Home Left

ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର

ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାର ଦେଶର ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଛନ୍ତି। ବହୁ ସରକାରୀ କମ୍ପାନୀର…

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର ୫୩ ନମ୍ବର ଜାତୀୟ ରାଜପଥର ଚକୁଳି ଫାର୍ମ ନିକଟ ସତୀଜୋର ବ୍ରିଜ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…

ଦିନକୁ ଦିନ ସ୍ଥିତି ଗମ୍ଭୀର: ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ କରୋନା ସ୍ଥିତି ଗମ୍ଭୀର। ଫଳରେ ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ…

ବି-ଟାଉନର ଏହି ଅଭିନେତ୍ରୀମାନଙ୍କର ପଡ଼ିବନି ହାତଗଣ୍ଠି !

ମୁମ୍ବାଇ: ବି-ଟାଉନର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତଥାପି ସେମାନେ ସଫଳ। ନିଜ ସର୍ତ୍ତରେ ଜୀବନଯାପନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ବିବାହ ସ୍ଥିର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାତଗଣ୍ଠି ପଡ଼ିନାହିଁ। ଆଉ ମଧ୍ୟ…

ବିହାର ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା

ପାଟନା,୧୦ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା…

ମୋଦି ସରକାରଙ୍କ ଯୋଗୁ କୋଟି କୋଟି ଲୋକଙ୍କ ଚାକିରି ଯାଇଛି: ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଗୁ କୋଟି କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ଏହାସହ ଜିଡିପିରେ ମଧ୍ୟ ହ୍ରାସ ଘଟିଛି। କଂଗ୍ରେସର…

ବରୁଣ ଯାହା ଚାହୁଁଥିଲେ..

ସତରେ ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ନିଜ ମନପସନ୍ଦର ଭୂମିକାଟିଏ ପାଇ ପୁଣି ତାହାକୁ ସୁଚାରୂ ରୂପେ ତୁଲାଇ ବରୁଣ ଧାଓ୍ବନ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ହୋମ୍‌ ବ୍ୟାନରରେ ନିର୍ମିତ…

ଅନୁଶୋଚନାର ସମୟ

ଓଡ଼ିଆ ଚଳଚ୍ଚିତ୍ର ସମ୍ପ୍ରତି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପରି ମନେହୁଏ। କାରଣ ବାର୍ଦ୍ଧକ୍ୟପୀଡ଼ିତ ମଣିଷ ଯେପରି ନାନାଦି ସମସ୍ୟାକୁ ସାମ୍ନାକରେ ଆମ ଚଳଚ୍ଚିତ୍ର ଶିଳ୍ପଟିର ଅନୁରୂପ ଅବସ୍ଥା। ଏହା ସତ୍ତ୍ୱେ ଚଳଚ୍ଚିତ୍ର ପରେ ଚଳଚ୍ଚିତ୍ର ନିର୍ମିତ ହୋଇଚାଲିଛି, ଯାହାକୁ ନେଇ…

ଭିଜିଲାନ୍ସ ଜାଲରେ ସହକାରୀ ଅଗ୍ନିଶମ ଅଧିକାରୀ

ବରଗଡ଼ ଅଫିସ,୧୦ା୯: ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗ୍ରାମର ହୃଷୀକେଶ ପ୍ରଧାନଙ୍କଠାରୁ ପେଟ୍ରୋଲ ପମ୍ପ ପାଇଁ ଫାୟାର୍‌ ସେଫ୍ଟି ସାର୍ଟିଫିକେଟ ଇସ୍ୟୁ ପାଇଁ…

ପାରୋ ହେଟ୍‌ସ ଦେବଦାସ

ଆର.ଆର୍‌. ଇଭେଣ୍ଟସ ବ୍ୟାନରରେ ନିକଟରେ ‘ମହାବାହୁ’ ଟାଇଟଲ ବିଶିଷ୍ଟ ଏକ ସିନେମାର ମହୁରତ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ମହୁରତ ମଧ୍ୟ ଶେଷ କରିଛନ୍ତି। ଫିଲ୍ମଟିର ଟାଇଟଲ ରହିଛି ‘ପାରୋ ହେଟସ ଦେବଦାସ’। ଖାସ୍‌…

ଜେଲ୍‌ରେ ପ୍ରଥମ ରାତି ଏମିତି କାଟିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛି ନିଶା ନିବାରଣ ବ୍ୟୁରୋ (ଏନସିବି)। ରିୟାଙ୍କୁ ବାଇକୁଲ୍ଲା ମହିଳା କାରାଗାରକୁ ବାଇକୁଲ୍ଲା…

ଅଚାନକ ବଲିଉଡ୍‌କୁ ବାଏ ବାଏ କହି ଦୂରେଇ ଯାଇଥିଲେ ଏସବୁ କଳାକାର: ନିରାଶ ହୋଇଥିଲେ ପ୍ରଶଂସକ

ମାୟାନଗରି ମୁମ୍ବାଇ। ଅନେକ ନବାଗତଙ୍କ ସ୍ବପ୍ନକୁ ପୂରଣ କରିଛି ଏହି ସହର। ହେଲେ ଅଭିନେତା ହିସାବରେ ସଫଳ ହେବା ପରେ ମଧ୍ୟ ମୁମ୍ବାଇ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri