ଘୋଷଣା ହେଲା କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ

ଚେନ୍ନାଇ,୨୯ା୧- ଦେଶର ସବୁଠୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ ଶୁକ୍ରବାର ଘୋଷଣା ହୋଇଯାଇଛି। ପୂରା ଦେଶରେ ଦର୍ଶକଙ୍କ ଭଲପାଇବା ହାସଲ କରିଥିବା କେଜିଏଫ୍‌: ଚାପ୍ଟର-୧ର ଏହା ସିକୁଏଲ। ଆସନ୍ତା ଜୁଲାଇ ୧୬ ତାରିଖରେ ରିଲିଜ ହେବ। ପ୍ରଶାନ୍ଥ ନିଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ଶୁଟିଂ ଡିସେମ୍ବରରେ ଶେଷ ହୋଇଥିଲା। ଏବେ ରକି ଭାଇ ଜଣାଶୁଣା ୟଶଙ୍କ ଜନ୍ମଦିନରେ ରିଲିଜ ହୋଇଥିଲା ଫିଲ୍ମର ଟ୍ରିଜର, ଯାହା ଭାଙ୍ଗି ଦେଇଥିଲା ଭିଓର୍ସର ସମସ୍ତ ରେକର୍ଡ। ଫିଲ୍ମରେ ୟଶଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ପ୍ରକାଶ ରାଜ, ଶ୍ରୀନିଧି ଶେଟ୍ଟି ମୁଖ୍ୟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁତାପ କରୁଛନ୍ତି ଜାହ୍ନବୀ

ସାମାନ୍ୟ ବୁଝାମଣା ଅଭାବରୁ ବେଳେବେଳେ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଯାଇଥାଏ। ପରେ ଏ ନେଇ ଯେତେ ଚିନ୍ତା କଲେ କିଛି ଲାଭ ହୁଏନା। ଦେଖୁନାହାନ୍ତି, ଜାହ୍ନବୀ...

ଦିଅରଙ୍କୁ ଆଶୀର୍ବାଦ ଦେଲେ କ୍ୟାଟ୍ରିନା

ଅଭିନେତା ବିକି କୌଶଲଙ୍କ ଭାଇ ସନ୍ନି ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସନ୍ନି ମଧ୍ୟ ତାଙ୍କ ଭାଇଙ୍କ ପରି ଜଣେ ଅଭିନେତା, ଯିଏ ଖୁବ...

କେବଳ ଏହି ଭୁଲ ପାଇଁ ଅଭିଷେକଙ୍କୁ ୨ ରାତି ବେଡ୍‌ରୁମ୍‌ ବାହାରେ ରଖିଥିଲେ ଐଶ୍ୱର୍ଯ୍ୟା, କାରଣ ଜାଣିଲେ…

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଦମ୍ପତି ଭାବରେ ବେଶ ଜଣାଶୁଣା। ପରସ୍ପର ପାଇଁ ଉଭୟଙ୍କ ପ୍ରେମ ସ୍ପଷ୍ଟ...

ବଡ଼ ପରଦାରୁ ହଜି ଯାଇଛନ୍ତି ‘ଗଜନୀ’ ନାୟିକା ଆସିନ୍‌

ବମ୍ବେ: ଦିନ ଥିଲା ଦକ୍ଷିଣ ଭାରତୀୟ ସିନେମା ସହ ବଲିଉଡ୍‌ରେ ଅଭିନୟର ଯାଦୁ ଦେଖାଉଥିଲେ ଅଭିନେତ୍ରୀ ଆସିନ୍‌। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ନଜର...

ବୟଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ଡ୍ରାମା କୁଇନ୍‌!

ମନୋରଞ୍ଜନ ଜଗତର ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ରାଖୀ ସାୱନ୍ତ ବୟଫ୍ରେଣ୍ଡ୍‌ ଆଦିଲଙ୍କୁ ବିବାହ କରିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ କିଛି ଫଟୋ ଭାଇରାଲ ହେବାରେ...

ଅଭିନେତା ପାର୍ଥ ସମ୍‌ଥାନଙ୍କୁ କରୋନା

ନୂଆଦିଲ୍ଲୀ,୧୩।୭: ଅଭିନେତା ପାର୍ଥ ସମ୍‌ଥାନ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ‘କସୌଟି ଜିନ୍ଦେଗୀ କେ’ ଟିଭି ସିରିୟଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ...

ଯାତ୍ରା ଅନିଲ କପୁର

ଓଡ଼ିଆ ଯାତ୍ରାର ଦର୍ଶକମାନେ ତାଙ୍କୁ ଅନିଲ କପୁର ବୋଲି କହିଥାନ୍ତି। ସେ ଏକ ନିଆରା ଢଙ୍ଗରେ ଆସନ୍ତି ମଞ୍ଚକୁ। ତାଙ୍କ ଡାଏଲଗ୍‌ କହିବାର ଶୈଳୀ ମଧ୍ୟ...

୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ...

Advertisement
Archives

Model This Week