Home Left

ଏସ୍‌ସିବିରେ ଫାଟିଲା ପାଣି ପାଇପ୍‌, ରୋଗୀ ହନ୍ତସନ୍ତ

କଟକ,୩ା୧୦ (କାର୍ତ୍ତିକ ସାହୁ):ଏସ୍‌ସିବି ମେଡିକାଲରେ ଦୁଇ ଦିନ ଧରି ବିଦ୍ୟୁତ୍‌ ବିଭ୍ରାଟର କଷ୍ଟ ରୋଗୀଙ୍କୁ ଅତିଷ୍ଠ କରିଛି। ପୁଣି ସୋମବାର ପାଣିପାଇପ ଫାଟି ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି…

ସରପଞ୍ଚଙ୍କ ଧାରଣା ଯୋଗୁ ଗ୍ରାମସଭା ବାତିଲ

ବରୀ,୩ା୧୦(ମହେନ୍ଦ୍ର ସ୍ବାଇଁ): ଗତ ୨୫ ତାରିଖରୁ ରାଜ୍ୟବ୍ୟାପୀ ସରପଞ୍ଚ ସଂଘ ତରଫରୁ ୧୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ହେବ ବୋଲି ନିୟମ…

ଆଜିଠୁ ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର,୩ା୧୦(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ମଙ୍ଗଳବାର ୩ ତାରିଖରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ୧୦ ତାରିଖ ଅପରାହ୍ନ…

ପାରୁଲ, ଆନ୍‌ସିଙ୍କୁ ରୌପ୍ୟ

ହାଙ୍ଗଝୋ,୩।୧୦: ଭାରତର ପାରୁଲ ଚୌଧାରୀ ଓ ଆନ୍‌ସି ସୋଜାନ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ସୋମବାର ରୌପ୍ୟ ପଦକ ହାସଲ କରିଛନ୍ତି। ୪x୪୦୦ ମିଟର ମିକ୍ସଡ ରିଲେ ଦଳ ମଧ୍ୟ ରୌପ୍ୟ ପଦକ ହାସଲ କରିଛି। ମହିଳା ୩୦୦୦ ମିଟର ଷ୍ଟିପ୍‌ଲଚେଜ୍‌ରେ…

ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ/ଜେନେଭା,୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଇଛି। ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣର ‘ପ୍ରି-କ୍ଲିନିକାଲ’ ଏବଂ ‘କ୍ଲିନିକାଲ’ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଆଧାରରେ ଏହି ଅନୁମୋଦନ ଦିଆଯାଇଛି…

ସନାତନ ଧର୍ମ ଉପରେ ଆକ୍ରମଣ ହେଲେ ହେବ ବିନାଶ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩।୧୦: ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବର୍ତ୍ତମାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ ଏବଂ ବାକି ସବୁ…

ବିମାନ ଦୁର୍ଘଟଣା, ସିନେଟର, ପତ୍ନୀଙ୍କ ସହ ଦୁଇ ଶିଶୁ ମୃତ

ଓ୍ବାଶିଂଟନ,୩।୧୦: ଆମେରିକାର ପୂର୍ବ ୟୁଟାରେ ରବିବାର ସାରେ (ସ୍ଥାନୀୟ ସମୟ) ଏକ ବିମାନ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମୋୟାବ ଉପକଣ୍ଠରେ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତର ଡକୋଟା ରାଜ୍ୟ ସିନେଟର ଡଗ ଲାର୍ସନ, ତାଙ୍କ ପତ୍ନୀ…

‘ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ପଦକରୁ ବଞ୍ଚିତ ହେଲି’

ହାଙ୍ଗ୍‌ଝୋ, ୩ା୧୦ ଭାରତର ସ୍ବପ୍ନା ବର୍ମନ ସୋମବାର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଚଳିତ ଏସିଆନ ଗେମ୍ସରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ବ୍ରୋଞ୍ଜ ପଦକ ହାସଲରୁ ସେ ବଞ୍ଚିତ ହୋଇଛନ୍ତି। ଜାକର୍ତ୍ତାରେ ଏସିଆନ ଗେମ୍ସର ୨୦୧୮ ସଂସ୍କରଣରେ ଏକ ସ୍ବର୍ଣ୍ଣ ପଦକ…

ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ଛତ୍ରପୁର,୩।୧୦(ଦିଲିପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଘଡଘଡ଼ାପଲ୍ଲୀ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘଡଘଡ଼ାପଲ୍ଲୀ ଗ୍ରାମର ଏସ. କୁରମେୟା ପାତ୍ର (୬୮)। ସେ ଗତକାଲି ସନ୍ଧ୍ୟାରେ ପୋଖରୀକୁ…

ଓପନର, ସ୍ପିନରଙ୍କୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୩ା୧୦:ପାକିସ୍ତାନକୁ ବିଶ୍ୱ କ୍ରିକେଟର ଏକ ମହାଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ନିକଟ ଅତୀତରେ ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ଦଳର ପ୍ରଦର୍ଶନ ବେଶ୍‌ ଭଲ ମଧ୍ୟ ରହିଛି। ତେବେ ସଦ୍ୟ ସମାପିତ ଏସିଆ କପରେ ପାକିସ୍ତାନ ଦଳର ଦୁର୍ବଳତା ପଦାରେ ପଡିଛି। ଦଳର…

ଚାଇନା ସାହାରାରେ ଚନ୍ଦ୍ରକୁ ଛୁଇଁବାକୁ ଇଚ୍ଛା କରୁଛି ପାକିସ୍ତାନ

ବେଜିଂ/ଇସଲାମାବାଦ,୩।୧୦: ଚାଇନାର ସ୍ପେସ ଏଜେନ୍ସି କହିଛି ଯେ ଆସନ୍ତା ବର୍ଷ ଦେଶର ପ୍ରସ୍ତାବିତ ଚନ୍ଦ୍ର ମିଶନରେ ପାକିସ୍ତାନ ମଧ୍ୟ ଏକ ଭାର ବହନ କରିବ। ଦୁଇ ବନ୍ଧୁ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଥିବା ଦେଖାଯାଉଛି। ଚାଇନା ଅଫିସିଆଲ…

ଆମେରିକା-ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନ୍‌ସର ରୋଗୀ

ନୂଆଦିଲ୍ଲୀ,୩।୧୦: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱର ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ୨୦୨୦ରେ ୧.୯୩ କୋଟି ନୂତନ କ୍ୟାନସର୍‌ ରୋଗୀ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ଭାରତୀୟ। କେବଳ ଏତିକି ନୁହେଁ, ଭାରତରେ ବାର୍ଷିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri