ଦିଲ୍ଲୀ ଫେରନ୍ତା ବାଜାଶାଲା ଦଳକୁ ସ୍ବାଗତ

କେସିଙ୍ଗା,୨୯।୧: ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନର ୮୦ଜଣିଆ କଳାକାର ‘ବଜାଶାଲ’ ନୃତ୍ୟ ପରିବେଷଣ କରି ଘରକୁ ଫେରିଛନ୍ତି। ଦିଲ୍ଲୀରୁ ସମତା ଏକ୍ସପ୍ରେସରେ ଆସି ଶୁକ୍ରବାର କେସିଙ୍ଗା ଷ୍ଟେଶନରେ ପହଞ୍ଚତ୍ଲେ। ପରେ କଳାକାରମାନଙ୍କୁ ଉକିଆ ଅନୁଷ୍ଠାନ ସଭାପତି ଗୁରୁ ଶଙ୍କର ପ୍ରସାଦ ପ୍ରଧାନ, ସମ୍ପାଦକ ଗୁରୁ ରଞ୍ଜନ କୁମାର ସାହୁ ଓ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପଢ଼ୋକନ ଓ ପୁଷ୍ପ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ଷ୍ଟେଶନ ପରିସରରେ କଳାକାରମାନେ ଆନନ୍ଦ ଓ ଖୁସିରେ ଜୟ ମା’ ମାଣିକେଶ୍ୱରୀ ଉଚ୍ଚାରଣ କରିଥିଲେ। ପରେ ଏକ ବସ୍‌ ଯୋଗେ ୮୦ ଜଣିଆ କଳାକାର ଭବାନୀପାଟଣା ଅଭିମୁଖେ ଯାଇଥିଲେ। ଜନ୍ମ ମାଟିରେ ପହଞ୍ଚତ୍ବା ପରେ କଳାକାରମାନେ ଆନନ୍ଦ ଓ ଗର୍ବ ଅନୁଭବ କରିଥିଲେ। ପ୍ରତିଭା ଅନୁଷ୍ଠାନ ସଭାପତି ଧ୍ୟାନ ନନ୍ଦ ପଣ୍ଡା, ସମ୍ପାଦକ ଚିଣ୍ଟୁ ପ୍ରସାଦ ନାୟକ, ନମିତା ମିଶ୍ର, ଯଜ୍ଞସେନି ନାଏକ ପ୍ରମୁଖ ବାଜାଶାଲ ନୃତ୍ୟ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଅଶ୍ଳୀଳ ଫଟୋ ଭାଇରାଲ

ଗୋପାଳପୁର,୭ା୯-ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମଧ୍ୟ ବାଲ୍ୟବିବାହ ଚାଲିଛି। ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ବିବାହ ପରେ ଗଁ।କୁ ଆସିଥିବାବେଳେ ତାଙ୍କୁ ବଳାତ୍କାର...

ଆସନରୁ ଉଠିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ

ରାୟଗଡ଼ା,୨୦ା୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିରେ ଚଳିତ ଥର ବଭିନ୍ନ ଅବ୍ୟବସ୍ଥା ଏବଂ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନକୁ ନିନ୍ଦା କରାଯାଉଛି।...

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ...

ଖେଳନା ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ : ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଲେ ଲୋକେ

ଯୋଡ଼ା,୩୧।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀପଡ଼ିଆଠାରେ ଖେଳନା ବନ୍ଧୁକ ଦେଖାଇ ଟ୍ରକ ଡ୍ରାଇଭରଙ୍କଠାରୁ ଲୁଟ୍‌ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି।...

ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ...

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।...

ଜନତା କର୍ଫ୍ୟୁ ପ୍ରଭାବ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ପଦ୍ମପୁର,୨୨।୩(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଭଦ୍ରକ ଜିଲା ପଦ୍ମପୁର ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ନାୟକାଣୀଡିହି, ବିଦେଇପୁର, ଚାନ୍ଦିମାଳ, ରାଜଘରପୋଖରୀ,...

ଧୋଇଗଲା ଡାଇଭର୍ସନ ଓ୍ବେ: ୫୯ ନଂ. ଏନ୍‌ଏଚ୍‌ରେ ଯାନବାହନ ଚଳାଚଳ ଠପ୍‌

ତୁମୁଡ଼ିବନ୍ଧ,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧରେ ଲଗାଣ ବର୍ଷା ଯୋଗୁ ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ମୁଣ୍ଡିଗଡ଼ ଓ ମଣ୍ଡଳପଦରଠାରେ...

Advertisement
Archives

Model This Week