ଦାଉଦ୍ ଗ୍ୟାଙ୍ଗ ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲା ଫୋନ୍
ମୁମ୍ବାଇ, ୬।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବାସଭବନ ‘ମାତୋଶ୍ରୀ’କୁ ବମ୍ ପକାଇ ଧ୍ୱଂସ କରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି, ଦୁବାଇରୁ ଜଣେ ବ୍ୟକ୍ତି ଉଦ୍ଧବଙ୍କୁ ଫୋନ୍ କରି ‘ମାତୋଶ୍ରୀ’କୁ ବମ୍ ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛି।…
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୩ ପଜିଟିଭ
ଭୁବନେଶ୍ୱର, ୬।୯ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରୁ ରବିବାର ୪୮୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସେଥିମଧ୍ୟରୁ ୨୦୫ ଜଣ କ୍ୱାରାଣ୍ଟାଇନରୁ ଏବଂ ୨୭୮ ଜଣ ଲୋକାଲ କେସ୍…
ବଲ୍ରେ ସାନିଟାଇଜର ଲଗାଇ ବୋଲିଂ କରିବାରୁ ବାସନ୍ଦ ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ, ୬।୯: କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମୁହଁରେ ମାସ୍କ ପରିଧାନ କରିବା ସହିତ ହାତକୁ ସାନିଟାଇଜର ମାଧ୍ୟମରେ ସଫା ରଖିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। କିନ୍ତୁ କ୍ରିକେଟ୍ ମ୍ୟାଚ୍ ଅବସରରେ ଜଣେ ବୋଲର୍…
ଶାହରୁଖ ଖାନ୍ଙ୍କ ନାଇଟ୍ ରାଇଡର୍ସ ଦଳ ଅପରାଜେୟ
ତ୍ରିନିଦାଦ୍, ୬।୯: କାରିବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ର ୨୭ତମ ମ୍ୟାଚ୍ରେ ତ୍ରିନିବାଗୋ ନାଇଟ୍ ରାଇଡର୍ସ ୨୩ ରନରେ ସେଣ୍ଟ ଲୁସିଆ ଜୌକସ୍ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନାଇଟ୍ ରାଇଡର୍ସ ଡାରେନ ବ୍ରାଭୋ (୫୦ ରନ) ଓ ଅଧିନାୟକ…
ଦୁବାଇରେ ୨୪, ଆବୁଧାବିରେ ୨୦, ଶାରଜାରେ ଖେଳାଯିବ ୧୨ ଆଇପିଏଲ୍ ମ୍ୟାଚ୍
ନୂଆଦିଲ୍ଲୀ, ୬।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସିଜନ-୧୩ ଲାଗି ବିସିସିଆଇ ପକ୍ଷରୁ ରବିବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ…
ଆଇପିଏଲ୍-୧୩ : ଉଦ୍ଘାଟନୀ ମ୍ୟାଚ୍ରେ ଧୋନୀଙ୍କ ସୁପର୍ କିଙ୍ଗ୍ସକୁ ଭେଟିବ ଏହି ଟିମ୍
ନୂଆଦିଲ୍ଲୀ, ୬।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍କୁ ଭାରତ ପରିବର୍ତ୍ତେ ବିଦେଶରେ ଆୟୋଜିତ କରିବାକୁ ଭାରତୀୟ…
ଜଳାଶୟରେ କୁମ୍ଭୀର ସହ କଇଁଛ କରୁଛି ଏମିତି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କଇଁଛ ଜଳାଶୟରେ ଥିବା କୁମ୍ଭୀର ଗୋଡ଼କୁ ବାଡ଼େଇ ଦେଇ ପଳାଉଛି।…
ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା
ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ ଜାଗ୍ରତର ମଝି ଅବସ୍ଥାରେ ଆସିଥାଏ। ସ୍ବପ୍ନ ପଛରେ ଖାଦ୍ୟ, ମାନସିକ ସ୍ଥିତି ଏବଂ ପରିବେଶର…
ରାତିରେ ଶୋଇବା ସମୟରେ ପାଖରେ ରଖୁଛନ୍ତି କି ଏସବୁ ଜିନିଷ: ହେବେ ଦରିଦ୍ର
ଘରେ ରଖାଯାଇଥିବା ସମସ୍ତ ଜିନିଷର ବାସ୍ତୁ ଅନୁସାରେ କିଛି ଅର୍ଥ ଅଛି। ବହୁତ କମ ଲୋକ ଜାଣିଥିବେ ଯେ, ଶୋଇବା ସମୟରେ ଆପଣ ଯାହା ବି ମୁଣ୍ଡ ପାଖରେ ରଖନ୍ତି, ଏହା ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ,…
ନଡ଼ିଆଗଛ ଉପରେ ନାଗସାପ ଦେଖି ଭୟରେ ତଳକୁ ଖସିପଡ଼ିଲେ ଯୁବକ, ଆଉ ତା’ ପରେ…
ଦିଗପହଣ୍ଡି,୬ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁରେ ନଡ଼ିଆ ଗଛରୁ ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏହି ଯୁବକ ଜଣକ ହେଲେ କୈଳାସ ସେଠୀ। ରବିବାର ସକାଳେ ସେ ବାଡ଼ିପଡ଼େ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବା…
ନିୟା ଶର୍ମାଙ୍କ ଭିନ୍ନ ଲୁକ୍
ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ ଖତରୋଁ କା ଖିଲାଡିର ଓ୍ବିନର ତଥା ଟେଲିଭିଜନ ଦୁନିଆର ଅଭିନେତ୍ରୀ ନିୟା ଶର୍ମା ଏବେ ଖୁବ୍ ଚର୍ଚ୍ଚାରେ। ଟେଲିଭିଜନ ଧାରାବାହିକରେ ଜଣେ ସଂସ୍କାରି ବୋହୂର ଚରିତ୍ରରେ ନଜର ଆସିଥିବା ନିୟାଙ୍କର ଏବେ କିଛି ବୋଲ୍ଡ ଫଟୋ…
ଏହି ହାତୀକୁ ୩୫ ବର୍ଷ ଧରି ଗୋଟିଏ ସ୍ଥାନରେ ଏକାକୀ ରଖିଥିଲା ପାକିସ୍ତାନ
କାମ୍ବୋଡିଆ,୬ା୯: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଏକ ହାତୀକୁ ୩୫ ବର୍ଷ ଧରି ଏକ ସ୍ଥାନରେ ଏକାକୀ ରଖାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଉଦ୍ୟମ ପରେ, ବର୍ତ୍ତମାନ ଏହି ହାତୀ ସ୍ବାଧୀନତା ପାଇବାକୁ ଯାଉଛି। ଏହାକୁ ବିଶ୍ୱର ଏକାକୀ ହାତୀ ମଧ୍ୟ କୁହାଯାଉଛି। ଏହି…
Archives


