କ୍ରିକେଟ ଫିଲ୍ଡ ଛାଡି ଟେନିସ ଖେଳିଳେ ମାହି
ନୂଆଦିଲ୍ଲୀ,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ମହେନ୍ଦ୍ର ସିଂ ଧୋନି ପଡ଼ିଆରେ ଆଉ କିଛି ଖେଳ ଖେଳୁଥିବା ଦେଖାଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ ଅଧିନାୟକ ଟେନିସ କୋର୍ଟରେ ହାଜର ହୋଇଗଲେଣି। ଆଜିକାଲି ଆଇପିଏଲର ପରବର୍ତ୍ତୀ ସିଜନରେ ଧୋନିଙ୍କ ବିଷୟରେ ଅନେକ…
ଅର୍ଦ୍ଧଶତକ କରି ପାଭିଲିୟନ ଫେରିଲେ ବିରାଟ
ବେଙ୍ଗାଲୁରୁ,୧୨ା୧୧: ବିଶ୍ୱକପ୍ ୨୦୨୩ର ଅନ୍ତିମ ଲିଗ୍ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ସ୍କୋର୍ କରିଛି। ଅର୍ଦ୍ଧଶତକ ହାସଲ କରିବା ପରେ କ୍ୟାପ୍ଟେନ୍ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଆଉଟ ହୋଇଥିଲେ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ…
ଓ୍ବାର୍ଲଡ କପ କ୍ଲୋଜିଂ ସେରିମନିରେ ପରଫର୍ମ କରିବେ ଦୁଆ ଲିପା!
ନୂଆଦିଲ୍ଲୀ,୧୨।୧୧: ବିଶ୍ୱକପର ଶେଷ ଲିଗ ମ୍ୟାଚରେ ନେଦରଲ୍ୟାଣ୍ଡର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏଥି ସହିତ, ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ୧୯ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…
ଗିଲ ମାରିଲେ ୯୫ ମିଟର ଲମ୍ବା ଛକା, ଆଖି ପିଛୁଳାକେ ଷ୍ଟାଡିୟମ ବାହାରକୁ ଚାଲିଗଲା ବଲ୍; ଦେଖନ୍ତୁ ଭିଡିଓ…
ବେଙ୍ଗାଲୁରୁ,୧୨।୧୧: ଭାରତୀୟ କ୍ରିକେଟ ଟିମ୍ ବାଙ୍ଗାଲୁରୁର ଏମ୍. ଚିନ୍ନସ୍ବାମୀ ଷ୍ଟାଡିୟମରେ ରବିବାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳୁଛି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏଯାବତ ଟିମ୍ ଇଣ୍ଡିଆ ୮ ମ୍ୟାଚ୍ ଖେଳିଥିବା…
ଗୋଟିଏ ପରିବାରର ୪ ମୃତ ଦେହ ଉଦ୍ଧାର
ବେଙ୍ଗାଲୁରୁ,୧୨।୧୧: କର୍ନାଟକର ଉଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଘରେ ମିଳିଛି। ପୋଲିସ ଏକ ବିବୃତ୍ତିରେ କହିଛି ଯେ, ମୃତକଙ୍କ ମଧ୍ୟରେ…
ନେଦରଲାଣ୍ଡ୍ସ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ: ରୋହିତ-ଗିଲ ଆଉଟ୍
ବେଙ୍ଗାଲୁରୁ,୧୨।୧୧: ବିଶ୍ୱକପ୍ ୨୦୨୩ର ନେଦରଲାଣ୍ଡ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଉଭୟ ଟିମ୍ ବିନା ପରିବର୍ତ୍ତନ ସହ ଓହ୍ଲାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଟିମ୍ ଦୁଇ ଉଇକେଟ ହରାଇ…
ଶରଦ ପାୱାରଙ୍କ ଜାତି ପ୍ରମାଣପତ୍ର ଭାଇରାଲ
ମୁମ୍ବାଇ,୧୨।୧୧: ଗୋଟିଏ ପଟେ ମରାଠା ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟରେ ଏକ ହଟ୍ଟଗୋଳ ହୋଇଥିବାବେଳେ ଅନ୍ୟ ପଟେ ଏହି ପ୍ରସଙ୍ଗରେ ଚାଲିଥିବା ରାଜନୀତି ବନ୍ଦ ହେବାର କୌଣସି ଚିହ୍ନ ଦେଖାଉ ନାହିଁ। ଏହି ପ୍ରସଙ୍ଗରେ ବିରୋଧ କରିଥିବା ମନୋଜ ଜାରଙ୍ଗେ ଦାବି…
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ଶିମ୍ଲା,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଏକ…
ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୨ ମହିଳାଙ୍କ ସମେତ ୭ ଗିରଫ
କୋରାପୁଟ,୧୨ା୧୧(ଅମିତାଭ ବେହେରା): କୋରାପୁଟ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ରବିବାର ୨ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ। ରମେଶ ସରକାରୀ ଚାକିରିରୁ ଅବସର…
ଗୃହଲକ୍ଷ୍ମୀ ଯୋଜନା: ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧୫ହଜାର ଟଙ୍କା
ରାୟପୁର,୧୨।୧୧: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦୀପାବଳିରେ ରାଜ୍ୟର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟୁଇଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ, ଆଜି ଦୀପାବଳିର ଶୁଭ ଅବସରରେ ଦେବୀ ଲକ୍ଷ୍ମୀଙ୍କ ଅନୁଗ୍ରହ ଏବଂ ଛତିଶଗଡ ମହାତ୍ମାଙ୍କ…
କର୍ନାଟକରେ ଘରୁ ମିଳିଲା ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତଦେହ, ମା’ ସମେତ ୩ ସନ୍ତାନ ମୃତ
ଉଡ୍ଡୁପି,୧୨।୧୧: କର୍ନାଟକର ଉଡ୍ଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ସେମାନଙ୍କ ଘରେ ମିଳିଛି। ଉଡ୍ଡୁପି ପୋଲିସ ଏକ ବିବୃତ୍ତିରେ କହିଛି ଯେ ମୃତକଙ୍କ…
ଦୀପାବଳିରେ ଲିଭିଗଲା ଜୀବନ ଦୀପ, ପୁଅକୁ ବଞ୍ଚାଇବା ପାଇଁ ଯାଇ କାଠଯୋଡ଼ିରେ ବୁଡ଼ି ପ୍ରାଣ ହରାଇଲେ ବାପା
ବାରଙ୍ଗ,୧୨ା୧୧(ଲିଙ୍ଗରାଜ ରାଉତ): ଆଜି ଦୀପାବଳିରେ ଏକ ଅଘଟଣ ଘଟିଛି। ପୁଅକୁ ବଞ୍ଚାଇବା ପାଇଁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ବାପା। ଏଭଳି ଘଟଣା ଘଟିଛି ବାରଙ୍ଗ ବ୍ଲକ ନରାଜ କୈବର୍ତ୍ତ ସାହି ନିକଟସ୍ଥ କାଠଯୋଡ଼ି ନଦୀରେ। ମୃତକ ଜଣକ ହେଉଛନ୍ତି…
Archives


