Home Left

ଏହି ଖେଳାଳିଙ୍କ ଫିଲ୍ଡିଂ ଦେଖି ସଚିନ ତେନ୍ଦୁଲକର କହିଲେ, ଅବିଶ୍ୱସନୀୟ

କରୋନା ସମୟରେ ଆଇପିଏଲ ପ୍ରତିଦିନ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ସହାୟକ ହେଉଛି। ପ୍ରତିଦିନ ଚୌକା, ଛକାର ମଜା ନେଉଛନ୍ତି ଦର୍ଶକ। ଗତ ରବିବାର ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ ଏକାଦଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ରାହୁଲ…

୮ କୋଟି ଟଙ୍କାର ହେଲିକପ୍ଟର କିଣିଲେ ସନା

ମୁମ୍ବାଇ: ଅଭିନେତ୍ରୀ ସନା ଖାଁ ନିଜ ପର୍ସନାଲ ଲାଇଫକୁ ନେଇ ଏବେ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ସେ ୮ କୋଟି ଟଙ୍କା ମୂଲ୍ୟର ଏକ ହେଲିକପ୍ଟର କିଣିଥିବା ସୂଚନା ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ…

ବରଗଡ଼ରେ ୧୩୭ ନୂଆ କରୋନା ପଜିଟିଭ୍‌: ଭେଡେନ୍‌ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨୮।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭେଡେନ୍‌ ବ୍ଲକର ସର୍ବାଧିକ ୩୨ ଜଣ ରହିଛନ୍ତି । ସେହିପରି ବରଗଡ଼…

ଏହି ପ୍ରସିଦ୍ଧ ଗୀତିକାରଙ୍କ ପରଲୋକ

କିମ୍ବଦନ୍ତୀ ଗୀତିକାର ଅଭିଳାଷଙ୍କର ପରଲୋକ ଘଟିଛି। ଗତ କିଛିଦିନ ହେବ ସେ କ୍ୟାନସର ସହ ଲଢୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଯକୃତ କ୍ୟାନସରରେ ପୀଡିତ ହୋଇ ଗତ ୧୦ ମାସ ଧରି ଶଯ୍ୟାରେ ଥିଲେ। ତାଙ୍କର…

ଆଲିଆ ନୁହେଁ, ଏହି ବ୍ୟକ୍ତିଙ୍କ ସହ ରଣବୀରଙ୍କ ବିବାହ କରିବାକୁ ଚାହୁଁଥିଲେ ରୁଷି କପୁର

ବଲିଉଡ ଅଭିନେତା ରଣବୀର କପୁର ଆଜିି ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। କିନ୍ତୁ ଏଥର ସେ ପ୍ରଥମଥର ପାଇଁ ପିତା ରୁଷି କପୁରଙ୍କ ବିନା ଜନ୍ମଦିନ ପାଳନ କରିଛନ୍ତି। ପୁଅ ରଣବୀର କପୁରଙ୍କ ବିବାହର ସ୍ବପ୍ନ ଦେଖି ରୁଷି କପୁର ଦୁନିଆରୁ…

ଭାଜପା ନେତାଙ୍କ ବିବାଦୀୟ ବୟାନ: କରୋନା ସଂକ୍ରମିତ ହୋଇ ମମତାଙ୍କୁ କରିବେ ଆଲିଙ୍ଗନ

କୋଲକାତା,୨୮ ।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସେଠାରେ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେବା ଦେଖାଗଲାଣି । ବିଶେଷ କରି ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି )ମଧ୍ୟରେ କଥା…

ହିମାଚଳ ପ୍ରଦେଶରେ ହେବ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ

ଶିମଲା, ୨୮।୯: ହିମାଚଳ ପ୍ରଦେଶରେ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ। ୭୦ ପ୍ରଜାତିର ଲୁପ୍ତ ଔଷଧୀୟ ଜଡ଼ିବୁଟି ଚାଷ ହେବ। ସେଥିମଧ୍ୟରୁ ୨୨ ପ୍ରଜାତି ଜଡ଼ିବୁଟି…

ତେଜ ପ୍ରତାପଙ୍କୁ ଅଡୁଆରେ ପକାଇ ପାରନ୍ତି ପତ୍ନୀ କିନ୍ତୁ ସହଯୋଗ କରିପାରନ୍ତି ଶାଳୀ

ପାଟନା,୨୮ ।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଏହା ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଏଥର କିନ୍ତୁ ନିଜ ବିଜୟକୁ ନେଇ ଚିନ୍ତିତ ଅଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତଥା…

ଯନ୍ତ୍ରଣା କମାଇବାର ସହଜ ଉପାୟ

ସାଧାରଣତଃ ଆମ ଶରୀରରେ ଯନ୍ତ୍ରଣା ଅନୁଭବ କଲେ ଆମେ ତାହାର ତୁରନ୍ତ ଉପଚାର କରିଥାଉ। ବେଳେବେଳେ ଏଥିପାଇଁ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡେ। ଅନ୍ୟପକ୍ଷରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ହୋଇଥାଏ। ତେବେ ଏପରି ଏକ ଉପାୟ ରହିଛି,…

ନୀତିଶଙ୍କ ରଣନୀତି: ୬ ଜଣିଆ ଦଳ ଉପରେ ଦାୟିତ୍ୱ

ପାଟନା, ୨୮।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ସ୍ବତନ୍ତ୍ର ରଣନୀତି ଆପଣେଇବା ସହିତ ଏହାର ଦାୟିତ୍ୱ ୬ ଜଣିଆ ଦଳ ଉପରେ ନ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଗୃହନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ…

ରଣବୀରଙ୍କୁ ଖରାପ ନିର୍ମାତା କହିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଆଜି ହେଉଛି ଜନ୍ମଦିନ। ୧୯୮୨ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ରଣବୀର ଆଜି ତାଙ୍କର ୩୮ ତମ ଜନ୍ମଦିବସ ପାଳନ କରୁଛନ୍ତି। ତେବେ ଆଜିର ଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି…

ପ୍ରତ୍ୟେକ ନାଗରିକଙ୍କ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସରକାର ନେଉଛନ୍ତି ଏପରି ପଦକ୍ଷେପ ଜାଣନ୍ତୁ

ନୂଆଦିଲ୍ଲୀ,୨୮ା୯: ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ମହାମାରୀ ଏବଂ ସଂକ୍ରମଣରୁ ରକ୍ଷା କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri