Home Left

ମହାନ୍ତ ସମ୍ପ୍ରଦାୟର ଗୋଠ ପୂଜା, ଧିଙ୍ଗୁଆନ

କାଳିଆପାଣି,୧୪।୧୧(ଅସିତ ମହାନ୍ତ): ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ପୂଜାନୀତି ପ୍ରଚଳିତ ଥିବା ବେଳେ କୁଡ଼ୁମି ମହାନ୍ତ ସମ୍ପ୍ରଦାୟର ଦୀପାବଳିରେ ଗୋଠ ପୂଜା ଓ ଧିଙ୍ଗୁଆନ ପାଳନ ଏକ ନିଆରା ପରମ୍ପରା । ପ୍ରକୃତି ପୂଜକ କୁଡୁମି ସମ୍ପ୍ରଦାୟ ଲୋକମାନେ ଦୈନ୍ୟଦିନ ଜୀବନ ଜୀବିକାରେ…

ୱାଗନ୍‌ ବ୍ଲାଷ୍ଟିଂରେ ଲୋକେ ଥରହର

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି କଳାପଥର ଲୁଟ୍‌ ଜୋର ଧରିଛି। ଖଣି ଓ ରାଜସ୍ବ ବିଭାଗ ମିଳିତ ଭାବେ ଏହି ଲୁଟ୍‌କୁ ରୋକିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ଓଲଟା ତାହା…

ଅଷ୍ଟଧାତୁ ମୂର୍ତ୍ତି ଚୋରିକୁ ବର୍ଷେ ବିତିଲା

କାଏମା,୧୪।୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ପାଟପୁର ପଞ୍ଚାୟତରେ ଥିବା ବହୁ ପୁରାତନ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାକୁ ଇତିମଧ୍ୟରେ ୧ ବର୍ଷ ବିତିଛି। ହେଲେ ଆଜି ପର୍ଯ୍ୟନ୍ତ ଯାଜପୁର ପୋଲିସ ମୂର୍ତ୍ତି…

ବର୍ତ୍ତିଯିବାକୁ ଗହମ ଖୋଜା ଚାଲିଛି

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଆବାସ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଆସୁଛି। ୧୪ ମାସ ତଳେ ଏହି ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ…

ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର,୧୪।୧୧(ଅସମାପିକା ସାହୁ): ଶିଶୁ ଦିବସ ଅବସରରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ…

ଦୀପାଙ୍କ ଡବଲ୍‌ରେ ଓଡ଼ିଶା ବିଜୟୀ

ସୁନ୍ଦରଗଡ,୧୪ା୧୧, (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଷ୍ଟାଡିୟମଠାରେ ୨୮ତମ ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା କ୍ରୀଡା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇ ଟୁର୍ନାମେଣ୍ଟର ପ୍ରଥମ…

ଫୁଟ୍‌ବଲରେ ନିଆଁ ଲଗାଇ ଖେଳିଲେ

ରେଢ଼ାଖୋଲ,୧୪ା୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଦୀପାବଳି ପାଳନର ଏକ ସ୍ବତନ୍ତ୍ରତା ରହିଛି। ଦୀପାବଳି ଅବସରରେ ରେଢ଼ାଖୋଲ ଯଦୁମଣି ପାଟଣା ଲକ୍ଷ୍ମୀପୂଜା କମିଟି ସଭ୍ୟମାନେ ରବିବାର ସନ୍ଧ୍ୟାରେ ଫୁଟ୍‌ବଲରେ ନିଆଁ ଲଗାଇ ଖେଳିଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମରେ ଏହି…

ପ୍ରମୋଦଙ୍କୁ ସ୍ବର୍ଣ୍ଣ, ଦୀପ ରଞ୍ଜନଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪।୧୧, (ତପନ ସ୍ବାଇଁ): ଟୋକିଓରେ ହୁଲିକ ଦାଇହାତ୍‌ସୁ ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ସୋମବାର ଶେଷ ହୋଇଛି। ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ଦୀପ୍‌ ରଞ୍ଜନ ବିଷୋୟୀ ଡବଲ୍ସରେ…

ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୪ା୧୧,(ସରୋଜ ଜେନା): ନେପାଳ ସିରିଜ ପାଇଁ ସୋମବାର ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ମହାସଂଘ(କାବି) ପକ୍ଷରୁ ୧୭ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୪ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ନେପାଳ ସହିତ ପ୍ରଥମ ଥର ପାଇଁ ଏକ…

ଭାରତ ପକ୍ଷରୁ ଖେଳିବେ ଓଡ଼ିଶାର ସୁବ୍ରତ

ଭୁବନେଶ୍ୱର, ୧୪।୧୧,(ତପନ ସ୍ବାଇଁ): ଅନ୍ତର୍ଜାତୀୟ ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଫେଡେରେଶନ (ଆଇବିଏଓ୍‌ଏଫ୍‌)ର ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ କାତାରର ଦୋହାଠାରେ ଆରମ୍ଭ ହେବ। କାତାର ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଫେଡେରେଶନ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ…

ଜୋକୋଭିଚ ବର୍ଷ ଶେଷ ନମ୍ବର ଓ୍ବାନ

ତୁରିନ୍‌, ୧୪ା୧୧ (ଏପି): ସର୍ବୀୟ ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ଏଟିପି ଫାଇନାଲ୍ସରେ ହେଲ୍‌ଗର ରୁନ୍‌ଙ୍କୁ ୭-୬ (୪), ୬-୭ (୧), ୬–୩ ସେଟ୍‌ରେ ପରାସ୍ତ କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ ୩ ଘଣ୍ଟାରୁ ଅଧିକ ସମୟ…

ସର୍ବଭାରତୀୟ ସିଭିଲ ସର୍ଭିସ କ୍ରିକେଟ ପାଇଁ ଓଡ଼ିଶା ଦଳ ଚୟନ

ଭୁବନେଶ୍ୱର, ୧୪।୧୧, (ତପନ ସ୍ବାଇଁ): ନୂଆଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ ସିଭିଲ ସର୍ଭିସ କ୍ରିକେଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳର ଚୟନ ଶିବିର ହାଇଟେକ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କ୍ରିକେଟ କୋଚ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri