Home Left

ଅନୁଭବ ମହାନ୍ତିଙ୍କୁ ଗିରଫ ଦାବି: ଦାବିପତ୍ର ପ୍ରଦାନ

ଚୌଦ୍ୱାର,୮।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନାରେ ମଙ୍ଗଳବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଯୋଗାଇଦେବା ସହ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଡିଜିଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାର ଥାନା ଅଧିକାରୀ…

ପୋଲିସ ଗାଡ଼ି ଧକ୍କାରେ ଜିଆର୍‌ଏସ୍‌ଙ୍କ ଜୀବନ ଗଲା

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନାୟକଗୁଡା ଗ୍ରାମରେ କାର୍ଯ୍ୟରତ ଜିଆର୍‌ଏସ୍‌ ବାଲାରାଜୁ ସାହୁ। ପ୍ରକାଶ ଯେ, ମାଥିଲି ଥାନାର କେତେଜଣ ଅଧିକାରୀ ମାଲକାନଗିରି…

ଗଜାମୁଗ ତରକାରି

ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍‌, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ- ୧ଟି (ବଡ଼), ଲଙ୍କାଗୁଣ୍ଡ- ଅଳ୍ପ, ଧନିଆଗୁଣ୍ଡ- ଅଳ୍ପ, ଗରମ ମସଲା- ଅଳ୍ପ, ଲେମ୍ବୁ ରସ-…

ଫ୍ରିଜ୍‌ରେ ରଖୁଥିଲେ ସାବଧାନ

ବେଳେବେଳେ ଖାଦ୍ୟ ବଳିଗଲେ ତାକୁ ଅନେକେ ଫ୍ରିଜ୍‌ରେ ରଖି ପରେ ବ୍ୟବହାର କରିଥାନ୍ତି। ବିଶେଷକରି କର୍ମଜୀବୀମାନଙ୍କର ଏଭଳିି ଅଭ୍ୟାସ ପ୍ରାୟ ରହିଥାଏ। କିନ୍ତୁ ରନ୍ଧାଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଇବା କେତେଦୂର ଠିକ୍‌ ସେ ସମ୍ପର୍କରେ ଜାଣି ରଖନ୍ତୁ… କଞ୍ଚା ପନିପରିବା ସହିତ…

ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ, ରେଖା ଏବଂ ଆହୁରି ଅନେକ…

ଘରକରଣା

ଲେମ୍ବୁରେ ଯଦି କମ୍‌ ରସ ରହିଥାଏ ତେବେ ତାକୁ କିଛି ସମୟ ମାଇକ୍ରୋୱେବ୍‌ରେ ରଖି ଗରମ କରି ଦିଅନ୍ତୁ। ଏଥିରେ ଥିବା ରସ ସହଜରେ ବାହାରିଯିବ। ହେୟାର ଡ୍ରାୟରରେ କେବଳ କେଶକୁ ଶୁଖାଇହେବ ତା’ ନୁହେଁ ଏହା ସାହାଯ୍ୟରେ ଡବା କିମ୍ବା…

ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି ଜାହିର କରିଛି। ତେଣୁ ଏ ସମୟରେ ଅନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୃହିଣୀମାନେ କି…

ବିମାନ ଯାତ୍ରୀଙ୍କ ପାଇଁ ଖାଦ୍ୟ ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: କେନ୍ଦ୍ର ସରକାର ସମସ୍ତ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ପରସିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ସମସ୍ତ ଏୟାରଲାଇନ୍ସ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି। ହେଲେ ପୂର୍ବ ମେନୁରେ କିଛିଟା ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ଏବେ…

ମା’ କରୋନା ଆକ୍ରାନ୍ତ ଜାଣିବା ପରେ ୪ ପୁଅ ନେଲେ ଏମିତି ନିଷ୍ପତ୍ତି

ହାଇଦ୍ରାବାଦ୍‌,୮।୯: କରୋନା ମହାମାରୀ ସମୟରେ ମଣିଷର ଅମାନବୀୟ ଚେହେରା ପୁଣି ଥରେ ଦେଖିବାକୁ ମିଳିଛି। ବୃଦ୍ଧା ମା କରୋନା ସଂକ୍ରମିତ ଜଣାପଡିବା ପରେ ଚାରି ପୁଅ ତାଙ୍କୁ ବିଲରେ ଛାଡି ପଳାଇଯାଇଛନ୍ତି। ଏହି ଘଟଣା ତେଲେଙ୍ଗାନାରୁ ଘଟିଛି। ଏଠାରେ ଜଣେ ୮୨…

ବିୟୁଟି କେୟାର: ଦହି ମାସ୍କ

ଦହିରେ ଲାକ୍‌ଟିକ୍‌ ଏସିଡ୍‌ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଥିବାରୁ ତାହା ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ। ତେଣୁ ଦହି ମାସ୍କ ବ୍ୟବହାର କରି ଆପଣ ସୁନ୍ଦର ଆଉ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ… ଆପଣଙ୍କର ଶୁଷ୍କ ତ୍ୱଚା ହୋଇଥିଲେ ଆପଣ…

ଅଦୃଶ୍ୟ ଯୁଦ୍ଧରେ ୧୭୭ ଆଗଧାଡିର ଯୋଦ୍ଧାଙ୍କ ଜୀବନ ନେଲାଣି କରୋନା

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଏଥିରୁ ବାଦ୍‌ ପଡି ନାହାନ୍ତି ଆଗ ଧାଡିର କରୋନା ଯୋଦ୍ଧା କୁହାଯାଉଥିବା ପୋଲିସ କର୍ମୀ। ମହାରାଷ୍ଟ୍ରରେ କରୋନା ସଂକମ୍ରଣରେ ଏପର୍ଯ୍ୟନ୍ତ ୧୭୭ ଜଣ ପୋଲିସଙ୍କ ଜୀବନ ଗଲାଣି।…

ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ଆରମ୍ଭ

ଛତ୍ରପୁର, ୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri