ଡିଜେଲ ୯ ପଇସା କମିଲା
ଭୁବନେଶ୍ୱର, ୨୯।୯: ଡିଜେଲ ଦରରେ ଲଗାତର ହ୍ରାସ ଧାରା ଜାରି ରହିଛି। ସୋମବାର ଭୁବନେଶ୍ୱରରେ ଡିଜେଲ ୯ ପଇସା କମି ୭୬.୯୫ ଟଙ୍କାକୁ ଖସିଛି। ଏଠାରେ ପେଟ୍ରୋଲ ଅପରିବର୍ତ୍ତିତ ୮୧.୬୦ ଟଙ୍କା ରହିଥିବା ଜଣାପଡିଛି। ଦେଶର ମେଟ୍ରୋ ସହରଗୁଡିକରେ ଡିଜେଲ ସୋମବାର…
ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା
ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ମାସନ୍ ଟ୍ରେନିଂ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକଙ୍କୁ ଘରୋଇ ସଂସ୍ଥା(ଥାର୍ଡ ପାର୍ଟି)…
ଆଜିଠାରୁ ବିଧାନସଭା
ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଧାନସଭା ବନ୍ଦ ରହିବ। ତେବେ ରବିବାର ଅକ୍ଟୋବର ୪ ତାରିଖରେ…
ଅନ୍ୟକୁ ସାହାଯ୍ୟ ପାଇଁ କେବେ ଆଗକୁ ଆସି ନାହାନ୍ତି କଙ୍ଗନା: ଏପରି କହିଲେ ବଲିଉଡ୍ର ଏହି ଗାୟିକା
ବଲିଉଡ୍ ଅଭିନେତ୍ରୀ କଙ୍ଗନା ନଣାଓ୍ବତ୍ ଗତ କିିଛି ଦିନ ହେବ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ସମର୍ଥନ ନ କରିବାରୁ କଙ୍ଗନା ବାରମ୍ବାର ବଲିଉଡ୍ କଳାକାରଙ୍କୁ ନିନ୍ଦା କରିଛନ୍ତି। ନିକଟରେ କଙ୍ଗନା ଅଭିନେତ୍ରୀ…
ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ
ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ପରୋପକାର କରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ଲକ୍ଡାଉନ୍ ଆରମ୍ଭରେ ସେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ସହ ଅନ୍ୟ ଅସହାୟଙ୍କ ପାଇଁ ଅନେକ ପ୍ରକାରର ସାହାଯ୍ୟ…
ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି
ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ ପହଞ୍ଚିପାରି ନ ଥାଏ। ଆତ୍ମବିଶ୍ୱାସ ଅଭାବ ଯୋଗୁ ଜଣେ ବ୍ୟକ୍ତିକୁ ନିଜ କଥାକୁ ଅନ୍ୟ…
ବଲିଉଡ୍ର ଏହି କଳାକାରମାନେ କୌଣସି ଫିଲ୍ମ ପାର୍ଟିକୁ ଯାଆନ୍ତି ନାହିଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍ ଧରିଛି। ଏନ୍ସିବି ଜାଲରେ ଛନ୍ଦି ହୋଇଥିବା ଅନେକ ବଲିଉଡ୍ କଳାକାରଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ୍, ଦୀପିକା ପାଦୁକୋନ, ରକୁଲ ପ୍ରୀତି…
ଆର୍ବିଆଇ ଏମ୍ପିସି ବୈଠକ ସ୍ଥଗିତ
ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡଆ (ଆର୍ବିଆଇ) ପକ୍ଷରୁ ଏହାର ଦ୍ୱିମାସିକ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଚଳିତ ମାସ ୨୯ ତାରିଖଠାରୁ ଅନୁଷ୍ଠିତ ହେବ ନେଇ ସମୟ ଧାର୍ଯ୍ୟ ହୋଇଥିଲା। ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଅକ୍ଟୋବର ପହିଲାରେ ରିଜର୍ଭ…
ନୂଆ ରୂପ ନେବ କଣ୍ଡାର ବିଟ୍ ହାଉସ୍
ଢେଙ୍କାନାଳ ଅଫିସ, ୨୯।୯ ୨୦୦୭ ଜାନୁୟାରୀ ୩୧। ଏହିଦିନ ଲାଲ୍ବାହିନୀ ନରସଂହାରରେ ରକ୍ତରଞ୍ଜିତ ହୋଇଥିଲା ଢେଙ୍କାନାଳ ଜିଲା ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର କଣ୍ଡାର ବିଟ୍ ହାଉସ୍। ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ କାର୍ଯ୍ୟାଳୟର ୩ କର୍ମଚାରୀ। ଏହି ଲୋମଟାଙ୍କୁରା ଘଟଣାକୁ…
ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ
ଆବୁଧାବି, ୨୯।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ ହରାଇ…
ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା
ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ ଟଓ୍ବୋଟିଆ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଧିମା ଆରମ୍ଭ କରିଥିବା ଟଓ୍ବୋଟିଆ ପରେ…
ବିଧାନସଭା ପୂର୍ବରୁ ୧୪ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ
ଭୁବନେଶ୍ୱର,୨୮ା୯(ବ୍ୟୁରୋ)- ବିଧାନସଭା ପୂର୍ବରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବଡମ୍ବା ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।…
Archives


