ରିଶି କପୁରଙ୍କ ଅଧା ଫିଲ୍ମକୁ ପୂରଣ କରିବେ ପରେଶ

ମୁମ୍ବାଇ: ପାଖାପାଖି ୨ ବର୍ଷ କ୍ୟାନସର ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଲିଉଡ୍‌ର ବରିଷ୍ଠ ଅଭିନେତା ରିଶି କପୁର । ୨୦୨୦ରେ ତାଙ୍କର ପରଲୋକ ବଲିଉଡ୍‌ରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ହେଲେ ପରଲୋକ ପୂର୍ବରୁ ସେ କିଛି ଫିଲ୍ମରେ ଅଭିନୟ କରୁଥିବା ବେଳେ ଏବେ ପର୍ଯ୍ୟନ୍ତ ଏହା ଅଧାରେ ରହିଯାଇଛି । ଆଉ ଅଳ୍ପ ସମୟ ମଧ୍ୟରେ ଏହାର ଶୁଟିଂ ସରିବାକୁ ଥିଲେ ମଧ୍ୟ ସମୟକ୍ରମେ ଏହା ହୋଇପାରି ନ ଥିଲା । ଏବେ ଏହି ଅଧାକାମକୁ ପୂରଣ କରିବାକୁ ରାଜି ହୋଇଛନ୍ତି ବଲିଉଡ୍‌ର ଆଉ ଜଣେ ବରିଷ୍ଠ କଳାକାର ପରେଶ ରାୱଲ । ‘ଶର୍ମା ଜି ନମକିନ’ ଫିଲ୍ମର ଶେଷ କିଛି ଭାଗ ଏବେ ପରେଶ ରାୱଲଙ୍କୁ ନେଇ ଶୁଟିଂ କରାଯିବ ବୋଲି ଜଣାପଡିଛି । ଏହି ଫିଲ୍ମ ରିଶି କପୁରଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୪ରେ ରିଲିଜ୍ ହେବାର ଯୋଜନା କରାଯାଇଛି । ଫିଲ୍ମର ନିର୍ମାତା କୁହନ୍ତି ଏହାକୁ ପୁରା କରିବାକୁ କିଛି ବିଶେଷ ଧରଣର ଟେକ୍‌ନିକ୍‌ର ସହାୟତା ନିଆଯିବ । ଫଳରେ ଏହାର ଷ୍ଟୋରୀ ଲାଇନ ଉପରେ ଯେମିତି କୌଣସି ପ୍ରଭାବ ନ ପଡିବ । ଫିଲ୍ମ ପ୍ରାୟ ୯୯ ପ୍ରତିଶତ ଶୁଟିଂ ସରିଥିବା ବେଳେ ମାତ୍ର ୪ ଦିନର ଶୁଟିଂ ବାକି ଥିଲା । ଏବେ ଏହାକୁ ପୂରଣ କରାଯାଇ ରିଲିଜ୍ ପାଇଁ ପ୍ରସ୍ତୁତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ୪ କ୍ୟାଡର ଅଧିକାରୀ, ୫ ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ…

ମାଝୀଗୁଡ଼ା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୪ ଗିରଫ, ଜବତ ହେଲା…

​କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ ।…

୫୪ ବର୍ଷରେ ପହଞ୍ଚିଲା ବଡ଼ଗାଁ ଗଜଲକ୍ଷ୍ମୀ ପୂଜା

ବଡ଼ଗାଁ.୨୬।୧୦(ଅଶୋକ ଷଡ଼ଙ୍ଗୀ ) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଦେବ ମଣ୍ଡପସ୍ଥିତ ଲକ୍ଷ୍ମୀ ମଣ୍ଡପରେ ୫୪ ବର୍ଷ ହେଲା ଆନନ୍ଦ ଉଲ୍ଲାସରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୯୭୨ରେ…

କୀର୍ତ୍ତନ କଲେ ବିରୁଷ୍କା: ଟ୍ରେଣ୍ଡ୍‌ରେ ୧୩ ସେକେଣ୍ଡର ଭିଡିଓ ସୋସିଆଲ, ଦେଖନ୍ତୁ VIDEO

ମୁମ୍ବାଇ,୨୬।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଚର୍ଚ୍ଚାରେ। ମୁମ୍ବାଇରେ ଆୟୋଜିତ କୃଷ୍ଣ ଦାସଙ୍କ…

ଟ୍ରୋଲ୍ କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ଦେଲେ ରଶ୍ମିକା, ବିଜୟଙ୍କ ସହ ସମ୍ପର୍କକୁ ନେଇ କହିଦେଲେ ଏମିତି କଥା

ନୂଆଦିଲ୍ଲୀ, ୨୬।୧୦: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ‘କଫି ୱିଥ୍‌ କରନ ୯’ରେ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର! ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର….

ନୂଆଦିଲ୍ଲୀ,୨୬ା୧୦: ଦୀପାବଳି ଓ ଛଟ୍‌ ପୂଜା ଭଳି ବଡ଼ ପର୍ବପର୍ବାଣୀ ସମୟରେ ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି କେବଳ ଅନ୍‌ଲାଇନ୍‌ରେ…

ଟିମ୍‌ଇଣ୍ଡିଆକୁ ମିଳିଗଲା ନୂଆ ‘ପୂଜାରା’! କମାଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତ ‘ଏ’ ପକ୍ଷରୁ ଖେଳୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?