Home Left

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଏମିତି ନିଷ୍ପତ୍ତି ନେଲେ ଯୁବକ, ଆଉ ତା’ପରେ

ନୂଆଦିଲ୍ଲୀ,୧୧।୯: ଦିଲ୍ଲୀରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶାଢି ସହାୟତାରେ ବେକକୁ ଚିପି ହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ଦେଢ ବର୍ଷର ଶିଶୁ ସହିତ ରାତିସାରା ସ୍ତ୍ରୀଙ୍କ…

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ଚାଇନା ପ୍ରତିପକ୍ଷ ୟାଙ୍ଗ ୟି ଗୁରୁବାର ଆଲୋଚନା କରିଛନ୍ତି। ସାରେ ଏକ ଭର୍ଚିୁଆଲ କାର୍ଯ୍ୟକ୍ରମରେ…

ବର୍ଷା-ଅନୁଭବଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ ଅଫିସ,୧୧ା୯:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗୁରୁବାର କେତେଜଣ ମାନବାଧିକାର କର୍ମୀ ଆଗେଇ ଆସିଛନ୍ତି। ସେମାନେ ଅନୁଭବଙ୍କ ଚୌଧୁରୀବଜାରସ୍ଥିତ ବାସଭବନକୁ ଯାଇ ଅନୁଭବ ଓ ବର୍ଷାଙ୍କ…

କମିପାରେ ଶସ୍ୟ ଉତ୍ପାଦନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ):ଚଳିତ ବର୍ଷର ଅନିୟମିତ ମୌସୁମ ବର୍ଷା ଖରିଫ ଫସଲ ପାଇଁ ମହା ବିପଦ ସୃଷ୍ଟି କରିଛି। ଜୁଲାଇ ମାସର ବର୍ଷାଭାବ ଏବଂ ଅଗଷ୍ଟର ଅତ୍ୟଧିକ ବୃଷ୍ଟି ରାଜ୍ୟର ଖରିଫ ଶସ୍ୟ ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। କମ୍‌ ବେଶି…

ଦୁବାଇରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍‌

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛି। ଟି୨୦ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ଏଣୁ ସୋସିଆଲ…

ସ୍ମିଥ୍‌ଙ୍କ ମତରେ କୋହଲି ଶ୍ରେଷ୍ଠ

ମାଞ୍ଚେଷ୍ଟର, ୧୧।୯(ପି.ଟି.)- ସାମ୍ପ୍ରତିକ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇ ସମକକ୍ଷ ବ୍ୟାଟ୍ସମ୍ୟାନ। ଉଭୟ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମାତ୍ର ବର୍ତ୍ତମାନ…

ରେସିଂ ପଏଣ୍ଟ ସହ ଚୁକ୍ତି କଲେ ଭେଟେଲ

ଲଣ୍ଡନ, ୧୧ା୯ (ଏପି)-ଚାରିଥର ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ରେସିଂ ପଏଣ୍ଟ ଟିମ୍‌ ସହ ଚୁକ୍ତି କରିଛନ୍ତି। ଟିମ୍‌ର ନାମ କିନ୍ତୁ ନିକଟରେ ବଦଳିଯିବ। ଏହା ଆଷ୍ଟନ ମାର୍ଟିନ ଭାବେ ପରିଚିତ ହେବ। ସର୍ଗିଓ ପେରେଜ ଟିମ୍‌ ଛାଡ଼ି ଚାଲିଯିବା…

ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ, ୧୦।୯: ବଲିଉଡ୍‌ର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍‌ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ ଅକ୍ଷୟ ତାଙ୍କ ଫିଟ୍‌ନେସ ପାଇଁ ସର୍ବଦା ସତର୍କ ରହିଥାନ୍ତି। ଏହି ସମୟରେ ତାଙ୍କ ଫିଟ୍‌ନେସକୁ…

କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିବା ପାଇଁ ଗୋବରରେ ପୋତିଲେ ଶବ

ଲକ୍ଷ୍ନୌ, ୧୦।୯: ଉତ୍ତର ପ୍ରଦେଶ ଅମରୋହା ଜିଲାରୁ ଅନ୍ଧ ବିଶ୍ୱାସର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜିଲାର ଜନପଦ ଥାନା ଅନ୍ତର୍ଗତ ଦେହାତ ଅଞ୍ଚଳର ଜଣେ ବାସିନ୍ଦା ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ବିଲରେ ଚାରା ଲଗାଉବା…

ଦୁତିଆ ଓଷା ଭାର ନେଇ ଯାଉଥିଲେ: ମାମୁ, ଭଣଜାଙ୍କୁ ଚପିଦେଲା ଟ୍ରକ

ରସୁଲପୁର, ୧୦।୯ (ଡି.ଏନ୍‌.ଏ.)ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ୬ ନଂ. ଜାତୀୟ ରାଜପଥର ଖଣ୍ଡିତର ନିକଟସ୍ଥ ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟକ୍ତ…

ପୋଲିସକୁ ଦେଖି ୭ କୋଟି ଟଙ୍କାର ଅତି ଦୁର୍ଲଭ ଝିଟିପିଟି ଛାଡ଼ି ଯୁବକ ଫେରାର୍‌

କୋଲକାତା, ୧୦।୯: ସୀମା ସୁରକ୍ଷା ବଳୟ (ବିଏସ୍‌ଏଫ୍‌) ଯବାନମାନେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ ହେଉଥିବା ୧୪ଟି ଅତି ଦୁର୍ଲଭ ଝିଟିପିଟି ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଝିଟିପିଟିଗୁଡ଼ିକ ‘ଟେକୋ ଗେକୋ’ ପ୍ରଜାତିର…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଭୁବନେଶ୍ୱରର ୨୩ ମାସର ଶିଶୁ ଦୀୟା: ଜାଣନ୍ତୁ କାହିଁକି…

କଟକ ଅଫିସ,୧୦ା୯: ବୟସ ୨୩ ମାସ। ଏହି କୋମଳ ବୟସରେ ସେ ରଚିଛନ୍ତି ଏକ ଇତିହାସ। ଏହି ଶିଶୁଜଣଙ୍କ ହେଲେ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ପ୍ରସନ୍ନଜିତ ମହାନ୍ତି ଓ ଶୁଭଶ୍ରୀ ବିଶ୍ୱାଳଙ୍କ ଝିଅ ଜାନଭି ମହାନ୍ତି ଓରଫ ଦୀୟା ା ଓଡ଼ିଶାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri