ଯୁବକଙ୍କୁ ଆକ୍ରମଣ: ଅଭିଯୁକ୍ତ କୋର୍ଟଚାଲାଣ
ବେଲଗୁଣ୍ଠା,୧୭ା୧୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗରେ ଶୁକ୍ରବାର ଗାଙ୍ଗପୁର ପୋଲିସ୍ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକ ଏହି ଥାନା ଅନ୍ତର୍ଗତ କେଶପୁର ଶାସନ ଗ୍ରାମକୁ ବାରମ୍ବାର ଯିବା ଆସିବା କରୁଥିଲେ।…
କାଉନ୍ସିଲର ଉପ ନିର୍ବାଚନ: ୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ
ଯୋଡ଼ା,୧୭ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପଳିକାର ୮ ନଂ. ୱାର୍ଡରେ ନଭେମ୍ବର ୨୯ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୌର ପାଳିକା ନିର୍ବାଚନ ପରିଚାଳନା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…
ବାଣ ଚୋରି ଘଟଣାରେ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ
ଗୋପାଳପୁର,୧୭।୧୧(ନବୀନ ରାଜ ଆଚାରୀ) ବାଣ ଚୋରି କରିବା ଅଭିଯୋଗରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବି ନୂଆଗାଁ ଗ୍ରାମର ଭିକାରି ଦାସ(୨୦), ପ୍ରଦୀପ ଦାସ (୨୧)ବୋଲି…
ୱିଗ୍ ଲାଗି ବିଶ୍ୱ ରେକର୍ଡ
ଅବୁଜା: ନାଇଜେରିଆର ଜଣେ ୱିଗ୍ ମେକର ୧ହଜାର ୧୫୨ ଫୁଟ ୫ ଇଞ୍ଚ ଲମ୍ବର ଦୀର୍ଘତମ ହାତତିଆରି ୱିଗ୍ ପ୍ରସ୍ତୁତ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ୩ଟି ଫୁଟ୍ବଲ ପଡ଼ିଆଠାରୁ ବି ଲମ୍ବା। ଲାଗୋସ ବାସିନ୍ଦା…
ଗୀତ ଶୁଟ୍ ପାଇଁ ୨ ଦିନ ପାଣି ପିଇ ନ ଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ଙ୍କ ୩ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ଚଳଚ୍ଚିତ୍ର ‘ପଠାନ୍’ ଏବଂ ‘ଜୱାନ୍’ ତାଙ୍କୁ ଅନେକ ସଫଳତା ଦେଇଛି। ନିକଟରେ ନିର୍ଦ୍ଦେଶକ- କୋରିଓଗ୍ରାଫର ଫର୍ହାନ ଖାନ୍ ଶାହରୁଖ୍ଙ୍କ କଠିନ ପରିଶ୍ରମ ବିଷୟରେ କହିଛନ୍ତି। ୧୯୯୨ ମସିହାରେ ସେ…
୮୬ ବର୍ଷ ବୟସରେ ୪ ସ୍ବର୍ଣ୍ଣ ପଦକ ଜିତିଲେ ସୁବ୍ରମଣ୍ୟମ
ନୂଆଦିଲ୍ଲୀ,୧୭ା୧୧: ଭାରତର ୮୬ ବର୍ଷୀୟ କେ. ସୁବ୍ରମଣ୍ୟମ ଫିଲିପାଇନ୍ସରେ ଅନୁଷ୍ଠିତ ଏସିଆନ ମାଷ୍ଟର୍ସ ଆଥ୍ଲେଟିକ୍ସ ମିଟ୍ରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୁବୁ ନାମରେ ପରିଚିତ ସୁବ୍ରମଣ୍ୟମ ୮୫ ବର୍ଷରୁ ଊର୍ଦ୍ଧ୍ୱ କାଟେଗୋରିରେ ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ହାଇଜମ୍ପ ଓ…
ଏମିତି କ’ଣ କହିଲେ କି’ ରୋହିତ ଶର୍ମା, ହସ ରୋକିପାରିଲେ ନାହିଁ ଶ୍ରେୟସ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଜର୍ସି ସଂଖ୍ୟା ୪୫। ଯେତେବେଳେ ସେ ମଇଦାନକୁ ଓହ୍ଲାନ୍ତି ଚୌକା ଛକା ବର୍ଷା ହୁଏ। ଏ ନେଇ ସୋସିଆଲ ମିଡିଆରେ କେହି ଜଣେ କହିଥିଲେ ଯେ, ତାଙ୍କ ଜର୍ସି ନମ୍ବର ୪-୬ ଅର୍ଥାତ…
୨୨ରୁ କଳାବ୍ୟାଜ଼ ପିନ୍ଧିବେ ଅଗ୍ନିଶମ କର୍ମଚାରୀ
ବ୍ରହ୍ମପୁର,୧୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ଅଗ୍ନିଶମ ସେବା ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୨୫୦୦ କର୍ମଚାରୀ ୨ ଦଫା ଦାବି ପୂରଣ ପାଇଁ ଆସନ୍ତା ୨୨ ତାରିଖରୁ କଳାବ୍ୟାଜ଼ ପରିଧାନ କରିବେ। ଦୀର୍ଘବର୍ଷ ହେଲା ଆଗ୍ନିକ, ମୁଖ୍ୟ ଆଗ୍ନିକ ଓ ଆଗ୍ନିକ ଗାଡ଼ି…
୧୮ ଘଣ୍ଟାର ଏନ୍କାଉଣ୍ଟର ଶେଷ: ଟଳିିପଡ଼ିଲେ ୬ ଆତଙ୍କବାଦୀ
ଶ୍ରୀନଗର,୧୭ା୧୧: ଜମ୍ମୁ-କଶ୍ମୀରର କୁଲ୍ଗାମ ଜିଲାରେ ଗୁରୁବାର ରାତିରୁ ଚାଲିଥିବା ଏନ୍କାଉଣ୍ଟର ଦୀର୍ଘ ୧୮ ଘଣ୍ଟା ପରେ ଶେଷ ହୋଇଛି। ଏନ୍କାଉଣ୍ଟରରେ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍ର ପୋଲିସ ଆଇଜି ଭି.କେ. ବିର୍ଡି କହିଛନ୍ତିି। ଡ୍ରୋନ୍ ସହାୟତାରେ ଆତଙ୍କବାଦୀଙ୍କ…
କପ୍ ଜିତିବାକୁ ଚେଷ୍ଟା କରନି,ବଲ୍କୁ କିପରି ହିଟ୍ କରିବ ନଜର ରଖ; ଟିମ୍ ଇଣ୍ଡିଆକୁ କିଛି ଏପରି ଗୁରୁମନ୍ତ୍ର ଦେଲେ ସଦଗୁରୁ
ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ନଭେମ୍ବର ୧୯ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ଫାଇନାଲକୁ ନେଇ ସାରା ଦେଶ ଉତ୍ସାହିତ ଥିବାବେଳେ ସୋସିଆଲ ମିଡିଆରେ ମେନ ଇନ ବ୍ଲୁ ଟ୍ରେଣ୍ଡ କରିବାରେ ଲାଗିଛି। ରବିବାର ହେବାକୁ ଥିବା…
‘ଭାରତୀୟ ଟିମ୍ର ସେଭଳି କିଛି ଦୁର୍ବଳତା ନାହିଁ, ତଥାପି ଆମେ ପ୍ରସ୍ତୁତ’
ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍ ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଦଳ ଏଥିଲାଗି ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜଲଉଡ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବିଶ୍ୱକପ୍ ପୂର୍ବରୁ ଖେଳିଥିବା ସିରିଜକୁ ମନେପକାଇ ସେ କହିଛନ୍ତି, ଆମେ…
ସିଙ୍ଗଡ଼ା ଭିତରେ ଥିବା ମଲା ଝିଟିପିଟିକୁ ଖାଇଲେ ଯୁବକ , ରାସ୍ତାରେ ବାନ୍ତି…
ସିଙ୍ଗଡା ଲୋକଙ୍କ ପ୍ରିୟ ସ୍ନାକ୍ସ ମଧ୍ୟରୁ ଅନ୍ୟତମ । ଏହା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲଲାଗେ। ମାତ୍ର ହାପୁରର ଏକ ଭିଡିଓ ଦେଖିବା ପରେ, ଏହାକୁ ଖାଇବାକୁ ଦୁଇଥର ଚିନ୍ତା କରିବେ। ଜଣେ ବ୍ୟକ୍ତି ଦୋକାନରୁ ସିଙ୍ଗଡ଼ା କିଣି ଖାଇବା ପରେ…
Archives


