ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍ଏସ୍ଏସ୍ ମୁଖ୍ୟ ହେବାର ଯାତ୍ରା
ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍ଏସ୍ଏସ୍ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ ଶୁକ୍ରବାର ସେ ନିଜର ୭୦ତମ ଜନ୍ମଦିବସ ପାଳନ କରୁଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ୧୯୫୦…
ଚାଇନାର ଅସଲ ମୁଖା ଖୋଲିଲା: ଏପଟେ ସୈନ୍ୟ ବୃଦ୍ଧି, ସେପଟେ ଆଲୋଚନା
ଲଦାଖ,୧୧।୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ରୁଷିଆର ମସ୍କୋରେ ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ…
ମାର୍କସିଟକୁ ‘ପ୍ରେସର ସିଟ୍’ କହିଲେ ମୋଦି: ଏହାଦ୍ୱାରା ଛାତ୍ରଙ୍କର ମୂଲ୍ୟାଙ୍କନ ନ ହେଉ
ନୂଆଦିଲ୍ଲୀ,୧୧ ।୯: ରାଷ୍ଟ୍ରୀୟ ଶିକ୍ଷାନୀତି ବା ନ୍ୟାଶନାଲ ଏଜୁକେଶନ ପଲିସି(ଏନ୍ଇପି)୨୦୨୦ ଆସିବା ପରେ ଏବେ ଏହା ଉପରେ ପୂରା ଧ୍ୟନ ଦିଆଯାଉଛି । ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨୧ଶତାଦ୍ଦୀରେ ସ୍କୁଲ ଶିକ୍ଷାକୁ ନେଇ ସାରା ଦେଶର ଶିକ୍ଷକମାନଙ୍କ…
ମୁଖ୍ୟ ଶାସନ ସଚିବଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର ଅଫିସ,୧୧ା୯: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସହକାରୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାନ୍ତି ଏବଂ ପ୍ରଫେସର ଡା. ସିବିକେ ମହାନ୍ତି ହେଲିକପ୍ଟର ଯୋଗେ ଶୁକ୍ରବାର ପୂର୍ବାହ୍ନରେ ବାଲେଶ୍ୱର ପୋଲିସ ଲାଇନ ପଡ଼ିଆରେ…
ଏହି ନାମଧାରୀ ଯୋଡି ହୁଅନ୍ତି ସର୍ବୋତ୍ତମ ଦମ୍ପତି: ଜାଣନ୍ତୁ କେଉଁ ନାମକ ଝିଅ ସହ ଆପଣଙ୍କର ହେବ ବିବାହ
ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଣେ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସବୁ ନାମର କିଛି ନା କିଛି ଅର୍ଥ ରହିଛି। ଏହି…
ଘରେ କେଉଁ ଦିଗରେ କ’ଣ ରହିବା ଆବଶ୍ୟକ ଜାଣନ୍ତୁ: ଏହି ଭୁଲ୍ ପାଇଁ ଦେଖାଦେଇପାରେ ଆର୍ଥିକ ସମସ୍ୟା
ବାସ୍ତୁଶାସ୍ତ୍ରରେ ଘରର କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ୍ ଏହା ବର୍ଣ୍ଣନା କରାଯାଇଛି। ଅନେକ ସମୟରେ ଏହା ମଧ୍ୟ ଠିକ୍ ସ୍ଥାନରେ ନ ରହିଲେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଘରେ କେଉଁ ଦିଗରେ…
ଏହି ୩ ସମ୍ପର୍କ ଉପରେ କେବେହେଲେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ…
ପର୍ନ ଭିଡିଓ ଲାଇକ୍ କରି ଫସିଲେ ଚାଇନା ରାଷ୍ଟ୍ରଦୂତ
ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରୁ ଏକ ପର୍ନ ଭିଡିଓ ଲାଇକ୍ କରିଥିଲେ। ଏହାପରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ମାମଲା ଏତେ…
ଏନ୍ଜିଟିରେ ସୁକିନ୍ଦା ରେଲ୍ୱେ ସାଇଡିଂ ମାମଲା: ୫ ସର୍ତ୍ତ ରଖି ମାମଲା ଫଇସଲା
ଯାଜପୁର ଅଫିସ,୧୧।୯: ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି)ରେ ମାମଲା (ଆବେଦନ ନମ୍ବର ୩୪/୨୦୨୦ ଇଜେଡ) ରୁଜୁ ହୋଇଥିଲା। ଏନ୍ଜିଟିର ବିଚାରପତି…
୧୩ରେ ଏନ୍ଇଇଟି, ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ଏନ୍ଇଇଟି) ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଗୁରୁବାର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା। ବିଏମ୍ସି କମିଶନର…
ଅକ୍ଟୋବର ପହିଲାରୁ ଖୋଲିବ ଇକୋ-ଟୁର୍ ସେଣ୍ଟର
ଭୁବନେଶ୍ୱର,୧୧। ୯(ବ୍ୟୁରୋ): କରୋନା କଟକଣା ପାଇଁ ୬ମାସ ଧରି ବନ୍ଦ ରହିଥିବା ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ବା ଇକୋ-ଟୁରିଜମ୍ ସେଣ୍ଟର ଅକ୍ଟୋବର ୧ରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୮ଟି ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀକୁ…
୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା
ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ ଲୁଚାଇ ରଖିବା ପାଇଁ ଏକ ସନ୍ତାନ ମଧ୍ୟ ଆପଣାଇ ରଖିଥିଲେ। ଦିନେ ଦୁହିଁଙ୍କ ମଧ୍ୟରେ…
Archives


