ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ

ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ। ଭିଡିଓଟିକୁ ସୋନୁ ନିଜେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟେରେ ସେୟାର୍‌ କରିଛନ୍ତି। ସେ ସେଥିରେ ଏକ ଟେଲର୍‌ ମେଶିନ ଚଲାଉଥିବା ଦେଖିବାକୁ ମିଳିଛି। ସୋନୁ ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି, ‘ସୋନୁ ସୁଦ ଟେଲର ଦୋକାନ, ଏଠାରେ ମାଗଣାରେ ସିଲାଇ କାରାଯାଏ। ଯଦି ପ୍ୟାଣ୍ଟ ଜାଗାରେ ନିକର ତିଆରି ହୋଇଯିବ ଏଥିରେ କୌଣସି ଗ୍ୟାରେଣ୍ଟ ନାହିଁ।’ ସୋନୁ ଏହି ଭିଡିଓଟି ତାଙ୍କ ପେଜରେ ଅପଲୋଡ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍‌ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି...

ପୋଲ୍‌ ଡ୍ୟାନ୍ସ କୁଇନ୍‌, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ନିଜର ଫିଟ୍‌ନେସକୁ ନେଇ ବେଶ୍‌ ସତର୍କ ରହୁଥିବାର ଦେଖାଯାଏ। ତାଙ୍କର ଏମିତି ପ୍ରଫେଶନ ଯେ ସବୁବେଳେ ଫିଟ୍‌ନେସର ଡିମାଣ୍ଡ ବା ଚାହିଦା...

ମା’ ହେବା ପରେ ନିଜର ପ୍ରଥମ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ମା-ବାପା ହୋଇ ଝିଅ ସହ ଖୁସିରେ ଜୀବନ ବିତାଉଛନ୍ତି। ଆଲିଆ ହସ୍ପିଟାଲରୁ ଘରକୁ ଆସିବା...

ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି

ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍‌ ଖତ୍‌’ ଫିଲ୍ମରୁ...

କଙ୍ଗନାଙ୍କ ଅଧୁରା ସ୍ବପ୍ନ

ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। ସେ ଚମତ୍କାର ଅଭିନୟ ବ୍ୟତୀତ ନିଜର ତୀକ୍ଷ୍ଣ ବକ୍ତବ୍ୟ ପାଇଁ ମଧ୍ୟ ଜଣାଶୁଣା। ସାମାଜିକ ଏବଂ...

ମାଧୁରୀଙ୍କୁ ନିଜ ବେଡ୍‌ରୁମ୍‌କୁ ନେବାକୁ ଚାହୁଁଛନ୍ତି ୧୭ ବର୍ଷର ସାନ ଏହି ଅଭିନେତା

ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷରେ ନୁହେଁ, କୋଟିରେ ପ୍ରଶଂସକ ରହିଛନ୍ତି।...

୩୪ ବର୍ଷରେ ସୁଶାନ୍ତ ସିଂ: ଅଙ୍କିତାଙ୍କ ପରେ କ୍ରିତି ସେନନ୍‌ଙ୍କ ସହ କରୁଥିଲେ ଡେଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।...

ଲଭ ଆଡିକ୍‌ଟେଡ ଶର୍ଲି ସେତିଆ

ମୁମ୍ବାଇ: କ୍ୟୁଟ, ବବଲି ଆଉ ଚାର୍ମିଙ୍ଗ.. । ଫିଲ୍ମ ନିକମ୍ମା ଟ୍ରେଲରରେ ଲିଡ ଅଭିନେତ୍ରୀ ଶର୍ଲି ସେତିଆଙ୍କୁ ଦେଖିଲେ ଯେ କେହି ତାଙ୍କ କ୍ୟୁଟନେସର ଦିୱାନା...

Advertisement
Archives

Model This Week