୭ ଜଣ ପୋଲିସଙ୍କୁ ଚକ୍ମା ଦେଇ କରୋନା ପଜିଟିଭ କଏଦୀ ଫେରାର୍
ରାଞ୍ଚି, ୧୦।୯: ଝାଡ଼ଖଣ୍ଡ କୋଡରମା ଜିଲାରେ ଜଣେ ବିଚାରଧିନ କଏଦୀ ଫେରାର୍ ହୋଇଯାଇଛନ୍ତି। ଏହି କଏଦୀ ଜଣଙ୍କ ନିକଟରେ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ସଦର ହସ୍ପିଟାଲର କରୋନା ଆଇସୋଲେଶନ ଓ୍ବାର୍ଡରେ ରଖାଯାଇ ଚିକିତ୍ସିତ କରାଯାଉଥିଲା। ତାଙ୍କ ସୁରକ୍ଷା…
ଏହି ଲୋକପ୍ରିୟ ଅଭିନେତ୍ରୀ କରୋନା ଆକ୍ରାନ୍ତ
ମୁମ୍ବାଇ,୧୦।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସାରା ଖାନ। ସେ ନିକଟରେ କରୋନା ଟେଷ୍ଟ କରିଥିଲେ। ଗୁରୁବାର ତାଙ୍କ ରିପୋର୍ଟ ଆସିଛି। ଏ ନେଇ ସାରା ନିଜ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆଜି ମୁଁ…
ଭୁବନେଶ୍ୱରରୁ ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୪୦୫
ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୭୫ ରହିଛି। ସେହିପରି ଭୁବନେଶ୍ୱରରୁ ୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଟି୨୦ରେ ଗେଲ୍ଙ୍କ ନାମରେ ରହିଛି ଏହି ସବୁ ବଡ଼ ରେକର୍ଡ
ନୂଆଦିଲ୍ଲୀ, ୧୦।୯: ଟି୨୦ କ୍ରିକେଟ୍ ଇତିହାସରେ ଯେବେ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା କରାଯିବ ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ନିଶ୍ଚିତ ଭାବେ ଏହି ତାଲିକାରେ ସ୍ଥାନ ପାଇବେ। ଗେଲ୍ ନିଜକୁ ‘ୟୁନିଭର୍ସ ବସ୍’ ବୋଲି କହିଥାନ୍ତି। ବିଶ୍ୱ ଟି୨୦ କ୍ରିକେଟ୍…
ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ଅନୀଲ କପୁର
ମୁମ୍ବାଇ,୧୦।୯-ତେଲୁଗୁ ଫିଲ୍ମମରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ଅନୀଲ କପୁର। ମହେଶ ବାବୁଙ୍କ ଆଗାମୀ ତେଲୁଗୁ ଫିଲ୍ମ ସରକାରୁ ଭାରି ପାତାରେ ସେ ନେଗେଟିଭ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି। ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ…
ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ରେ ୧୦୦୦ ଛକା ମାରିବେ ଗେଲ୍
ନୂଆଦିଲ୍ଲୀ, ୧୦।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହି ଅବସରରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍ କ୍ରିସ୍ ଗେଲ୍ଙ୍କ ନିକଟରେ ଇତିହାସ ରଚିବା ଲାଗି ସୁଯୋଗ ରହିଛି। ଟି୨୦ କ୍ରିକେଟ୍ ଇତିହାସରେ ପ୍ରଥମ…
ସଲମାନ୍ ଖାନ୍ଙ୍କୁ ଏହି କାରଣରୁ ନିଜ ବିବାହକୁ ନିମନ୍ତ୍ରଣ କରି ନ ଥିଲେ ଅନୁଷ୍କା
ବଲିଉଡ୍ ଜଗତରେ ଯେତେବେବେ କୌଣସି ବିବାହ ହୁଏ ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ଚର୍ଚ୍ଚିତ ବିବାହ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କର। ଏହି ସୁନ୍ଦର ଯୋଡିକୁ ସମସ୍ତେ ପସନ୍ଦ କରିଥାନ୍ତି।…
ଏହି ଦେଶର ମୁଖ୍ୟ କୋଚ୍ ହେବେ ଜଣ୍ଟି ରୋଡ୍ସ
ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସ୍ବିଡେନ କ୍ରିକେଟ୍ ପକ୍ଷରୁ ଗୁରୁବାର…
ଆଇପିଏଲ୍ର ଟପ୍-୫ ଉଇକେଟ୍ ହାସଲକାରୀ ବୋଲର ତାଲିକାରେ ୪ ଭାରତୀୟ
ନୂଆଦିଲ୍ଲୀ, ୧୦।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍କୁ ଭାରତ…
ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ମହାନାୟକ ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରେ ଅନ୍ୟତମ ‘ସୂର୍ଯ୍ୟବଂଶମ୍’। ଆଜି ବି ସିନେପ୍ରେମୀ ଏହି ଫିଲ୍ମକୁ ମନେ ରଖିଛନ୍ତି। ଏଥିରେ ଅଭିନେତ୍ରୀ ସାଜିଥିଲେ ସୌନ୍ଦର୍ଯ୍ୟା। ତାଙ୍କ ଅଭିନୟଙ୍କୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ‘ସୂର୍ଯ୍ୟବଂଶମ୍’ର ସଫଳତା ପରେ ସୌନ୍ଦର଼୍ୟାଙ୍କୁ…
ହାତୀର ଫଟୋ ଉଠାଉଥିଲେ ଯୁବତୀ: ଘଟିଲା ଏମିତି କିଛି…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ବର୍ତ୍ତମାନ ଜଣେ ଯୁବତୀ ଏକ ହାତୀର ଫଟୋ ଉଠାଉ ଥିବାବେଳେ ହାତୀଟି ସମ୍ପୃକ୍ତ ଯୁବତୀଙ୍କୁ…
କଙ୍ଗନା ରନାଓ୍ବତଙ୍କ ପାଇଁ ଆଉ ଏକ ଖରାପ ଖବର
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହା ମଧ୍ୟରେ କଙ୍ଗନାଙ୍କ ପାଇଁ ଆଉ ଏକ ଖରାପ ଖବର ରହିଛି। ସିନେମାଟୋଗ୍ରାଫର ପିସି ଶ୍ରୀରାମ ଏକ ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି। କାରଣ ଉକ୍ତ…
Archives


