Home Left

୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା

କରାଚି,୧।୧୦: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ କରାଚିରେ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ କ୍ୱେସେର ଫାରୁକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଫାରୁକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା(ଏଲ୍‌ଇଟି) ମୁଖ୍ୟଙ୍କ ଘନିଷ୍ଠ…

ଟେନିସ କୋର୍ଟରେ ଧୋନୀ

ନୂଆଦିଲ୍ଲୀ,୧।୧୦: ଭାରତର ମହାନ ଅଧିନାୟକ ତଥା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ଟେନିସ କୋର୍ଟରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧୋନି ଟେନିସ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ…

ସେପଟେ ଚାଲିଥିଲା ଆଇଏଏସ୍‌ ଟ୍ରେନିଂ, ଏପଟେ ପ୍ରେମରେ ପଡ଼ିଥିଲେ ଏହି ଅଫିସର ଯୋଡ଼ି

ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀରେ ଆଇଏଏସ୍‌ର ଟ୍ରେନିଂ ଦିଆଯାଇଥାଏ। ପ୍ରତି ବର୍ଷ ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଧିକାରୀମାନେ ଏଠାରେ ଟ୍ରେନିଂ ନେବାକୁ ପହଞ୍ଚିଥାନ୍ତି। ଏହି ସେଣ୍ଟରରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେଥିରୁ ଗୋଟିଏ ହେଲା ଆଇଏଏସ୍‌…

ସୀମାରେ ଧରାପଡିଲା ପାକିସ୍ତାନୀ ଡ୍ରୋନ

ଜୟପୁର,୧।୧୦: ପାକିସ୍ତାନ ନିଜର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ବର୍ତ୍ତମାନ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଇବା ପାଇଁ ଡ୍ରୋନ ବ୍ୟବହାର କରିବା ଆରମ୍ଭ କରିଛି। ରାଜସ୍ଥାନର…

‘ଘୋଷ୍ଟ’ର ଟ୍ରେଲର ରିଲିଜ୍‌

କନ୍ନଡ ସୁପରଷ୍ଟାର ଶିବକୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ୍‌ ହୋଇଛି। ଆକ୍ସନ ପ୍ୟାକ ହୋଇଥିବା ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକ ଫିଲ୍ମକୁ ନେଇ ଉତ୍ସାହିତ ହୋଇପଡିଛନ୍ତି। ଟ୍ରେଲରରେ ଶିବକୁମାରଙ୍କ ଆକ୍ସନ-ପ୍ୟାକ…

ଗୋଟିଏ ବର୍ଷରେ ୩୯ ଫିଲ୍ମ କରିଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନୟ ଦୁନିଆରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଏପରି କାର୍ଯ୍ୟ କରିଛନ୍ତି, ଯାହାଙ୍କୁ ମୃତ୍ୟୁ ପରେ ମଧ୍ୟ ସେମାନେ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ଏହିପରି ଜଣେ ଅଭିନେତା ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସୁପରଷ୍ଟାର ପ୍ରେମ୍‌…

ସମର୍ପଣ ହେଲେ ବିଜେତା

ବମ୍ବେ: ଶେଷ ହୋଇଛି ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ଚାପ୍ଟର ୩’। ଶନିବାର ରାତିରେ ପ୍ରସାରିତ ଅନ୍ତିମ ଏପିସୋଡରେ ଶୋ’କୁ ଏହାର ବିଜେତା ମିଳିଛି। ଫାଇନାଲରେ ନୃତ୍ୟଶିଳ୍ପୀ ସମର୍ପଣ ନାମା ଟ୍ରଫି ଜିତିଛନ୍ତି। ଏଥିସହ ତାଙ୍କୁ ୧୫ ଲକ୍ଷର…

ଜନସ୍ବାର୍ଥ ପ୍ରସଙ୍ଗରେ ଭାଜପା-କଂଗ୍ରେସର ମନୋଭାବ ପ୍ରାୟ ସମାନ: ମାୟାବତୀ

ନୂଆଦିଲ୍ଲୀ,୧।୧୦: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ଦଳ ସହ ମେଣ୍ଟ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ରବିବାର ପୁଣି ଦଳ ପକ୍ଷରୁ ଏକଥା ଦୋହରାଯାଇଛି। ଲକ୍ଷ୍ନୌର ପାର୍ଟି କାର୍ଯ୍ୟାଳୟରେ ଲୋକ ସଭା…

ଆମରଣ ଅନଶନରୁ ଲୋକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମର ଲୋକେ ପଟ୍ଟା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ୨୧ ଦିନରେ ପହଞ୍ଚିଛି। ତେବେ ଅନଶନରେ ବସିଥିବା ଲୋକଙ୍କୁ ଛତ୍ରପୁର ଥାନା ପୋଲିସ ଉଠାଇ…

ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପୁଣି ଲେଖାଗଲା ବିବାଦୀୟ ସ୍ଲୋଗାନ୍‌; ପ୍ରଧାନମନ୍ତ୍ରୀ ମୋଦି ଏବଂ କଶ୍ମୀରକୁ ନେଇ ଟିପ୍ପଣୀ

ନୂଆଦିଲ୍ଲୀ,୧।୧୦: ପୁଣି ଚର୍ଚ୍ଚାରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)। ରବିବାର ସକାଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର କିଛି ସ୍ଥାନରେ ଆପତ୍ତିଜନକ ସ୍ଲୋଗାନ ଲେଖାଯାଇଥିବା ଦେଖାଯାଇଥିଲା। ଏହା ଉପରେ ଛାତ୍ରୀଛାତ୍ରୀଙ୍କ ନଜର ପଡ଼ିବା କ୍ଷଣି ସେମାନେ ଚକିତ ହୋଇଥିଲେ। ତେବେ ଉକ୍ତ ସ୍ଲୋଗାନ ପ୍ରଧାନମନ୍ତ୍ରୀ…

ମୋଦିଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ଭାଜପା-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ଓ୍ବାର

ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି, କିନ୍ତୁ ଏହାପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ପୋଷ୍ଟର ମାଧ୍ୟମରେ ଉଭୟ ଦଳ ପରସ୍ପରକୁ…

ରାହୁଲଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସତ୍ୟମ, ଶିବମ୍‌ ସୁନ୍ଦରମଙ୍କ ନାମରେ ହିନ୍ଦୁତ୍ୱକୁ ନେଇ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ସମଗ୍ରତା, ଦୟା ଏବଂ କରୁଣା ବିଷୟରେ ଉଲ୍ଲେଖ କରିଥିଲେ। ଭାଜପା ନେତା ମନଜିନ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri