ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ
ସାଉଥାମ୍ପଟନ, ୧୦।୯(ଏପି)- ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି। ପ୍ରଥମ ୨ଟି ମ୍ୟାଚ ଜିତିଥିବାରୁ ଘରୋଇ ଇଂଲଣ୍ଡ ୨-୧ରେ ସିରିଜ ଜିତିଛି। ତେବେ ବିଜୟ…
ଆଇପିଏଲ୍ : ପ୍ରସ୍ତୁତି ସମୀକ୍ଷା ପାଇଁ ଦୁବାଇରେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୦।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଦୁବାଇରେ ପହଞ୍ଚିଛନ୍ତି। ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି।…
ପର୍ତ୍ତୁଗାଲ ପାଇଁ ୧୦୦ତମ ଗୋଲ ସ୍କୋର କଲେ ରୋନାଲ୍ଡୋ
ଷ୍ଟକହାମ,୧୦।୯(ଏପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୦ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ନେସନ୍ସ ଲିଗ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ପର୍ତ୍ତୁଗାଲ…
ଅବସରରୁ ପ୍ରତ୍ୟାବର୍ତ୍ତନ ପାଇଁ ବିସିସିଆଇକୁ ଚିଠି ଲେଖିଲେ ଯୁବି
ନୂଆଦିଲ୍ଲୀ,୯।୯(ପି.ଟି.): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଅବସର ନେବା ପରେ ପଞ୍ଜାବ କ୍ରିକେଟ…
ଗଛରେ ବିଶ୍ରାମ ନେଉଥିଲା ସାପ; ତଳେ ଥିବା ନେଉଳ କ’ଣ କଲା ଦେଖନ୍ତୁ ଭିଡିଓ
ନାଶିକ, ୯।୯: ସାପ ଓ ନେଉଳ ମଧ୍ୟରେ ଲଢ଼େଇ ବେଶ୍ ପ୍ରସିଦ୍ଧ। ଉଭୟଙ୍କ ମଧ୍ୟରେ ଲଢ଼େଇ ସୋସିଆଲ ମିଡିଆରେ ବହୁଳ ଭାବରେ ଦେଖିବାକୁ ମିଳିଥାଏ। ଏଭଳି ଏକ ନେଉଳ ଓ ସାପ ମଧ୍ୟରେ ଲଢ଼େଇର ଭିଡିଓ ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର…
ଭୋଟ ଦେଇପାରିବେ କୋଭିଡ୍ ସଂକ୍ରମିତ
ଭୁବନେଶ୍ୱର,୯ା୯(ବ୍ୟୁରୋ)-ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଓଡିଶାରେ ଖାଲି ରହିଥିବା ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନରେ କୋଭିଡ୍ ଆକ୍ରାନ୍ତ ଭୋଟ ଦେଇ ପାରିବେ। ଆଇସୋଲେଶନ୍ ସେଣ୍ଟରରେ କୋଭିଡ୍ ସଂକ୍ରମିତ ନିଜର ମତଦାନ…
ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସର ୫୩୩ କର୍ମଚାରୀ କରୋନା ଆକ୍ରାନ୍ତ
ମୁମ୍ବାଇ, ୯।୯: ମହାରାଷ୍ଟ୍ର ପୋଲିସରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୩ ଜଣ କର୍ମଚାରୀ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟ ପୋଲିସ ବିଭାଗରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୯୭୨ ଜଣ କର୍ମଚାରୀ ଏହି ପ୍ରାଣଘାତୀ ଭାଇରସ…
ଆରପାରିରେ ସାରଦା ପ୍ରସନ୍ନ ନାୟକ
ଭୁବନେଶ୍ୱର,୯।୯(ବ୍ୟୁରୋ)-ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁମୁଖୀ ପ୍ରତିଭା ତଥା ଅଲ୍ରାଉଣ୍ଡର ଭାବେ ପରିଚିତ ସାରଦା ପ୍ରସନ୍ନ ନାୟକଙ୍କ ବୁଧବାର ସନ୍ଧ୍ୟାର ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ସୋମବାର ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ
ଭବାନୀପାଟଣା,୯ା୯(ଡି.ଏନ୍.ଏ.)-ପୁଣି ସୀମାନ୍ତରେ ଫୁଟିଛି ଗୁଳି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍କି ଜଙ୍ଗଲରେ ବୁଧବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୫ ମାଓବାଦୀ। କଳାହାଣ୍ଡି ପୋଲିସ, ଡିଭିଏଫ୍ ଏବଂ ଏସଓଜିର ମିଳିତ ଅପରେଶନବେଳେ ଏହି ସଫଳତା ମିଳିଛି। ଏହାପରେ ସିର୍କି…
ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା
ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ ମହିଳା ନିଜର ୨ ସନ୍ତାନଙ୍କ ସହ ଜିଲାପାଳଙ୍କ ବାସଭବନ ନିକଟରେ ଥିବା ଏକ ପାଣିଟାଙ୍କି…
ସନ୍ତାନ ନ ହେବାରୁ ସ୍ତ୍ରୀକୁ ବାବାଙ୍କ ପାଖକୁ ନେଇଗଲେ ସ୍ବାମୀ; ତାପରେ…
ଭୋପାଳ, ୯।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଝଡ଼ାଫୁଙ୍କା ବାହାନାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି ଯେ, ମହିଳାଙ୍କ କୌଣସି ପିଲାଛୁଆ ହଉ ନ ଥିଲା। ତେଣୁ ଏଥିରେ ବିବ୍ରତ ହୋଇ ତାଙ୍କ…
ବାବର ଆଜମଙ୍କୁ ହଟାଇ ଏହି ଖେଳାଳି ହେଲେ ବିଶ୍ୱର ଏକ ନମ୍ବର ଟି୨୦ ବ୍ୟାଟ୍ସମ୍ୟାନ
ଦୁବାଇ, ୯।୯: ଅଷ୍ଟ୍ରେଲିଆ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ସଦ୍ୟସମାପ୍ତ ୩ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ର଼୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି। ସଦ୍ୟ ପ୍ରକାଶିତ ତାଲିକା ଅନୁଯାୟୀ ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଇଂଲଣ୍ଡର…
Archives


