Home Left

କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି

ମୁମ୍ବାଇ,୧୦ ।୯: ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ ବୁଧବାର ଅଭିନେତ୍ରୀ ମୁମ୍ବାଇ ପହଞ୍ଚିଥିଲେ । ହେଲେ ସେ ପହଞ୍ଚିବା ବେଳେକୁ ବିଏମ୍‌ସି ପକ୍ଷରୁ…

ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!

ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର ସମସ୍ତ ଅଙ୍ଗ ବିକଶିତ ହୋଇଥାଏ। ୯ ମାସ ପରେ ସେ ମା’ ଗର୍ଭରୁ ବାହାରକୁ…

ମାଓବାଦୀ ଆକ୍ରମଣରେ ମୟୂରଭଞ୍ଜ ମାଟିର ଯବାନ ଶହୀଦ

ବାରିପଦା ଅଫିସ,୧୦ା୯: ମୟୂରଭଞ୍ଜ ଜିଲାର ରିଜର୍ଭ ଫାଷ୍ଟ ବାଟାଲିୟନର କାର୍ଯ୍ୟରତ ଏସ୍‌ଓଜି ଯବାନ ସୁଧୀର କୁମାର ଟୁଡୁ ମାଓବାଦୀ ଅପରେଶନରେ ଶହୀଦ ହୋଇଛନ୍ତି । ଜିଲାର ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡ଼ା ପଞ୍ଚାୟତ ସାନ ଭଦୁଆଶୋଳ ଗ୍ରାମର ଏସ୍‌ଓଜି ଯବାନଙ୍କ ଶହୀଦ…

ଏହି ୮ ପ୍ରକାର ପ୍ରାଣୀଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…

ରାଫାଲକୁ ନେଇ ଭାରତୀୟ ବାୟୁ ସେନାକୁ ଶୁଭେଚ୍ଛା ଜଣାଇଲେ ଧୋନି

ନୂଆଦିଲ୍ଲୀ,୧୦ ।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ସେନା ପ୍ରେମ ଦେଖିବାକୁ ମିଳିଛି । ଭାରତୀୟ ସେନା ପକ୍ଷରୁ ଧୋନିଙ୍କୁ ଲେପ୍ଟନାଣ୍ଟ କର୍ନେଲ ର‌୍ୟାଙ୍କ ଦିଆଯାଇଛି । ଏବେ ଭାରତୀୟ ବାୟୁସେନାରେ ରାଫାଲ ସାମିଲ ହେବା…

ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ଥିଲା ତାଙ୍କ ଟି-ଶର୍ଟ ଉପରେ। କାରଣ ଏଥିରେ ଏମିତି କିଛି ଶବ୍ଦ ଲେଖାଥିଲା ଯାହା…

ବିନା ବିଜୁଳି ଆଲୋକରେ ଅଫିସରେ କାମ କଲେ ଜିଲାପାଳ

ଗାଜିଆବାଦ, ୧୦।୯: ଜିଲାପାଳ ନିଜ ଅଫିସରେ ବିନା ବିଜୁଳି ଆଲୋକରେ ଜାଣିଶୁଣି କାମ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ମଧ୍ୟପ୍ରଦେଶର ଗାଜିଆବାଦ୍‌ ଜିଲାପାଳ ଅଜୟ ଶଙ୍କର ପାଣ୍ଡେ ଏଭଳି କରି ଏକ ଉଦାହରଣ ସୃଷ୍ଟି…

କୋହଲୀଙ୍କୁ ଦୁନିଆର ଶ୍ରେଷ୍ଠ ଏକଦିବସୀୟ ଖେଳାଳି କହିଲେ ଷ୍ଟିଭ୍‌ ସ୍ମିଥ୍‌, ଏହି ଭାରତୀୟ ଓ୍ବିକେଟ୍‌ କିପରଙ୍କୁ କହିଲେ ‘ବନ୍ଧୁକ’

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌। କୋହଲୀ ବର୍ତ୍ତମାନ ସମୟରେ ଦୁନିଆର ଶ୍ରେଷ୍ଠ ଏକ ଦିବସୀୟ ଖେଳାଳି ବୋଲି ସେ କହିଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରଶ୍ନୋତ୍ତର ବିଭାଗକୁ ଆସି…

ରାପର ରଫ୍‌ତାରଙ୍କୁ କରୋନା, ପ୍ରଂଶସକଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ରାପର ତଥା ସଙ୍ଗୀତ ନିର୍ଦ୍ଦେଶକ ରଫ୍‌ତାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପ୍ରଶଂସକଙ୍କ ସହ ଏକ ଅପ୍‌ଡେଟ୍‌ ଶେୟାର କରି କହିଛନ୍ତି, ସେ ହେ୍‌ାମ୍‌…

ଇଲୋକ୍ଟ୍ରନିକ୍ସ୍‌ ମିଡ଼ିଆ ଉପରେ ସରକାରଙ୍କର କାହିଁକି ନାହିଁ ନିୟନ୍ତ୍ରଣ: ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ, ୧୦।୯: ଇଲୋକ୍ଟ୍ରିନିକ୍ସ୍‌ ମିଡ଼ିଆ ଏବଂ ଟେଲିଭିଜନ ଉପରେ କାହିଁକି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ପ୍ରସାରିତ ହେଉଥିବା ଖବର ଦ୍ୱାରା ଲୋକଙ୍କ ଉପରେ…

ଆଇପିଏଲ୍‌ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍‌ ଉପହାର ଦେଇ ଚମକାଇ ଦେଇଥିଲେ ଆର୍‌ସିବି ଅଧିନାୟକ..

ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ କିଛି ନା କିଛି ବିବାଦ…

ଏହି କାରଣରୁ ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା: ବିବାହ ପାଇଁ ପରିବାର ସହ ଲଢ଼ିଥିଲେ..

ନୂଆଦିଲ୍ଲୀ,୧୦।୯: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍‌ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri