ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର
ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍ର ନାମୀ କଳାକାର ଅଭିନେତା ରାଜ କପୁର ଓ ଦିଲ୍ଲିପ କୁମାରଙ୍କ ପୈତୃକ ଘରକୁ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଉଭୟ…
ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରିୟଙ୍କା ହେଲେ ଟ୍ରୋଲ୍
ନୂଆଦିଲ୍ଲୀ, ୨୮।୯: କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ସଂଗ୍ରାମୀ ଶହୀଦ୍ ଭଗତ ସିଂଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଦେଇ ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ଭୁଲ୍ରେ ସେ ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭୁଲ୍ ଜଣାପଡ଼ିବା…
ଗଙ୍ଗାରେ ଆମାଜନ ନଦୀର ଅଜବ ମାଛ, ଭିଡିଓ ଭାଇରାଲ
ଲକ୍ଷ୍ନୌ,୨୮ା୯: ଆମେରିକାର ଆମାଜନ ନଦୀରେ ଥିବା କ୍ୟାଟ୍ଫିସ୍ ନାମକ ପ୍ରଜାତିର ଏକ ମାଛ କାଶୀ ଗଙ୍ଗାରେ ଦେଖିବାକୁ ମିଳିଛି। ଗଙ୍ଗାରେ ଏହି ମାଛକୁ ଦେଖି ପ୍ରାଣୀ ବିଜ୍ଞାନୀମାନେ ଚିନ୍ତାରେ ପଡ଼ିଛନ୍ତି। ଏକ ମାସ ମଧ୍ୟରେ ଗଙ୍ଗାରେ ଦ୍ୱିତୀୟ ଥର ପାଇଁ ଏହି…
‘କେବିସି’ ପାଇଁ ମାତ୍ର ୩ ହଳ ପୋଷାକ ପିନ୍ଧିଥାନ୍ତି ବିଗ୍ ବି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
‘କୌନ୍ ବନେଗା କରୋଡପତି’(କେବିସି)ର ୧୨ତମ ସିଜିନ୍ ସେପ୍ଟେମ୍ବର ୨୮ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଶୋ’ ମେକର୍ସମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅମିତାଭ, ପ୍ରତିଯୋଗୀ ଏବଂ ଶୋ ଟିମ୍ର…
ଯୁକ୍ତ ତିନି ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶ
ଭୁବନେଶ୍ୱର,୨୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନିରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ସୋମବାର ପ୍ରକାଶ ପାଇଛି। ଏକ୍ଷେତ୍ରରେ ଭୁବନେଶ୍ୱରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଏହି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍…
୨୧ ଆବର୍ଜନା କଣ୍ଟେନର ବ୍ରିଟେନ୍କୁ ଫେରାଇଲା ଶ୍ରୀଲଙ୍କା
କଲୋମ୍ବୋ, ୨୮।୯: ଶ୍ରୀଲଙ୍କା ବ୍ରିଟେନ୍କୁ ୨୧ ଆବର୍ଜନା କଣ୍ଟେନର ଫେରାଇ ଦେଇଛି। ବ୍ରିଟେନ୍ରୁ ରିସାଇକ୍ଲିଂ କରାଯିବା ଲାଗି ଏକ ଘରୋଇ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ ୨୬୩ କଣ୍ଟେନରରେ ଶ୍ରୀଲଙ୍କା ଆସିଥିଲା। ତେବେ ଯାଞ୍ଚ୍ ସମୟରେ ଶ୍ରୀଲଙ୍କା କଷ୍ଟମ ଅଧିକାରୀମାନେ ୨୧ଟି…
ସ୍ତ୍ରୀଙ୍କୁ ପିଟୁଥିଲେ ଡିଜି: ନ୍ୟାୟ ମାଗିଲେ ପୁଅ
ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଡିଜି ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟୁଥିବା ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏହି ଭିଡିଓଟି ସ୍ପେଶାଲ ଡିଜି ପରୁଷୋତ୍ତମ ଶର୍ମାଙ୍କ ବୋଲି ଜଣାପଡିଛି। ଭିଡିଓଟିକୁ ତାଙ୍କ ପୁଅ ରାଜ୍ୟ ଗୃହମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ…
ମସ୍ତିଷ୍କକୁ ସକ୍ରିୟ କରେ ମନ ପସନ୍ଦର ସଙ୍ଗୀତ
ଭାରାକ୍ରାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଗୀତ ଶୁଣିଥାଆନ୍ତି। କେତେକେ ନିଜର ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ସେମାନଙ୍କର ମାନସିକତା ପ୍ରାୟ ସକାରାତ୍ମକ ରହିଥାଏ ଏବଂ ନିଜେ କରୁଥିବା କାମକୁ ସୂଚାରୁ ରୂପେ ସମ୍ପନ୍ନ କରିଥାଆନ୍ତି। ମନ ପସନ୍ଦର…
ସେଲ୍ଫି ନେବା ବେଳେ ଡ୍ୟାମ୍ରେ ଭାସିଗଲେ ଡାକ୍ତରଙ୍କ ସ୍ତ୍ରୀ
ଭୋପାଳ,୨୮ା୯: ଭୋପାଳସ୍ଥିତ ହଲାଲି ଡ୍ୟାମକୁ ବୁଲିବାକୁ ଆସି ଜଣେ ଡାକ୍ତରଙ୍କ ସ୍ତ୍ରୀ ପାଣିରେ ଭାସି ଯାଇଛନ୍ତି। ଡ୍ୟାମ୍ ନିକଟରେ ଡାକ୍ତରଙ୍କ ସ୍ତ୍ରୀ ସେଲ୍ଫି ନେଉଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ୧୨ ଫୁଟ ତଳକୁ ଖସିପଡ଼ିଥିଲେ। ଭୋପାଳର କୋଲାରରେ ରହୁଥିବା…
ସ୍ତ୍ରୀ ସାଙ୍ଗରେ ଯିବାକୁ ମନା କରିବାରୁୁ ସ୍ବାମୀ ନେଲେ ଏମିତି ପଦକ୍ଷେପ
ମିରୁଟ,୨୮।୯: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ମିରୁଟର ଲିସାଡି ଗେଟ୍ର ଲଖିପୁରାରେ ଜଣେ ଯୁବକ ଶଶୁର ଘରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସ୍ବାମୀ ସ୍ତ୍ରୀ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ଜ୍ୱାଇଁ ଏମିତି…
ବଲିଉଡ୍ ଷ୍ଟାରଙ୍କଠାରୁ କମ୍ ନୁହନ୍ତି ଆଇପିଏଲ୍ର ଏହି କ୍ରିକେଟର: ୧୩୫ ମିଟର ଉଚ୍ଚ ଏୟାର ସୁଇଙ୍ଗରେ କରିଥିଲେ ପ୍ରେମ ନିବେଦନ
ଆଇପିଏଲ୍ ୨୦୨୦ରେ ରବିବାର ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ୧୧ ପଞ୍ଜାବକୁ ୪ ଓ୍ବିକେଟରେ ହରାଇଥିଲା। ପଞ୍ଜାବର ଓପନିଂ ବ୍ୟାଷ୍ଟମ୍ୟାନ ମୟଙ୍କ ଅଗ୍ରଓ୍ବାଲ ୪୫ ବଲରେ ୧୦୦ ରନ୍ କରିଥିଲେ। ସେ ୫୦ ବଲରେ ୧୦୬ ରନ୍ କରିବାରେ ସଫଳ ହୋଇଥିଲେ। ମୟଙ୍କ…
ଭାରତକୁ ଆଖି ଦେଖାଇଲା ନେପାଳ: ଚାଇନା ସହିତ ସମ୍ପର୍କ ଅତୁଟ
କାଠମାଣ୍ଡୁ, ୨୮।୯: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଦୁଇପକ୍ଷ ସୀମାରେ ସମରସଜ୍ଜାରେ ବ୍ୟସ୍ତ ରହିଛନ୍ତି। ଏପରିସ୍ଥଳେ ନେପାଳ ଭାରତକୁ ଆଖି ଦେଖାଇଛି। ଚାଇନାରେ ଅବସ୍ଥାପିତ ଥିବା ନେପାଳର ରାଷ୍ଟ୍ରଦୂତ ମହେନ୍ଦ୍ର ବାହାଦୂର ପାଣ୍ଡେ ଗଣମାଧ୍ୟମକୁ…
Archives


