ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!
ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଅନ୍ୟଜଣେ ରାଜନୀତିଜ୍ଞଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଏହା ‘ଥାଲାଇବି’…
ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା
ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା। ଇଣ୍ଟରନେଟ୍ରେ କନିକାଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ…
କୁକୁର ୫ ଛୁଆ ଜନ୍ମ ଦେଲା ବୋଲି ଛପା ହେଲା ନିମନ୍ତ୍ରଣ କାର୍ଡ; ଯାହା ଲେଖାଥିଲା ଜାଣିଲେ…
ଚିତ୍ରକୂଟର ଖୋହିରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା ଜୁଲି ନାମକ ଏକ କୁକୁର ୫ଟି ଛୁଆ ଜନ୍ମଦେବାରୁ ବେଶ୍ ଧୂମଧାମରେ ଉତ୍ସବ ପାଳିଛନ୍ତି ଗ୍ରାମବାସୀ। ଏପରିକି ନିମନ୍ତ୍ରଣ କାର୍ଡ ଛପାଇ ପାଖ ଗ୍ରାମର ଲୋକଙ୍କୁ ଖାଇବାକୁ ଦେଇଛନ୍ତି କୁକୁରର ମାଲିକ। ତେବେ…
ଏହି ଦୁଇ କ୍ରିକେଟରଙ୍କ ପ୍ରଶଂସାରେ ଶତମୁଖ ପୂଜାରା: କହିଲେ ସେମାନଙ୍କପାଇଁ ଖେଳିପାରିଲି ସ୍ବାଭାବିକ ଖେଳ
ନୂଆଦିଲ୍ଲୀ, ୨୯।୧: ଭାରତୀୟ କ୍ରିକେଟ ଟିମ୍ର ନୂଆ ‘ଓ୍ବାଲ୍’ କୁହାଯାଉଥିବା ଚେତେଶ୍ୱର ପୂଜାରା ଦୁଇ ପ୍ରମୁଖ ସାଥୀ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶୁଭମନ ଗିଲ ଏବଂ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ସ୍ବାଭାବିକ…
୨୮ ବର୍ଷ ପୂର୍ବେ ଏପରି ଦିଶୁଥିଲେ ଏହି ଲୋକପ୍ରିୟ କମେଡିଆନ୍, ଚିହ୍ନିିବା ହେଉଛି ମୁସ୍କିଲ
ବର୍ତ୍ତମାନ କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେ ନିଶ୍ଚିତ କରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହି କାରଣରୁ ‘ଦି କପିଲ ଶର୍ମା ଶୋ’କୁ ବନ୍ଦ କରିବାକୁ ପଡିବ। କପିଲ…
ଛୁଟି ମଞ୍ଜୁର ପାଇଁ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର
ସୁନ୍ଦରଗଡ଼,୨୯।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ସ୍ବସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶ୍ରଦ୍ଧାକର ଗଡତିଆ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚନେଇ ସେ ଧରାପଡ଼ିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ମଞ୍ଜୁର କରାଇଦେବା ପାଇଁ ଗଡତିଆ ୫ ହଜାର ଲାଞ୍ଚ ନେଉଥିବା…
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କଲେ ବିରୋଧୀ: ଭାଜପା କହିଲା ଦୁର୍ଭାଗ୍ୟପୂର୍ଣ୍ଣ
ନୂଆଦିଲ୍ଲୀ,୨୯ ।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ୧ ଫେବୃୟାରୀରେ ସଂସଦରେ ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରାଯିବ । ଦୁଇ ଭାଗରେ ହେବାକୁ ଥିବା ଏହି ଅଧିବେଶନ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ…
୩ ଦିନ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର, ୨୯।୧(ବ୍ୟୁରୋ): ପୋଲିଓ ପାଇଁ ବନ୍ଦ ରହିବ କୋଭିଡ୍ ଟିକାକରଣ । ଦିନେ କି ଦୁଇ ଦିନ ନୁହେଁ ୩ ଦିନ ଟିକାକରଣ ବନ୍ଦ ରହିବ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି ।…
ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍: ବିସିସିଆଇ ଦେଲା ଏହି ବଡ଼ ଉପହାର
ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିବେ। ଏହାପୂର୍ବରୁ ଖେଳାଳିମାନେ ଚେନ୍ନାଇରେ ପହଞ୍ଚିଛନ୍ତି। ଏବେ ଖେଳାଳିମାନେ କୋଭିଡ କଟକଣାକୁ ନେଇ ହୋଟେଲରେ…
ସ୍ତ୍ରୀଙ୍କ କ୍ରେଡିଟ୍ କାର୍ଡରୁ ପ୍ରେମିକାଙ୍କ ପାଇଁ ଟ୍ରାଫିକ ଚାଲାଣ ଭରିଥିଲେ ସ୍ବାମୀ, ଜଣାପଡ଼ିବା ପରେ…
ଦୁବାଇରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ କ୍ରେଡିଟ୍ କାର୍ଡ ହ୍ୟାକ୍ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।…
ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ
ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକ ଜଣଙ୍କ ଝାରଖଣ୍ଡର ଦୀପକ…
ଏହି ଇଂଲଣ୍ଡ ବୋଲରଙ୍କ ଦମ୍ଭୋକ୍ତି: ସ୍ପିନ୍ ବୋଲିଂରେ ଆମକୁ ହରାଇ ପାରିବ ନାହିଁ…
ନୂଆଦିଲ୍ଲୀ,୨୯।୧: ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃୟାରୀ ୫ରୁ ଖେଳାଯିବ। ଚେନ୍ନାଇ ମଇଦାନ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ସ୍ପିନ୍ ବୋଲରଙ୍କ ପାଇଁ ସହାୟକ ରହିଥାଏ। ଏଣୁ ଆସନ୍ତା ସିରିଜ୍ରେ ସହଜ ଉଇକେଟ ମିଳିବ ବୋଲି ଆଶା ରଖିଥିବା…

