରାଯାଇଥିବା ଅପରେଶନ ସମୟରେ ଅତି କମରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ପ୍ରଦେଶର ଟେଙ୍କ ଜିଲାରେ…

ବାଚସ୍ପତି ପଦରୁ ହଟିଲେ କେଭିନ ମ୍ୟାକାର୍ଥୀ

ଓ୍ବାଶିଂଟନ,୪।୧୦: ଆମେରିକାର ପ୍ରତିନିଧି ସଭାର ଅଧ୍ୟକ୍ଷ ପଦରୁ ରିପବ୍ଲିକାନ ସାଂସଦ କେଭିନ ମ୍ୟାକାର୍ଥୀଙ୍କୁ ହଟାଇ ଦିଆଯାଇଛି। ଆମେରିକା ସଂସଦ କଂଗ୍ରେସର ନିମ୍ନ ସଦନ ତଥା ପ୍ରତିନିଧି ସଭାର ମଙ୍ଗଳବାର ମ୍ୟାକାର୍ଥୀଙ୍କୁ ବାଚସ୍ପତି ପଦରୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଇତିହାସରେ…

ଏନ୍‌ଡିଏରେ ମିଶିବାକୁ ଚାହୁଁଥିଲେ କେସିଆର୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୪ା୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ୨୦୨୦ ପୌର ନିର୍ବାଚନ ପରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ମିଶିବାକୁ ଚାହୁଁଥିଲେ। ଏନେଇ ସେ ଅନେକ ଥର ଅନୁରୋଧ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ…

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍‌

କେନ୍ଦ୍ରାପଡ଼ା, ୪ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳିକୁ ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମିଳିଛି। କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ଓ ଅନ୍ୟ ସଙ୍ଗଠନ ପକ୍ଷରୁ ହୋଇଥିବା ଆବେଦନ (ନଂ. ୮୦୨/୨୩/୧୨/୨୦୨୧) ସଫଳ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri