Home Left

ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ

ବଲାଙ୍ଗୀର,୧୮ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡିଶାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଏବଂ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ବୋଲି…

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ୨୦୨୩ବର୍ଷର ବହୁ ପ୍ରତୀକ୍ଷିତ ମୁଭି ‘ଆନିମଲ’ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମୁଭିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ଅନିଲ କପୁର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମ୍ପ୍ରତି ଫିଲ୍ମର ଷ୍ଟାର…

ଏଲନ ମସ୍କଙ୍କ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୧୮।୧୧: ହ୍ବାଇଟ ହାଉସ ଶୁକ୍ରବାର ଏକ ବିବୃତ୍ତି ଜାରି କରି ଏଲନ ମସ୍କଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ଯେଉଁଥିରେ ମସ୍କ ବିରୋଧୀ ଥିଓରୀକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛି। ହ୍ବାଇଟ ହାଉସ କହିଛି ଯେ ଏଲୋନ ମସ୍କ ବିରୋଧୀ ଘୃଣାକୁ…

୧୦ ଫୁଟ ତଳକୁ ଖସିଲା ଟ୍ରକ

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଟିଏନ୍‌ଏଡବ୍ଲ୍ୟୁ ୨୩୫୦ ନମ୍ବର ବିଶିଷ୍ଠ ଲୁହା କଏଲ ବୋଝେଇ ୧୪ ଚକିଆ…

ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ

ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ ତାଙ୍କ ବୋହୁ ରୁଟି ସେକୁଥିବା ବେଳେ ରୁଟିର କିଛି ଅଂଶ ପୋଡ଼ିଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି…

ଏହି ଅମ୍ପାୟର ରହିଲେ କେବେ ଜିତିନି ଭାରତ

ନୂଆଦିଲ୍ଲୀ,୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ରନ ସଂଗ୍ରହ କରି ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ରବିବାର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଟିମ୍‌ ଇଣ୍ଡିଆର ପାଓ୍ବାର ପ୍ୟାକ୍‌ ଖେଳାଳୀ ବିରାଟ କୋହଲ, ଶ୍ରେୟସ ଆୟର ଓ ମହମ୍ମଦ ଶାମି…

ଆମାଜନ ଆଲେକ୍ସାର ଶହ ଶହ କର୍ମଚାରୀଙ୍କର ଯିବ ଚାକିରି, ଆମେରିକା,କାନାଡା, ଭାରତରେ ପଡିବ ପ୍ରଭାବ

ନ୍ୟୁୟର୍କ,୧୮।୧୧: ଇ-କମର୍ସ କମ୍ପାନୀ ଆମାଜନ ଏହାର ଆଲେକ୍ସା ଡିଭିଜନରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ତାଜା କାର୍ଯ୍ୟ ମଧ୍ୟରେ ଆମାଜନ ଏହି ନିଷ୍ପତ୍ତି ନେଇଛି। ଆମାଜନର ଆଲେକ୍ସା ଏବଂ ଫାୟାର ଟିଭିର ଉପାଧ୍ୟକ୍ଷ ଡୋନିଏଲ ରୋଶ କର୍ମଚାରୀମାନଙ୍କୁ…

ଆପଣ କିଣୁଛନ୍ତି କି ଶସ୍ତା ଫ୍ଲାଇଟ ଟିକେଟ, କିଣିବା ପୂର୍ବରୁ ଜାଣନ୍ତୁ ଏସବୁ

ନୂଆଦିଲ୍ଲୀ,୧୮।୧୧: ବିମାନ ଯାତ୍ରା କରିବା ପାଇଁ ଲକ୍ଷ ଲକ୍ଷ ଗ୍ରାହକ ବିମାନ ଟିକେଟ ଉପରେ ବମ୍ପର ରିହାତି ପାଇଁ ଅପେକ୍ଷା କରନ୍ତି। ଉତ୍ସବର ଋତୁ ପୂର୍ବରୁ ଅନେକ ବିମାନ କମ୍ପାନୀ ଟିକେଟ ଉପରେ ବିଶେଷ ରିହାତି ପ୍ରଦାନ କରନ୍ତି। କିନ୍ତୁ, ଆପଣ…

ଯଦି ଏଭଳି ହୁଏ, ତେବେ ଭାରତ-ଅଷ୍ଟ୍ରେଲିଆ ଉଭୟ ହେବେ ଚାମ୍ପିୟନ , ଜାଣନ୍ତୁ କ’ଣ ରହିଛି ଆଇସିସିର ନିୟମ

ନୂଆଦିଲ୍ଲୀ,୧୮।୧୧: ବର୍ତ୍ତମାନ ପ୍ରଶଂସକମାନେ ବିଶ୍ୱକପ ଫାଇନାଲ ମ୍ୟାଚକୁ ଅପେକ୍ଷା କରିଛନ୍ତି। ରବିବାର ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ତୃତୀୟ ଥର ପାଇଁ ଟାଇଟଲ ଜିତିବା ପାଇଁ ଟିମ ଇଣ୍ଡିଆ ନିଜର ସମସ୍ତ ଶକ୍ତି ବ୍ୟବହାର କରିବ। ତାଙ୍କୁ କଙ୍ଗାରୁ…

କୋଶଲ ମହାବନ୍ଦ, ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ

୧୮।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଆନ୍ଦୋଳନ ତେଜିଛି। କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ ବରଗଡ଼ ଜିଲାରେ ଯଥେଷ୍ଟ ଅନୁଭୂତ ହୋଇଛି। ଜିଲାର ଗାଁଠୁ ସହର ସବୁଠି ବନ୍ଦ…

ଗୁମାଝରନକୁ ପର୍ଯ୍ୟଟକଙ୍କୁ ଦୂରେଇ ରଖୁଛି କଲଭର୍ଟ, ଖରାପ ରାସ୍ତା

ଗୋବିନ୍ଦପାଲି, ୧୮ା୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଗୁମାଝରନ ଜଳପ୍ରପାତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଜିଲାର ପ୍ରବେଶ ଦ୍ୱାର ଗୋବିନ୍ଦାପଲିଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ଏହି ଜଳପ୍ରପାତକୁ ବୁଲିବାକୁ ପ୍ରତି ବର୍ଷ ବିଭିନ୍ନ ଋତୁରେ ଓଡ଼ିଶାର ବିଭିନ୍ନ…

ଘରେ ବସି ଆମାଜନ୍‌ରୁ କିଣିପାରିବେ କାର୍‌

ନୂଆଦିଲ୍ଲୀ,୧୮।୧୧: ଇ-କମର୍ସ ମିଳିତ ଆମାଜନ ସମଗ୍ର ବିଶ୍ୱରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଛି। କମ୍ପାନୀ ନିଜର ଆରମ୍ଭ ପୁସ୍ତକରୁ କରିଥିଲା ଏବଂ ଆଜି ଆମାଜନର ନେଟୱାର୍କ ସମଗ୍ର ବିଶ୍ୱରେ ବ୍ୟାପିଛି। ଟିଭି, ସ୍ମାର୍ଟଫୋନ, ପୋଷାକ, ଫ୍ୟାଶନ ଆଇଟମ ବ୍ୟତୀତ ବର୍ତ୍ତମାନ ଆପଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri